ପ୍ରେମିକ ସହ ପଳାଇଥିଲେ ବିବାହିତ ମହିଳା, ସ୍ୱାମୀଙ୍କ ଦ୍ୱିତୀୟ ବାହାଘରକୁ ଫେରିଲେ, ତା’ପରେ…
ଆଜିକା ସମୟରେ ବିବାହିତ ମହିଳାମାନେ ନିଜ ପ୍ରେମିକଙ୍କ ସହ ପଳାଉଥିବା ଘଟଣା ଅନେକ ସମୟରେ ଦେଖିବାକୁ ମଳିଛି । ପ୍ରେମିକ ସହ ପଳାଇବା ପରେ ହୁଏତ ସେହି ମହିଳା ଘରକୁ ଫେରିବା କଥା ସ୍ୱପ୍ନରେ କେବେବି ଭାବିନଥିବେ । କିନ୍ତୁ…