ଭାରତ-ୱେଷ୍ଟଇଣ୍ଡିଜ ସିରିଜର କଭରେଜ କରିବ ଫ୍ୟାନକୋଡ, ଜାଣି ରଖନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ: ଜୁଲାଇ-ଅଗଷ୍ଟ ମାସରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ । ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୫ଟି ଦିନିକିଆ ମ୍ୟାଚ ଖେଳାଯିବାର ସୂଚୀ ରହିଛି । ଏହି ମ୍ୟାଚଗୁଡିକୁ କେଉଁ ଚ୍ୟାନେଲ ପ୍ରସାରଣ…

କେରଳରେ ଆଉ ଏକ ନୂଆ ଭାଇରସର ଆତଙ୍କ: ଜାଣନ୍ତୁ ରୋଗ ଏବଂ ଏହାର ଉପଚାର

କେରଳ: ବିଶ୍ୱବାସୀଙ୍କ ମନରୁ କରୋନାର ଭୟ ଯିବା ପୂର୍ବରୁ ଆଉ ଏକ ଭୂତାଣୁ ଏବେ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । କେବଳ ସାଧାରଣ ଜନତା ନୁହେଁ, ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଏହି ରୋଗକୁ ନେଇ ଚିନ୍ତା ପ୍ରକଟ…

ଦିନ ଦି ପ୍ରହରେ ଲୁଟିନେଲେ ସୁନା: ଗୋଲ୍ଡ ଲୋନ ଦେଉଥିବା କମ୍ପାନୀ ହେଲା ଶିକାର

ପାଟନା: ବିହାରର ରାଜଧାନୀ ପାଟନାରେ ଦମଦାର ବଢୁଛି ଅପରାଧ । ଅପରାଧୀଙ୍କୁ ତିଳେ ହେଲେ ପୋଲିସର ଭୟ ଥିବା ମନେ ହେଉନାହିଁ । ଆଜି ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଏକ ଗୋଲ୍ଡ ଲୋନ ଦେଉଥିବା କମ୍ପାନୀଠାରୁ…

ଟି-୨୦ ବିଶ୍ୱକପ ଦଳରେ ସ୍ଥାନ ପାଇଲେ ନାହିଁ ରୋହିତ-ବିରାଟ: ଦେଖନ୍ତୁ କିଏ ଅଧିନାୟକ!

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ନିଜର ସର୍ବଶ୍ରେଷ୍ଠ ପ୍ଲେଇଙ୍ଗ ୧୧ ଖୋଜିବାରେ ବ୍ୟସ୍ତ ରହିଛନ୍ତି ୧୬ଟି ଯାକ ଟିମ । ତେବେ ସମସ୍ତଙ୍କ ନଜର…

ଭାରତ ପାଇଁ ଆସୁଛି ବିପଦ! ପାକିସ୍ତାନ ନିକଟରେ ଡ୍ରୋନର ଫଟୋକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ପାକିସ୍ତାନ ମୁରିଦ ନିକଟସ୍ଥ ଏୟାରଫୋର୍ସ ବେସରେ ଏକ ଆକ୍ରମଣକାରୀ ଡ୍ରୋନ ଦେଖିବାକୁ ମିଳିଛି । ସାଟେଲାଇଟ ଜରିଆରେ ଏହି ଡ୍ରୋନର ଏକ ଫଟୋ ନିଆଯାଇଛି । ତେବେ ସାଟେଲାଇଟ ଫଟୋକୁ ରିହ କରୁତିବା ବିଶେଷଜ୍ଞମାନେ…

ଗ୍ୟାସ ଲିକ ହେବାରୁ ୩୦ ମହିଳା କର୍ମଚାରୀ ହେଲେ ଅସୁସ୍ଥ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ର ପ୍ରଦେଶର ବିଶାଖାପଟନମ ଠାରେ ଏକ ଗ୍ୟାସ କମ୍ପାନୀରେ ଗ୍ୟାସ ଲିକ ହେବାର ଘଟଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଏହି କମ୍ପାନୀର ୩୦ଜଣ ମହିଳା କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡିଛି ।…

ଏହି ଖେଳାଳିଙ୍କ ପାଇଁ ଅସୁବିଧା ହେବ ହାର୍ଦ୍ଦିକଙ୍କ ଫର୍ମ: ବିପଦରେ କ୍ୟାରିୟର

ନୂଆଦିଲ୍ଲୀ: ଖୁବ କମ ସମୟରେ ଅନେକ ସଫଳତା ହାସଲ କରି ନେଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ପୂର୍ବରୁ ବ୍ୟାଟିଂ ବୋଲିଂ ଏବଂ ବିଶେଷ କରି ଫିଲ୍ଡିଂରେ ସେ ସମସ୍ତଙ୍କ ମନ କିଣି ପାରିଥିଲେ ।…

ବିରଳ କ୍ୟାଫେ, ଯେଉଁଠି କାମ କରୁଛନ୍ତି କେବଳ ଏଚ.ଆଇ.ଭି ପଜିଟିଭ କର୍ମଚାରୀ

ନୂଆଦିଲ୍ଲୀ: ବିଶ୍ୱରେ ଏଡସକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଏହି ଭାଇରସ ସଂସ୍ପର୍ଶରେ ଆସିଲେ ଏହାଠୁ ବଞ୍ଚିବା କଷ୍ଟକର । କିନ୍ତୁ ଔଷଧ ଏବଂ ଯତ୍ନ ଦ୍ୱାରା ସଂକ୍ରମିତ ବ୍ୟକ୍ତି ସାଧାରଣ ଜୀବନ…

ଦେଶର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟାକ୍ସନିର ଦ୍ୱିତୀୟ ପରୀକ୍ଷଣକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଭାରତର ପ୍ରଥମ ଇଣ୍ଟ୍ରାନାଜାଲ ଭ୍ୟକ୍ସିନର ଦ୍ୱିତୀୟ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ଭାରତ ବାୟୋଟେକ ଏବଂ ସେଣ୍ଟ ଲୁଇସର ୱାସିଙ୍ଗଟନ ୟୁନିଭର୍ସିଟିର ମିଳିତ ସହଯୋଗରେ ଏହାର ବିକଶିତ କରାଯାଉଛି ।…

ଆତଙ୍କୀ ଭୟରେ କାଶ୍ମୀର ଛାଡୁଛନ୍ତି ହିନ୍ଦୁ, ଥମୁନି ହିନ୍ଦୁଙ୍କ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ ସମାଜ । ଯେଉଁଭଳି ୯୦ଦଶକରେ କାଶ୍ମୀରରେ କେବଳ ହିନ୍ଦୁଙ୍କୁ ଟାର୍ଗେଟ କରି ହତ୍ୟା କରା ଯାଉଥିଲା, ବର୍ତ୍ତମାନ ପୁଣିଥରେ ସମାନ ପରିସ୍ଥିତି ଦେଖିବାକୁ ମିଳୁଛି । ଗତ…