ବନ୍ଦ ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର, ୪ଦିନ ଧରି ପାଖରେ ଶୋଇଥିଲା ଝିଅ

ଗନ୍ଧରେ ନାକ ଫାଟି ପଡୁଥିଲା, କେଉଁଠି ଏଭଳି ଗନ୍ଧ ଆସୁଛି ବୋଲି ଚିନ୍ତିତ ହୋଇପଡ଼ିଥିଲେ ଅଞ୍ଚଳବାସୀ । ଏହାପରେ ପୋଲିସ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ପଂଚିଥିଲେ । ଆଉ ସନ୍ଦେହରେ କଲୋନୀର ଏକ ବନ୍ଦ ଘରର ଚାବି ଭାଙ୍ଗିଥିଲେ ।…

ଏବେ ବିମାନରେ ବି ଚାଲିବ ଇଣ୍ଟରନେଟ୍, ଏହି ଏୟାରଲାଇନ ଆରମ୍ଭ କରିବ।କୁଯାଉଛି ସେବା

ଭାରତ ଦୁନିଆରେ ସବୁଠୁ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଥିବା ଦେଶ ମଧ୍ୟରୁ ଗୋଟିଏ ପାଲଟିଛି । ଭାରତରେ ଇଣ୍ଟରନେଟ୍ ଡାଟାର ବ୍ୟବହାର ବଢ଼ିଛି । ଏହାକୁ ଦୃଷ୍ଟିରେ ଏକ ପ୍ରମୁଖ ଭାରତୀୟ ଏୟାରଲାଇନ୍ସ କମ୍ପାନୀ ସ୍ପାଇସଜେଟ୍…

କ୍ୱାଡ ସମ୍ମିଳନୀରେ ପୁଟିନଙ୍କ ଉପରେ ବର୍ଷିଲେ ବାଇଡେନ୍, ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ କହିଲେ ଏମିତି…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଟୋକିଓରେ ଆୟୋଜିତ କ୍ୱାଡ ବୈଠକରେ ସାମିଲ ହୋଇଛନ୍ତି । ଏହି ସମ୍ମିଳନୀରେ ବାଇଡେନ ପୁଟିନଙ୍କ ଉପରେ ବର୍ଷିଛନ୍ତି । ସେ ଋଷ-ୟୁକ୍ରେନ ଯୁଦ୍ଧର ବୈଶ୍ୱିକ କାରଣ କହିବା ସହ…

କୁତୁବ୍ ମୀନାରର ମସଜିଦରେ ନମାଜ ପାଠ ଉପରେ ଏଏସଆଇର ପ୍ରତିବନ୍ଧକ

କୁତୁବ୍ ମୀନାର ମାମଲାରେ ଆଜି କୋର୍ଟରେ ଶୁଣାଣି ହେବ । ଏହା ପୂର୍ବରୁ କୁତୁବ୍ ମୀନାରର ମସଜିଦର ଇମାମ ଶେର ମୋହମ୍ମଦ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଏଏସଆଇ କୁତୁବ୍ ମୀନାରରେ ନମାଜ ପଢ଼ିବା ବନ୍ଦ କରିଦେଇଛି ।…

ବିଫ୍ କୁ ନେଇ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ

କର୍ଣ୍ଣାଟକର ବିରୋଧୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବିଫକୁ ନେଇ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାରେ । ସେ କହିଛନ୍ତି ଯେ ସେ ହିନ୍ଦୁ ଏବଂ ସେ ଏପର୍ଯ୍ୟନ୍ତ ବିଫ୍ ଖାଇନାହାଁନ୍ତି । କିନ୍ତୁ ସେ…

କ୍ୱାଡ୍ ବୈଠକରେ ସାମିଲ ହେଲେ ମୋଦୀ: ବାଇଡେନ ଉଠାଇଲେ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିୟୋ କିଶିଦାଙ୍କ ଆମନ୍ତ୍ରରଣରେ ଦୁଇ ଦିନିଆ କ୍ୱାଡ ସମ୍ମିଳନୀରେ ଯୋଗଦେବାକୁ ଜାପାନ ପହଞ୍ଚିଛନ୍ତି । ଆଜି ମଙ୍ଗଳବାର ପ୍ରଧାନମନ୍ତ୍ରୀ କ୍ୱାଡ ସମ୍ମିଳନୀରେ…

ପେଟ୍ରୋଲ ଦର ହ୍ରାସ ପରେ ଏବେ ସିଏନଜିକୁ ନେଇ ବଡ ଖବର: ଆପଣ ବି ପାଇ ପାରିବେ ଲାଭ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦରବୃଦ୍ଧିରୁ ସାମାନ୍ୟ ମୁକ୍ତି ମିଳିଛି । ଏହାପରେ ସିଏନଜିକୁ ନେଇ ଆସିଛଇ ଏକ ବଡ ଖବର । ସିଏନଜିର ମୂଲ୍ୟ ହ୍ରାସ କରିବା ପାଇଁ ଏବଂ ପ୍ଲାଷ୍ଟିକ ଓ ଇସ୍ପାତ…

ଆପଣ ଅତ୍ୟଧିକ ଇୟରଫୋନ୍‌ ବ୍ୟବହାର କରୁଛନ୍ତି କି ? ଜୀବନ ପ୍ରତି ସାଜିପାରେ ବିପଜ୍ଜନକ

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନଶୈଳୀରେ ଆଜିକାଲି ଅଧିକାଂଶ ଲୋକ ଦାମୀ ଦାମୀ ହେଡ୍‌ଫୋନ୍‌ ବ୍ୟବହାର କରୁଛନ୍ତି । ଏହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡୁଛି । ସମସ୍ତେ ଜାଣିଛନ୍ତି କୌଣସି ବି ଜିନିଷ ଅଧିକ…

ରେପୋରେଟ୍‌ ବୃଦ୍ଧି ପାଇବା ନେଇ ମିଳିଲା ସଂକେତ, ଋଣ ନେବା ହେବ ଆହୁରି ମହଙ୍ଗା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜୁନ୍‌ରେ ହେବାକୁ ଥିବା ମନିଟରୀ ପଲିସି ଆଲୋଚନା ଓ ଆଗକୁ ହେବାକୁ ଥିବା ବୈଠକରେ ରେପୋରେଟ୍‌ ବୃଦ୍ଧି ହେବାର ସଂକେତ ଦେଇଛନ୍ତି । ଏହା ହେଲେ…

ସ୍ନେହଲତା ହତ୍ୟା ଘଟଣାକୁ ବିତିଲା ୭ ବର୍ଷ: ଆଜି ପର୍ଯ୍ୟନ୍ତ କୋର୍ଟରେ ଦାଖଲ ହୋଇନି ଚାର୍ଜସିଟ୍‌ !

ବଲାଙ୍ଗିର, (ଭାସ୍କର ନ୍ୟୁଜ୍‌): ଆଜିକୁ ଠିକ୍‌ ୭ ବର୍ଷ ତଳେ ବଲାଙ୍ଗିର ଜିଲ୍ଲାର ଖପ୍ରାଖେଲ ବ୍ଲକ ସର୍ଗି ।ଲି ଗାଁରେ ସ୍ନେହଲତା ଛତ୍ରିଆ ନାମକ ଏକ ଦଳିତ, ମେଧାବୀ ଛାତ୍ରିକୁ ଗଣଧର୍ଷଣ ପରେ ହତ୍ୟା କରାଯାଇଥିଲା । ଉକ୍ତ…