ଦୁଇଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, କ୍ୱାର୍ଡ ଦେଶ ସମୂହର ବୈଠକ ହେବେ ସାମିଲ

ନୂଆଦିଲ୍ଳୀ, : ଆଜିଠୁ  ଦୁଇ ଦିନ ଧରି ଜାପାନର ଟୋକିଓରେ କ୍ୱାର୍ଡ ଦେଶ ସମୂହର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଜାପାନ ଗସ୍ତ କରିଛନ୍ତି…

ସରିଲା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩: ଶ୍ରେଷ୍ଠ ଆଥଲେଟ୍‌ଙ୍କୁ ସମ୍ମାନିତ କଲେ ୫-ଟି ସଚିବ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩ ଶେଷ ହୋଇଛି । ଏହି ପ୍ରତିଯୋଗିତାର ଉଦ୍‌ଯାପନୀ ଉତ୍ସବରେ ଯୋଗ ଦେଇଥିଲେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ । ସେ ଶ୍ରେଷ୍ଠ…

ଖାଲି ପେଟରେ କଦଳୀ ଖାଉଥିଲେ ହେଇଯାଆନ୍ତୁ ସାବଧାନ: ଶରୀରରେ ଦେଖା ଦେବ ହୃଦ୍‌ ସମସ୍ୟା , ଜାଣନ୍ତୁ ଖାଇବାର ଠିକ୍‌ ଉପାୟ ଏବଂ ସମୟ…

ନୂଆଦିଲ୍ଲୀ: କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରରେ କ୍ଷୁଧା ନିବାରଣ କରିଥାଏ ଏବଂ ଚର୍ବି…

ତୈଳ ଦର ହ୍ରାସ ଉପରେ ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ପ୍ରତିକ୍ରିୟା: କହିଲେ ଅନୁଧ୍ୟାନ କରି ନିଷ୍ପତ୍ତି ନେବେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରର ପୋଟ୍ରେଲ ଡିଜେଲ ଦର  ହ୍ରାସ ପଦକ୍ଷେପ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି । ରବିବାର ବିଜେଡି ରାଜ୍ୟସଭା ସଦସ୍ୟ ଅମର ପଟ୍ଟନାୟକ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ସେ…

ଅନ୍ୟ ଜାତିରେ ବିବାହ କରିବାର ଦଣ୍ଡ କ’ଣ ଏଇଆ, କଟୁରୀରେ ହାଣି ହତ୍ୟା କଲେ ପତ୍ନୀଙ୍କ ପରିବାର ଲୋକ

ହାଇଦ୍ରାବଦରେ ପୁଣି ଏକ ଅନରକିଲିଂ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜଣେ ଯୁବକଙ୍କୁ ତାଙ୍କ ପତ୍ନୀଙ୍କ ପରିବାର ଲୋକ ନୃଶଂସ ହତ୍ୟା କରିଛନ୍ତି । ତାହା ପୁଣି ବିଚ୍ ରାସ୍ତାରେ ।…

‘ଦେଶରେ ଲାଗୁ ହେଉ ୟୁନିଫର୍ମ ସିଭିଲ କୋଡ୍, ଜନସଂଖ୍ୟା ଉପରେ ଆଇନ ତିଆରି ହେଉ’

ପୁଣେ: ଦେଶରେ ସମାନ ନାଗରିକତା ସଂହିତା(ୟୁନିଫର୍ମ ସିଭିଲ କୋଡ୍) ଶୀଘ୍ର ଲାଗୁ କରିବା ଏବଂ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଏକ ଆଇନ ଆଣିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନା…

କ୍ରିପ୍ଟୋକରେନ୍ସୀରେ ନିବେଶକୁ ନେଇ ଏମିତି କହିଲେ ବିଲ୍ ଗେଟ୍ସ, ପଢ଼ନ୍ତୁ ସଂପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ବର୍ତ୍ତମାନ କ୍ରିପ୍ଟୋକରେନ୍ସୀକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଅନେକ ଏହି କ୍ରିପ୍ଟୋକରେନ୍ସୀରେ ନିବେଶ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି ।…

‘ତାରକ୍ ମେହତା କା ଉଲ୍ଟା ଚଷ୍କା’କୁ ଗୁଡ ବାଏ କହିଲେ ଶୈଲେଶ! ଏବେ ଏହି ଶୋ’ରେ ଆସିବେ ନଜର

ଲୋକପ୍ରିୟ ଲେଖକ ତଥା ଜଣେ ସୁନାମଧନ୍ୟ ହାସ୍ୟ ଅଭିନେତା ଶୈଲେଶ ଲୋଢ଼ା ନିଜ ଚରିତ୍ର ତାରକ ମେହତାଙ୍କ ପାଇଁ ଘରେ ଘରେ ପରିଚିତ । ଟିଭିର ଲୋକପ୍ରିୟ ହାସ୍ୟ ଧାରାବାହିକ ‘ତାରକ ମେହତା କା ଉଲ୍ଟା ଚଷ୍ମା’ ରେ ସେ ଗତ ୧୪…

ରାଲି ପୂର୍ବରୁ ରାଜ ଠାକରେଙ୍କୁ ପୋଲିସର ଚେତାବନୀ- ଭାଷଣରେ ନହେଉ କୌଣସି ସମୁଦାୟର ଅପମାନ

ପୁଣେ: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର ପୁଣେରେ ଏକ ରାଲିକୁ ସମ୍ବୋନ୍ଧିତ କରିବେ । ତେବେ ଏହା ପୂର୍ବରୁ ପୋଲିସ ଅନେକ ସୂଚନା ଜାରି କରିଛନ୍ତି । ସ୍ୱରଗେଟ ପୋଲିସ ଥାନା ତରଫରୁ ଜାରି…

ଭାରତ ସହ ୪ ଦେଶ ଚୀନ ଉପରେ ଲଗାଇବେ ପ୍ରତିବନ୍ଧକ, ସାଟେଲାଇଟ ଦ୍ୱାରା ରଖାଯିବ ବେଆଇନ ମାଛଧରା ଉପରେ ନଜର

ନୂଆଦିଲ୍ଲୀ: ଇଣ୍ଡୋ ପାସିଫିକ୍ ରିଜନରେ ଚୀନର ବଡ଼ ମାତ୍ରାରେ ବେଆଇନ ଭାବରେ ଗତିବିଧି ଉପରେ ଲଗାମ ଲଗାଇବା ପାଇଁ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଏବଂ ଭାରତ ମିଶି ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି କ୍ୱାଡ ଦେଶ…