ପୁଲୱାମା ଆକ୍ରମଣକୁ ୪ ବର୍ଷ , ସହିଦ ଯବାନଙ୍କୁ ମନେ ପକାଇଲେ ମୋଦି, କହିଲେ- ଭୁଲିବେନି ଦେଶବାସୀ
ନୂଆଦିଲ୍ଲୀ : ଭାରତ ଇତିହାସରେ କଳା ଦିବସ ହେଉଛି ଫେବୃଆରୀ ୧୪ । ଏହି ଦିନ ୪୦ ଯବାନଙ୍କୁ ଦେଶ ହରାଇଥିଲା । ଆଜ୍ଞା ହଁ ଆମେ କହୁଛୁ ପୁଲୱାମା ବିସ୍ଫୋରଣ କଥା । କେହି କିଛି ବୁଝିବା ଆଗରୁ ହଠାତ୍ ବିସ୍ଫୋରଣ ହୋଇଥିଲା, ଆଉ…