ମା’ ତାରାତାରିଣୀ ମନ୍ଦିରରେ ଅଗ୍ନିକାଣ୍ଡ; ଦୀପଘରେ ଲାଗିଥିବା ଦୀପରୁ ବ୍ୟାପିଲା ନିଆଁ

ଗଞ୍ଜାମ: (ଓଡ଼ିଶା ଭାସ୍କର) ମା' ତାରାତାରିଣୀ ମନ୍ଦିରରେ ଅଗ୍ନିକାଣ୍ଡ। ପାହାଡ଼ ଉପର ମା' ଙ୍କ ମନ୍ଦିରରେ ଥିବା ଦୀପଘରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ଦୀପଘରେ ଲାଗିଥିବା ଦୀପରୁ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡରେ…

ମନ୍ଦିର ପାଖରେ ମାଟି ଖୋଳୁ ଖୋଳୁ JCB ଛାଡ଼ି ପଳାଇଥିଲା ଡ୍ରାଇଭର; ଫେରିବା ପରେ କହିଲା ପୂରା କାହାଣୀ…

ଓଡ଼ିଶା ଭାସ୍କର:  ହରିୟାନାର ଚରଖୀ ଦାଦରି ଜିଲ୍ଲାର କରି ଧରଣୀ ଗ୍ରାମରେ ଅଲୋକିକ ଘଟଣା। ବାବା ଯୋଦନାଥ ମନ୍ଦିର ପରିସରରେ ବର୍ଷା ଜଳ ସଂରକ୍ଷଣ ପାଇଁ ପୋଖରୀ ଖୋଳିବା କାମ ଚାଲିଥିଲା। ଗାଁ ଲୋକେ ଜେସିବି ସହ ମିଶି ଖନନ…

Breaking…କେନ୍ଦୁଝର: ମଶା ଧୂଆଁରେ ଅଣନିଃଶ୍ୱାସୀ ହୋଇ ଜଣେ ମୃତ, ଜଣେ ଗୁରୁତର

କେନ୍ଦୁଝର: (ଓଡ଼ିଶା ଭାସ୍କର) ମଶା ଧୂଆଁରେ ଅଣନିଃଶ୍ୱାସୀ ହୋଇ ଜଣେ ମୃତ, ଜଣେ ଗୁରୁତର ହୋଇଥିବା ସୂଚନା। କେନ୍ଦୁଝରର ଏକ ଘରୋଇ କଂପାନୀ ଅଫିସ୍‌ରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଫିସ୍‌ ସୁରକ୍ଷା କର୍ମୀର ମୃତ୍ୟ…

ମଦ ପିଇବାକୁ ଡ଼ାକି ନାବାଳକକୁ ଛୁରୀ-ଇଟାରେ ଆକ୍ରମଣ କରି ମାରିଦେଲେ ସାଙ୍ଗ

ନୂଆଦିଲ୍ଲୀ: ଦିନକୁ ଦିନ ସମାଜରେ ବଢ଼ୁଛି ଅପରାଧିକ ମାମଲା । ରକ୍ତମୁଖା ହେଲେଣି ଯୁବପିଢ଼ି। ଦିଲ୍ଲୀରୁ ଆସିଛି ଛାତିଥରାଇଦେବା ଭଳି ଖବର। ଗୁରୁବାର ଦିନ ଘଟିଛି ଏଭଳି ‌ଘଟଣା। ମାଡ଼ର ପ୍ରତିଶୋଧ ନେବାକୁ ଯାଇ ନାବାଳକ…

ଆସନ୍ତା ୨୪ରେ ପଥ ଉତ୍ସବ; ଦୁଲୁକିବ ରାଜଧାନୀ ରାଜରାସ୍ତା, ଝୁମିବେ ସହରବାସୀ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆସନ୍ତା ୨୪ ତାରିଖରେ ରାଜଧାନୀର ରାଜରାସ୍ତା ଦୁଲୁକିବ । ଆନନ୍ଦରେ ଝୁମିବେ ଭୁବନେଶ୍ୱରବାସୀ । ଗୀତ, ନାଚ, ଖେଳକୁଦରେ ମତୁଆଲ୍ଲା ହେବେ ବିରଷ୍ଠଙ୍କଠାରୁ ଆରମ୍ଭ କରି କନିଷ୍ଠଙ୍କ…

(Video) କଟକରେ ବିନା ମାଟିରେ ଫଛିଳି ପନିପରିବା; ଦେଖିଲେ ଲାଗୁଛି ଆଶ୍ଚର୍ଯ୍ୟ

କଟକ: (ଓଡ଼ିଶା ଭାସ୍କର) ଯେକୌଣସି ଗଛ ହେଉ ତାକୁ ଲଗାଇବା ପାଇଁ ମାଟିର ଆବଶ୍ୟକତା ରହିଥାଏ । ପରେ ସେହି ଗଛରେ ସାର, ପାଣି ଏବଂ ବିଷ ଦେଇ ଗଛର ଯତ୍ନ ନେବା ସହ ତାର ଉତ୍ପାଦନ କ୍ଷମତା ବୃଦ୍ଧି କରାଯାଇ ଥାଏ । ହେଲେ ବିନା…

ଚାଣକ୍ୟ ନୀତି; ଏହି ଅଭ୍ୟାସ କାରଣରୁ ବ୍ୟକ୍ତିକୁ ସର୍ବଦା ପଡିଥାଏ ଅଭାବ

ଆଚାର୍ଯ୍ୟ ଚାଣକ୍ୟ ଉନ୍ନତି ପଥରେ ଆଗକୁ ଯିିବା ଓ ଜୀବନରେ ମହାନ୍ ଉପଲବ୍ଧି ଲାଗି କିଛି କଥା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି । ଚାଣକ୍ୟଙ୍କ ଅନୁସାରେ ବହୁ ବ୍ୟକ୍ତି ଜୀବନରେ ଏପରି ବଦଭ୍ୟାସ ଆପଣାଇଥାନ୍ତି ଯେଉଁ…

ଦେଶରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିଲା ସଂସଦର ସୁରକ୍ଷା ଉଲ୍ଲଂଘନ ପଛର ମାଷ୍ଟରମାଇଣ୍ଡ ଲଳିତ ଝା

ନୂଆଦିଲ୍ଲୀ: ସଂସଦର ସୁରକ୍ଷା ଉଲ୍ଲଂଘନ ପଛର ମାଷ୍ଟରମାଇଣ୍ଡ ଲଳିତ ଝା ଦେଶରେ ଅରାଜକତା ସୃଷ୍ଟି କରିବା ସହ ସରକାରଙ୍କୁ ସେମାନଙ୍କ ଦାବି ଜଣାଇବାକୁ ଚାହୁଁଥିଲା। ଲଳିତ ଝା ସୁରକ୍ଷା ଉଲ୍ଲଂଘନରେ ସମ୍ପୃକ୍ତ ଥିବା ୫ ଜଣଙ୍କ…

(video)ଟିଭିରେ ଚାଲୁଥିଲା ରୋମାଣ୍ଟିକ ସିନ୍‌, ମା’ଆସୁଥିବାର ଦେଖି ଝିଅ ଭୟରେ କରିଦେଲା ଏପରି କିଛି

ପିଲାଦିନେ ଆମେ ଯେତେବେଳେ ଟିଭି ଦେଖୁଥିଲୁ ସେତେବେଳେ ଟିଭିରେ କୌଣସି ରୋମାଣ୍ଟିକ ସିନ୍ ଆସିଗଲେ ଆମକୁ ଖରାପ ଲାଗୁଥିଲା ଓ ଆମେ ବାହାନା କରି ସେଠାରୁ ଉଠି ପଳାଇ ଯାଉଥିଲୁ । ଯେତେବେଳେ ଆମେ ଏକାକୀ ଏପରି କିଛି ସିନ୍…

ନିୟନ୍ତ୍ରଣ ରେଖା ସେପଟେ ଛକି ରହିଛନ୍ତି ୨୫୦ରୁ ଅଧିକ ଆତଙ୍କବାଦୀ, କେବେ ବି କରିପାରନ୍ତି ଭାରତରେ ପ୍ରବେଶ

ଶ୍ରୀନଗର: ନିୟନ୍ତ୍ରଣ ରେଖା(LOC)ସେପଟେ ପାକିସ୍ତାନ କବ୍‌ଜାରେ ରହିଥିବା କାଶ୍ମୀରର ଲଞ୍ଚ ପ୍ୟାଡ୍‌ରେ ପ୍ରାୟ ୨୫୦ରୁ ୩୦୦ ପର୍ଯ୍ୟନ୍ତ ଆତଙ୍କବାଦୀ ଜାମ୍ମୁ କାଶ୍ମୀରରେ ପ୍ରବେଶ କରିବା ଲାଗି ସୁଯୋଗର ଅପେକ୍ଷାରେ…