CHARIDHAM

ନାରାୟଣ ମୂର୍ତ୍ତିଙ୍କ କଥାକୁ ସମର୍ଥନ କଲେ କଂଗ୍ରେସ ସାଂସଦ, କହିଲେ ସପ୍ତାହକୁ ଗୋଟିଏ ଦିନ ଛୁଟି ଯଥେଷ୍ଟ

ନୂଆଦିଲ୍ଲୀ: ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଭାରତର ଲୋକମାନେ ସପ୍ତାହକୁ ୭୦ ଘଣ୍ଟା କାମ କରିବା ଉଚିତ ବୋଲି କହିବା ପରେ ଏହାକୁ ନେଇ ଏ ପର୍ଯ୍ୟନ୍ତ ବିବାଦ ଲାଗି ରହିଛି । କିଛି ଲୋକ ମୂର୍ତ୍ତିଙ୍କୁ ସମର୍ଥନ…

ଶ୍ରୀମନ୍ଦିରରେ ମଙ୍ଗଳ ଆଳତି ସମୟରେ ଠେଲାପେଲା, ୧୦ ଆହତ

ଭୁବନେଶ୍ୱର:ପୁରୀ ଶ୍ରୀମନ୍ଦିରରେ ଆଜି ସକାଳେ ମଙ୍ଗଳ ଆଳତି ସମୟରେ ପୁଣି ଅଘଟଣ ଘଟିଯାଇଛି । ଏହି ସମୟରେ ଭିଡ ଅଧିକ ଥିବାରୁ ଠେଲାପେଲାରେ ୧୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ସମସ୍ତ ଆହତ ଶ୍ରଦ୍ଧାଳୁଙ୍କୁ ପୁରୀ…

ବୈଷ୍ଣୋଦେବୀ ଦର୍ଶନ ସାରି ଫେରୁଥିଲା ବେଳେ ଘଟିଗଲା ଅଘଟଣ, ଗାଡି ଖାଇରେ ଖସିି ଜଣେ ମୃତ ଓ ୭ ଗୁରୁତର

କଟରା:ଜାମ୍ମୁ କାଶ୍ମୀରରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।…

(Video) Mission Honey… ଏଣିକି ଭାରତର ସୀମାରେଖାକୁ ଜଗିବେ ମହୁମାଛି! ଦେଶ ଭିତରକୁ ପଶି ପାରିବେନି ଆତଙ୍କବାଦୀ

ନୂଆଦିଲ୍ଲୀ: ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ଯୋଜନା କରୁଛି ଭାରତୀୟ ସୈନ୍ୟବାହିନୀ । ଏଣିକି ଭାରତର ବର୍ଡରରେ ସୈନିକ ନୁହେଁ, ମହୁମାଛି କରିବେ ସୀମାର ରକ୍ଷଣାବେକ୍ଷଣ । ସୀମା ଜଗିବା ସହ ମହୁମାଛି ଚାଷରେ ମଧ୍ୟ…

World Cup-2023 ସେମି ଫାଇନାଲରେ ସୁଯୋଗ ପାଇବ କି ପାକିସ୍ତାନ? କାଳ ସାଜିଲା ଶ୍ରୀଲଙ୍କାର ପରାଜୟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ବର୍ତ୍ତମାନ ରୋମାଞ୍ଚକର ସ୍ଥିତିରେ ପହଞ୍ଚିସାରିଛି । ସେମି ଫାଇନାଲ ପାଇଁ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ୩ଟି ସ୍ଥାନ ପକ୍କା କରି ସାରିଛନ୍ତି । କିନ୍ତୁ ଚତୁର୍ଥ ଦଳ ପାଇଁ…

(Video) ରାଜଧାନୀରେ କୃତ୍ରିମ ବର୍ଷା କରାଇବ IIT କାନପୁର: ଜାଣନ୍ତୁ କ’ଣ ଏହି ‘କୃତ୍ରିମ ବର୍ଷା’? କିପରି ପ୍ରଦୂଷଣରୁ ଦିଏ ମୁକ୍ତି?

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ସ୍ଥିତି ସାଂଘତିକ ହୋଇଛି । ବାୟୁ ପ୍ରଦୂଷଣ ଯୋଗୁଁ ରାଜ୍ୟରେ ଜୀବନଯାପନ କରିବା ମଧ୍ୟ କଷ୍ଟକର ହୋଇ ପଡ଼ିଛି । ଯାହାକୁ ନେଇ ସରକାରଙ୍କ ଚିନ୍ତା ବଢିଛି । ଦିଲ୍ଲୀରେ…

World Cupରେ ପୁଣି ଫେଲ ମାରିଲା ଶ୍ରୀଲଙ୍କା: ପରାଜୟ ସହିତ ଶେଷ ହେଲା ବିଶ୍ୱକପ ଯାତ୍ରା

ନୂଆଦିଲ୍ଲୀ: ଦମଦାର ବ୍ୟାଟିଂରେ ସେମି ଫାଇନାଲ ପାଇଁ ଆଉ ଏକ ପାଦ ବଢାଇଛି ନ୍ୟୁଜିଲାଣ୍ଡ । ଶ୍ରୀଲଙ୍କାକୁ ଚକମା ଦେଇ ବଡ଼ ବିଜୟ ହାସଲ କରିଛି କିୱି ଦଳ । ୧୭୨ ରନର ଏକ ଛୋଟ ଟାର୍ଗେଟର ପିଛା କରି ନ୍ୟୁଜିଲାଣ୍ଡ ୫ ୱିକେଟରେ…

World Cup-2023ରେ ଇତିହାସ ରଚିବେ ଅଧିନାୟକ ରୋହିତ! ନେଦରଲାଣ୍ଡ ବିପକ୍ଷରେ ଭାଙ୍ଗିବେ ୨୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ପ୍ରଥମ ଦଳ ଭାବରେ ସେମି ଫାଇନାଲରେ ପ୍ରବେଶ କରିଛି ଟିମ ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟରେ ଦଳ ୮ଟି ମ୍ୟାଚ ଖେଳିଥିବା ବେଳେ ସମସ୍ତ ମ୍ୟାଚରେ ବିଜୟ ହାସଲ…

ମଣିଷ ମୁଣ୍ଡରେ ଲାଗିବ Elon Muskଙ୍କ ଚିପ୍: ଆମେରିକାର ମଞ୍ଜୁରୀ ପରେ ଲୋକ ବି ପ୍ରସ୍ତୁତ

ନୂଆଦିଲ୍ଲୀ: ଅନ୍ତରୀକ୍ଷ ଏବଂ ଅଟୋମୋବାଇଲ କ୍ଷେତ୍ରରେ ପରିବର୍ତ୍ତନ କରିବା ପରେ ବର୍ତ୍ତମାନ ମଣିଷର ମସ୍ତିଷ୍କକୁ ନେଇ ଏକ ବଡ଼ ଯୋଜନା କରୁଛନ୍ତି ଏଲନ୍ ମସ୍କ । ଟ୍ୱିଟରର ପୂର୍ବତନ ସିଇଓ ଏଲନ୍ ମସ୍କ ମଣିଷର ବ୍ରେନରେ ନୂଆ…

ଧନତେରାସରେ କିଣନ୍ତୁ ସବୁଠାରୁ ଶସ୍ତା ଏହି ଜିନିଷ, ମା’ ଲକ୍ଷ୍ମୀଙ୍କ ଅଧିକ ପ୍ରିୟ

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥି ଦିନ ଧନତେରାସ ପର୍ବ ପାଳନ କରାଯାଏ । ପୌରାଣିକ ମାନ୍ୟତା ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଭଗବାନ ଧନ୍ୱନ୍ତରୀ ଅମୃତ କଳସ ଧରି ପ୍ରକଟ ହୋଇଥିଲେ ।…