‘ଡଗ୍ ଟ୍ରେନିଙ୍ଗ୍ ସେଣ୍ଟର୍’ ରେ କୁକୁରକୁ ହତ୍ୟା; ସିସିଟିଭିରେ କଏଦ ହେଲା ଦଉଡ଼ିରେ ଗାଙ୍ଗିବା ବେଳର ଦୃଶ୍ୟ
ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶର ଭୋପାଳରୁ ଆସିଲା ଏକ ହୃଦୟ ବିଦାରକ ଘଟଣା। କୁକୁରକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ଖବର। କୁକୁର ‘ଟ୍ରେନିଙ୍ଗ୍ ସେଣ୍ଟର୍’ ଗେଟ୍ରେ ଏକ କୁକୁରକୁ ଦଉଡ଼ିରେ ଗାଙ୍ଗି ହତ୍ୟା…