ରାଜଧାନୀରେ ହେବାକୁ ଯାଉଛି ଟିକା ଉତ୍ପାଦନ କେନ୍ଦ୍ର, ଭର୍ଚୁଆଲ ମୋଡରେ ଆରମ୍ଭ କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୦୬/୦୫ (ଓଡ଼ିଶା ଭାସ୍କର): ରାଜଧାନୀ ଉପକଣ୍ଠ ସ୍ଥିତ ଅନ୍ଧାରୁଆ ଠାରେ ନିର୍ମାଣ ହେବାକୁ ଯାଉଛି ଟିକା ଉତ୍ପାଦନ ୟୁନିଟ୍ । ଏହାକୁ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭର୍ଚୁଆଲ ମୋଡରେ ଆରମ୍ଭ…