ରାଧେ ଫିଲ୍ମ ମେକର୍ସଙ୍କ ବଡ ଘୋଷଣା: କରୋନା ରୋଗୀଙ୍କ ସାହାଯ୍ୟରେ ଲାଗିବ ଫିଲ୍ମର ସବୁତକ ଆୟ
ମୁମ୍ବାଇ, ୬/୫ : ଦେଶରେ କରୋନା ମହାମାରୀକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ବଢ଼ିବାରେ ଲାଗିଛି । ସଂକ୍ରମଣ ହାର ବୃଦ୍ଧିପାଉଥିବା ବେଳେ ବିଭିନ୍ନ ହସ୍ପିଟାଲର ସ୍ଥିତି ଖରାପ ଅବସ୍ଥାକୁ ଚାଲି ଆସିଲାଣି ।…