ରତନ ଟାଟାଙ୍କ ବଡ ନିଷ୍ପତ୍ତି, କରୋନା ରୋଗୀଙ୍କୁ ଯୋଗାଇବେ ଅକ୍ସିଜେନ୍: ସେ।ସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #ThisIsTata
ନୂଆଦିଲ୍ଲୀ ୨୧ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏନେଇ କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତେ ଚିନ୍ତାରେ ଅଛନ୍ତି । ସଂକ୍ରମଣ ବଢୁଥିବାରୁ ଦେଶର ସ୍ୱାସ୍ଥ୍ୟବସ୍ଥାର ଗୁମର ଖୋଲିବାରେ…