ରାତିରେ ମଲା, ସକାଳେ ବଞ୍ଚିଲା

ଉତ୍ତରପ୍ରଦେଶର ସନ୍ତ କମିରନଗର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି, ଯେଉଁଥିରେ ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳାର ଖୁଲାସା ହୋଇଛି । କରୋନାରେ ପୁଅ ମରିଛି ବୋଲି ବାପାଙ୍କୁ ସୂଚନା ଦେଇଥିଲା ପୋଲିସ…

ନୂଆ ବର୍ଷରେ ଖୋଲିବ କଲେଜ

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ନୂଆବର୍ଷରେ କଲେଜ ଖୋଲିବା ନେଇ ସୂଚନା ମିଳିଛି । ଉଚ୍ଚଶିକ୍ଷା ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କଲେଜରେ କ୍ଲାସ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ସେମାନଙ୍କର…

ରାଜ୍ୟରେ ୫ ଜୀବନ ନେଲା କରୋନା, ୩୪୩ ଆକ୍ରାନ୍ତ

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ରାଜ୍ୟରେ ୫ ଜଣ କରୋନାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ତେବେ ଏହାଦ୍ୱାରା ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ମୟୁରଭଞ୍ଜ ଓ ସୁନ୍ଦରଗଡ଼, ବଲାଙ୍ଗିର,…

ରିମାଣ୍ଡରେ ଯିବେ ଆକାଶ

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ଟାଟା କମ୍ପାନୀ ଜାଲ୍ ନିଯୁକ୍ତି ମାମଲାରେ ଗିରଫ ହୋଇଥିବା ଆକାଶ ପାଠକ ରିମାଣ୍ଡରେ ଯିବେ । ତେବେ ଆସନ୍ତକାଲିଠାରୁ କ୍ରାଇମବ୍ରାଞ୍ଚ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବ ବୋଲି…

ବ୍ୟାପକ ଫସଲ ନଷ୍ଟ କଲେ ହାତୀପଲ

ସୁନ୍ଦରଗଡ଼, ୧୦ା୧୨ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲାରେ ହାତୀ ଉପଦ୍ରବ ଦ୍ୱାରା ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ସୂଚନା ଅନୁସାରେ, ସୁନ୍ଦରଗଡ଼ ଉଜ୍ୱଳପୁର ଫରେଷ୍ଟ ରେଞ୍ଜରେ ଏହି ଘଟଣା ଘଟିଛି ।…