ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କର ବଡ ଘୋଷଣା, ମାଗଣାରେ ବିଜୁଳି ସହିତ ଦେଲେ ୮ ଟି ପ୍ରତିଶ୍ରୃତି
ଛତିଶଗଡ : କଂଗ୍ରେସର ନେତା ପ୍ରିୟଙ୍କା ଗାନ୍ଧୀ ବାନ୍ଦ୍ରାରେ ଛତିଶଗଡ ଜନତାଙ୍କୁ ପ୍ରତିଶ୍ରୃତି ଦେଇଛନ୍ତି । କହିଛନ୍ତି କଂଗ୍ରେସ ପାର୍ଟି କ୍ଷମତାକୁ ଆସିବା ପରେ ଅନେକ ଯୋଜନା ଲାଗୁ କରାଯିବ । ତେବେ ସେହି ଯୋଜନା ମଧ୍ୟରେ…