ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା, ଜାଣନ୍ତୁ କେଉଁଟି?
ଭୁବନେଶ୍ୱର,୨୬ ।୯(ଓଡିଶା ଭାସ୍କର): ସିଭିଲ ସର୍ଭିସ ପ୍ରିଲିମିନାରୀ ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ଗଡିବ ସ୍ୱତନ୍ତ୍ର ଟ୍ରେନ୍ । ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ୩ ଅକ୍ଟୋବରରେ ବିଭିନ୍ନ ସହରରେ ଚାଲିବ ଟ୍ରେନ୍ ।…