Breaking News Video : ମୁଁ ତାକୁ ଛାଡିବିନି, ସହିଦ ପୁଅକୁ ଝୁରି ଝୁରି କାନ୍ଦୁଛି ମାଆ Odisha Bhaskar Bureau Aug 12, 2023 ଭୁବନେଶ୍ୱର : ସହିଦ ସୁଶାନ୍ତଙ୍କ ଶରୀର ବର୍ତ୍ତମାନ ନିଜ ଜନ୍ମ ମାଟିରେ ପହଞ୍ଚିଛି । ନକ୍ସଲ ଗୁଳିରେ ସେ ସହିଦ ହୋଇଛନ୍ତି । ତାଙ୍କ ପାର୍ଥିବ ଶରୀରକୁ ସମ୍ମାନର ସହ ନିଜ ଗାଁ ଆନନ୍ଦପୁରକୁ ନିଆଯାଉଛି । ସେଠାରେ ପରିବାର…
Breaking News Video : ଦିଲ୍ଲୀ ଷ୍ଟେସନରୁ ଛାଡିବା ମାତ୍ରେ ସୁହେଲଦେବ ଏକ୍ସପ୍ରେସର ବିଦ୍ୟୁତ କାଟ, ରାଗରେ ଯାତ୍ରୀମାନେ TTE କୁ ଶୌଚାଳୟରେ କଲେ ବନ୍ଦ Odisha Bhaskar Bureau Aug 12, 2023 ନୂଆଦିଲ୍ଲୀ : ଶୁକ୍ରବାରକୁ ସୁହେଲଦେବ ଏକ୍ସପ୍ରେସରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଥିଲା । ରେଳଟି ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲ ରୁ ଗାଜିପୁରକୁ ଯାତ୍ରା କରୁଛି । ରେଳଟି ଷ୍ଟେସନରୁ ଛାଡିବା ପରେ ପରେ…
Featured ହଟିବ ବ୍ରିଟିଶ ଅମଳ ଆଇନ: ନୂଆ ବିଲରେ କଡ଼ା ଦଣ୍ଡବିଧାନ, ଜାଣନ୍ତୁ ଏବେ କେଉଁ ଅପରାଧ ପାଇଁ କ’ଣ ମିଳିବ ଦଣ୍ଡ Odisha Bhaskar Bureau Aug 12, 2023 ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତୀୟ ଆଇନ୍ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ସଂସଦରେ ବିଲ୍ ବା ଚିଠା ଉପସ୍ଥାପନ କରିଛନ୍ତି । ଏହି ନୂଆ ବିଲ୍ ଆଇନ୍ ବଳରେ ଦେଶ ଦ୍ରୋହ ଆଇନ୍ କଠୋର ଏବଂ ପରିବ୍ୟାପ୍ତ ହେବ । ଏଣିକି…
Breaking News ଖାଉଟିଙ୍କ ପାଇଁ ଖୁସି ଖବର : ଶସ୍ତା ହୋଇଯିବ ଟମାଟୋ, ସରକାର ନେବାକୁ ଯାଉଛନ୍ତି ଏଭଳି ପଦକ୍ଷେପ! Odisha Bhaskar Bureau Aug 12, 2023 ନୂଆଦିଲ୍ଲୀ : ଦେଶରେ ଟମାଟୋର ମୂଲ୍ୟ ଏବେ ବି ଉଚ୍ଚ ସ୍ତରରେ ରହିଛି । ଦେଶର ଅଧିକାଂଶ ସ୍ଥାନରେ ଟମାଟୋ 150 କିଲୋଗ୍ରାମରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଏଭଳି ପରିସ୍ଥିତିରେ ସରକାର ଟମାଟୋର ମୂଲ୍ୟ ହ୍ରାସ କରିବାକୁ…
Breaking News ମଜୁରୀ ଲାଗି ସ୍ତ୍ରୀକୁ ପଢାଇଲେ : ସରକାରୀ ଚାକିରି ପାଇ କୋର୍ଟରେ ଦାବି କଲେ ଛାଡପତ୍ର Odisha Bhaskar Bureau Aug 12, 2023 ରାଜସ୍ଥାନ : କୁହାଯାଏ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କର ଯୁଗ ଯୁଗର, କିନ୍ତୁ ଆଜିର ଦିନରେ ଲୋକେ ଏହାର ସମ୍ମାନ କରନ୍ତି ହିଁ ନାହିଁ । ଯାହାଫଳରେ କି ଦମ୍ପତିଙ୍କ ସମ୍ପର୍କରେ ଅନେକ ସମସ୍ୟା ଦେଖା ଦେଇଥାଏ । ଏଭଳି ଏକ ଘଟଣା…
Breaking News ଏବେ ଗୋଟିଏ ଆପ୍ରେ ଚଲାଇ ପାରିବେ ଏକାଧିକ ହ୍ୱାଟ୍ସଆପ୍ ଆକାଉଣ୍ଟ, ଆସିଲା ନୂଆ ଫିଚର Odisha Bhaskar Bureau Aug 12, 2023 ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ୟୁଜର୍ସଙ୍କ ପାଇଁ ଖୁସି ଖବର । ଏବେ ଆପଣ ଗୋଟିଏ ଫୋନ୍ରେ ଏକାଧିକ ହ୍ୱାଟ୍ସଆପ୍ ଚଲାଇ ପାରିବେ । ଏଥିପାଇଁ ଲୋକମାନଙ୍କୁ ଆଉ ଏକାଧିକ୍ ଆପ୍ର ଆବଶ୍ୟକ ପଡ଼ିବ ନାହିଁ । ବେଟାରେ(ଗୁଗୁଲ୍ ପ୍ଲେ…
Featured ୭୨୭୬ ଡାକ୍ତର ପଦବୀ ପାଇଁ ଓପିଏସସିର ବିଜ୍ଞପ୍ତି : ତୁରନ୍ତ କରନ୍ତୁ ଆବେଦନ Odisha Bhaskar Bureau Aug 12, 2023 କଟକ : ରାଜ୍ୟରେ ମୋଟ ୭୨୭୬ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ୧୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି ଓ ଆବେଦନପତ୍ର ଆହ୍ୱାନ କରାଯାଇଛି । ଚଳିତ ମାସ ୧୮ ତାରିଖରୁ ଆବେଦନ…
Breaking News ‘ହର ଘର ତିରଙ୍ଗା’ ଅଭିଯାନ: ସମସ୍ତଙ୍କୁ ସାମିଲ ହେବାକୁ ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦୀ Odisha Bhaskar Bureau Aug 12, 2023 ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ଯାଏଁ ସମଗ୍ର ଦେଶରେ ଆରମ୍ଭ ହେଉଛି ହର ଘର ତ୍ରୀରଙ୍ଗା ଅଭିଯାନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଜନତା ମାନଙ୍କୁ ଏହି…
Featured ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଏବେ ରଶ୍ମିକା : କହିଲେ ମୁଁ ବାହା ହେଇଛି …….. Odisha Bhaskar Bureau Aug 12, 2023 ନୂଆଦିଲ୍ଲୀ : ରଶ୍ମିକା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଚର୍ଚ୍ଚାକୁ ଆସିଛନ୍ତି । ଶାରଭାନ୍ ଶାହାଙ୍କ ଦ୍ୱାରା ନିଆଯାଇଥିବା ଏକ ଇଣ୍ଟରଭ୍ୟୁରେ ରଶ୍ମିକାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପଚରା ଯାଇଥିଲା । ରଶ୍ମିକା…
Breaking News ନାଇଜର ହିଂସା: ଯଥାଶୀଘ୍ର ସ୍ୱଦେଶ ଫେରି ଆସିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ Odisha Bhaskar Bureau Aug 12, 2023 ନୂଆଦିଲ୍ଲୀ: ଅଶାନ୍ତ ହୋଇପଡ଼ିଥିବା ଆଫ୍ରିକୀୟ ଦେଶ ନାଇଜରରେ ରହୁଥିବା ଭାରତୀୟଙ୍କ ପାଇଁ ସତର୍କ ସୂଚନା ଜାରି କରିଛନ୍ତି ଭାରତ ସରକାର। ସେଠାରେ ରହିବା ଅତି ଜରୁରୀ ନଥିଲେ ତୁରନ୍ତ ସ୍ୱଦେଶ ଫେରି ଆସିବାକୁ ଆଜି ବୈଦେଶିକ…