Video : ଧୂଳି ଝଡ଼ ଯୋଗୁଁ ପବନରେ ଉଡ଼ିଲା କାର, ୧୦୦ଟି ଗାଡି ପରସ୍ପର ମଧ୍ୟରେ ଧକ୍କା, ୬ ଜଣଙ୍କର ମୃତ୍ୟୁ

ୱାଶିଂଟନ୍: ସୋମବାର ଦିନ ଆମେରିକାରେ ଧୂଳି ଝଡ଼ ହଇଚଇ ସୃଷ୍ଟି କରିଥିଲା। ଏଥି ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଧୂଳି ଝଡ଼ ଯୋଗୁଁ ଆମେରିକାର ରାଜପଥରେ କିଛି ଦେଖା ନ ଯିବାରୁ ପ୍ରାୟ ୧୦୦ ଟି ଗାଡି…

ୟୁକ୍ରେନ ସହିତ ଯୁଦ୍ଧରେ ଋଷ୍ ସହିଛି ବହୁତ କ୍ଷତି ! ୫ ମାସରେ ହରାଇଛି ୨୦ ହଜାର ସୈନିକ , ଲକ୍ଷାଧିକ ଆହତ

ୱାଶିଂଟନ୍ : ୟୁକ୍ରେନ ସହିତ ରଷିଆର ଘମାଘୋଟ୍ ଯୁଦ୍ଧ ଚାଲିଛି । ଯେତିକି କ୍ଷତି ୟୁକ୍ରେନ୍ ସହିଛି ସେତିକି ମଧ୍ୟ ରଷିଆ ସହିଛି । ଡିସେମ୍ବର ୨୦୨୨ ରୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଅର୍ଥାତ୍ ଗତ ୫ ମାସ ମଧ୍ୟରେ ରଷିଆ ୨୦,୦୦୦…

Earthrise : ଜାପାନାର ମୁନ ଲ୍ୟାଣ୍ଡର କ୍ରସ ହେବା ପୂର୍ବରୁ ଉଠାଇଛି ‘ପୃଥିବୀ’ ର ଚମତ୍କାର ଫଟୋ

ନୂଆଦିଲ୍ଳୀ : ଜାପାନର ବେସରକାରୀ କମ୍ପାନୀ ଆଇସ୍ପେସ୍ ଇଙ୍କ୍ (ispace inc.)ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପୂର୍ବରୁ ମିଶନ ଅସଫଳ ହୋଇଥିଲା । ଲ୍ୟାଣ୍ଡର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହି ଲ୍ୟାଣ୍ଡର…

ସତରେ କ’ଣ ବିଲେଇ ରାସ୍ତା କାଟିବା ଅଶୁଭ ହୋଇଥାଏ ! କାହିଁକି ବିଶ୍ୱାସ କରାଯାଏ ଅଶୁଭ, ଜାଣନ୍ତୁ ଏହାର ଅସଲ କାରଣ

ନୂଆଦିଲ୍ଲୀ : ଭାରତରେ ସାଧାରଣତଃ ଏକ ଅନ୍ଧବିଶ୍ୱାସ ରହିଛି ଯେ ଯଦି ବିଲେଇ ତୁମ ରାସ୍ତା କାଟିକି ଯାଏ , ବା ରାସ୍ତାରେ ଯାଉଥିବା ସମୟରେ ତୁମ ସାମ୍ନାରେ ଅତିକ୍ରମ କରେ ତେବେ ଏହା ଏକ ଖରାପ ବା ଅଶୁଭ । କୁହାଯାଏ, ବିଲେଇ…

ମଧ୍ୟରାତ୍ରିରେ ଅଗ୍ନିକାଣ୍ଡ ; ଜିଅନ୍ତା ଜଳିଗଲେ ୪ ଜଣ ଶିଶୁ, ଅଧା ଡର୍ଜନରୁ ଅଧିକ ଗୁରୁତର

ମୁଜାଫରପୁର : ବିହାରର ମୁଜାଫରପୁରରୁ ଏକ ବଡ ଖବର ଆସିଛି । ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଚାରି ପିଲା ଜୀବନ୍ତ ଦଗ୍ଧ ହୋଇଥିବାବେଳେ ନିଆଁରେ ଡର୍ଜନରୁ ଅଧିକ ଲୋକ ନିଆଁରେ ଜଳି ଗୁରୁତର ଆହତ ହୋଇଛନ୍ତି ।…

ବଢ଼ିଲା ଲକ୍ଷ୍ନୌ ସମେତ ଟିମ୍ ଇଣ୍ଡିଆର ଟେନସନ: ନେଟରେ ଅଭ୍ୟାସ ସମୟରେ ଆହତ ହେଲେ ଜୟଦେବ ଉନାଡକଟ

ଚଳିତ ଆଇପିଏଲର ସିଜନରେ ଆହତ ଖେଳାଳିଙ୍କ ତାଲିକାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ (LSG) ଦଳର ସଦସ୍ୟ ଜୟଦେବ ଉନାଦକାଟଙ୍କ ନାମ ମଧ୍ୟ ଯୋଡି ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ମ୍ୟାଚ ପୂର୍ବରୁ ୩୦…

ଭାରତ କଲା ନୂଆ କୀର୍ତ୍ତିମାନ: ଗୋଟିଏ ଦିନରେ ୪.୫୬ ଲକ୍ଷ ବିମାନ ଯାତ୍ରୀ ଭରିଲେ ଉଡ଼ାଣ

ନୂଆଦିଲ୍ଲୀ: ଭାରତରେ ବିମାନ ଯାତ୍ରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ୩୦ ଏପ୍ରିଲରେ, ଏହି ସଂଖ୍ୟା ଏକ ନୂତନ ରେକର୍ଡ ରେକର୍ଡ କରିଛି। ଏହି ଦିନ  ୪,୫୬,୦୮୨ ବିମାନ ଯାତ୍ରୀ ସାରା ଦେଶରେ ଯାତ୍ରା କରିଥିଲେ।…

୨୦୨୩ ଏପ୍ରିଲ ମାସରେ ଜିଏସଟି ବାବଦକୁ ସର୍ବାଧିକ ୫୦୩୫.୭୪ କୋଟି ଟଙ୍କା ଆଦାୟ କଲା ଓଡ଼ିଶା

ଭୁବନେଶ୍ୱର: ଚଳିତ ଏପ୍ରିଲ ମାସରେ ଓଡ଼ିଶା ମୋଟ ଜିଏସଟି ବାବଦକୁ ୫୦୩୫.୭୪ କୋଟି ଟଙ୍କା ଆଦାୟ କରିଛି, ଯାହାକି ସର୍ବକାଳୀନ ସର୍ବାଧିକ ସଂଗ୍ରହ। ଗତବର୍ଷ ଏପ୍ରିଲ ମାସର ସଂଗ୍ରହ ରାଶି ୧୬୮୦ କୋଟି ଟଙ୍କା ତୁଳନାରେ ୪୦.୪୩…

ଫାଇନାଲ୍ ମ୍ୟାଚ୍ ଦେଖିବାକୁ ଛତା ଧରି ଅପେକ୍ଷା କଲେ ନେପାଳର କ୍ରିକେଟ୍ ପ୍ରଶଂସକ, ଭାଇରାଲ୍ ହେଲା ଫଟୋ

ନୂଆଦିଲ୍ଲୀ: ପଡ଼ୋଶୀ ନେପାଳରେ କ୍ରିକେଟ ପ୍ରତି ଲୋକମାନଙ୍କର ଭଲ ପାଇବା ବଢ଼ିବାରେ ଲାଗିଛି। ଆଜି ACC ପ୍ରିମିୟର କପ୍ ୨୦୨୩ ଫାଇନାଲ୍ ମ୍ୟାଚ ଖେଳା ଯାଉଥିବା ବେଳେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ। ଆଜିର ଫାଇନାଲ…

ପୱନ ଖେଡାଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ! ପ୍ରଧାନମନ୍ତ୍ରୀ ବାପାଙ୍କ ଉପରେ ଦେଇଥିଲେ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଜଣକ ପରେ ଜଣେ ବିବାଦୀୟ ବୟାନ ଦେଇ ଫସୁଛନ୍ତି କଂଗ୍ରେସ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାରନେମ ଉପରେ ମନ୍ତବ୍ୟ ଦେଇ ଲୋକସଭା ସଦସ୍ୟତା ହରାଇବା ପରେ ମଧ୍ୟ ଚେତୁଁ ନାହାନ୍ତି କଂଗ୍ରେସ ନେତା।…