ସୁଯୋଗ ମିଳିଲେ ନିଶ୍ଚିତ ନିର୍ବାଚନ ଲିଢିବି: ବିଜେଡି ନେତା ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ୨୦୨୪ ନିର୍ବାଚନ। ଏଥିପାଇଁ ଗତ ଶନିବାର ଦିନ ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ…

IPL ଲଢେଇ ପୂର୍ବରୁ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଲା କୋହଲିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ: ଲଣ୍ଡନରେ କିଛି ମାସ ବିତାଇବା ପରେ ବିରାଟ କୋହଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପୂର୍ବରୁ ସୋମବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି। ତେବେ…

CSK-RCB ମ୍ୟାଚ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ: ଜାଣନ୍ତୁ, ସବୁଠୁ ଶସ୍ତା ଟିକେଟର ମୂଲ୍ୟ କେତେ

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ। ଯାହାକୁ ନେଇ ଆରମ୍ଭ ହୋଇଛି ଟିକେଟ୍‌ ବୁକିଂ। ତେବେ ଚଳିତ ଆଇପିଏଲକୁ ନେଇ କ୍ରୀଡାପ୍ରେମୀମାନେ ବେଶ ଉତ୍ସାହିତ ରହିଥିବା ବେଳେ ସିଜିନର ପ୍ରଥମ ମ୍ୟାଚରେ…

ସାପ ବିଷ ମାମଲାରେ ପୋଲିସ ଆଗରେ ସତ ମାନିଲେ ଏଲଭିସ ଯାଦବ

ନୂଆଦିଲ୍ଲୀ: ରେଭ୍ ପାର୍ଟିରେ ସାପ ଏବଂ ସାପ ବିଷ ଯୋଗାଉଥିବା ସ୍ୱୀକାର କରିଛନ୍ତି ବିଗବସ୍ ଓଟିଟି ବିଜେତା ତଥା ୟୁଟ୍ୟୁବର ଏଲଭିସ ଯାଦବ।୨୬ ବର୍ଷୀୟ ଏଲଭିସ ପୂର୍ବରୁ ସାପ ବିଷ ଯୋଗାଉଥିବା ନେଇ ଅସ୍ୱୀକାର କରିଥିଲେ।…

ସବୁବେଳେ Phone Bluetooth-ON କରି ରଖୁଛନ୍ତି କି? ସାବଧାନ! ଏଥିପାଇଁ ଆପଣ ବିପଦରେ ପଡି ପାରନ୍ତି

ନୂଆଦିଲ୍ଲୀ: ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ଯୁଗ। ଦିନକୁ ଦିନ ଏବେ ନୂଆ ନୂଆ ଜ୍ଞାନ କୌଶଳର ପ୍ରକାଶ ପାଉଛି। ହେଲେ ଏହି ଡିଜିଟାଲ ଦୁନିଆ ଯେତେ ଆଗଉଛି ହ୍ୟାକରମାନଙ୍କ ସଂଖ୍ୟା ବି ମଧ୍ୟ ସେତେ ବଢିବାରେ ଲାଗିଛି। ତେଣୁ…

ନେତାଙ୍କୁ ନବୀନ ନିବାସ ଡାକରା, ଆରମ୍ଭ ହେଲା ଟିକେଟ କସରତ ପ୍ରକ୍ରିୟା

ଓଡ଼ିଶା ଭାସ୍କର: ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଗତ ଶନିବାର ଦିନ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା…

BIG BREAKING: ଚାଳଘର ସହ ବଜ୍ରାଘାତରେ ଜଳିଗଲେ ଯୁବକ

ଓଡ଼ିଶା ଭାସ୍କର: ବଜ୍ରାଘାତରେ ଜଳିଗଲେ ଯୁବକ। ଚାଳଘର ସହ ଯୁବକ ଜଣଙ୍କ ଜୀବନ୍ତ ଦଗ୍ଧ। ବାଲେଶ୍ଵର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ଯୁବକଜଣକ ହେଉଛନ୍ତି ଭୋଗରାଇର ଟୁକୁରି…

ଦିଲ୍ଲୀ ଜଳ ବୋର୍ଡ ଅନିୟମିତତା ମାମଲା: ଇଡ଼ି ସମନକୁ ଏଡ଼ାଇଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଳୀ: ଦିଲ୍ଲୀ ଜଳ ବୋର୍ଡ (ଡିଜେବି) ରେ ହୋଇଥିବା ଅନିୟମିତତା ସହ ଜଡିତ ଅର୍ଥ ହେରଫେର ଯାଞ୍ଚ ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।…

ଗ୍ରୀଷ୍ମ ଋତୁରେ ଭୁଲରେ ବି ଖାଆନ୍ତୁ ନାହିଁ ଏହି ୫ ଖାଦ୍ୟ, ନଚେତ୍ ହୋଇପାରନ୍ତି ଡିହାଇଡ୍ରେସନର ଶିକାର

ଓଡ଼ିଶା ଭାସ୍କର: ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ । ଆଉ ଏବେଠୁ ଅସମ୍ଭାଳ କଲାଣି ଖରା ତାତି । ଦିନକୁ ଦିନ ଖରା ଯେତିକି ବଢୁଛି, ଲୋକଙ୍କ ଚିନ୍ତା ମଧ୍ୟ ସେତିକି ବଢୁଛି। ତେବେ ଖରା ଦାଉରୁ ରକ୍ଷା ପାଇବା ପାଇଁ ଗ୍ରୀଷ୍ମ…

ବାଲେଶ୍ଵରରେ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା, ଅନ୍ଧାରରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବାଲେଶ୍ଵର: ସକାଳେ ସୃଷ୍ଟି ହେଲା ରାତିର ଭ୍ରମ । ବାଲେଶ୍ଵରରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଜିଲ୍ଲାରେ ସକାଳୁ ସକାଳୁ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା ହୋଇଛି। ତେବେ ଏଠି ବର୍ଷା ବଡ଼ ଧରଣର ହୋଇଥିବା ବେଳେ କିଛି…