୪ଦିନ ପରେ ମିଳିବନି ପେଟ୍ରୋଲ, ଜଲଦି ଗାଡ଼ି ଟାଙ୍କି କରନ୍ତୁ ଫୁଲ, ନୂଆ ନିୟମ ଆଣିଲେ ସରକାର
ନୂଆଦିଲ୍ଲୀ: ଯଦି ଗାଡ଼ିରେ ତେଲ ନାହିଁ ତୁରନ୍ତ ଯାଆନ୍ତୁ ପେଟ୍ରୋଲ ଟାଙ୍କି। କରିଦିଅନ୍ତୁ ଟାଙ୍କି ଫୁଲ। ନଚେତ ଚାରି ଦିନ ପରେ ଗାଡ଼ିରେ ପକାଇବାକୁ ମିଳିବନି ତେଲ। ଅଫିସ୍, ହେଉ ଜିନିଷ ପତ୍ର ଆଣିବାକୁ ଯିବା ସମୟରେ ହେବ…