୩ ଦିନ ଦୃଶ୍ୟମାନ ହେଲା ରଙ୍ଗୀନ ବାଦଲ, ଜାଣନ୍ତୁ କେଉଁଠି ?

ଓଡ଼ିଶା ଭାସ୍କର: ଅନେକ ରହସ୍ୟରେ ଭରା ଏହି ଦୁନିଆ । ବେଳେ ବେଳେ ଏପରି କିଛି ଘଟଣାମାନ ଘଟିଥାଏ ଯାହା ବିଷୟରେ ନା କେବେ ଶୁଣିଥିବେ ନା ଦେଖିଥିବେ । ଅନେକ ସମୟରେ ଆକାଶରେ ବିଚିତ୍ର ବାଦଲ ଦେଖିବାକୁ ମିଳିଥାଏ କିନ୍ତୁ…

କ୍ରିସମାସରେ ପ୍ରଥମ ଥର ଘରେ ପାର୍ଟି ପ୍ଲାନ୍ କରୁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ୍‌…

ଓଡ଼ିଶା ଭାସ୍କର: ଆସୁଛି କ୍ରିସମାସ । ଏହା ବର୍ଷର ଶେଷ ବଡ଼ ପର୍ବ ଭାବେ ଜଣାଶୁଣା । କେତେକ ସ୍ଥାନରେ କ୍ରିସମାସ ପର୍ବକୁ ବଡ଼ଦିନ ବୋଲି ମଧ୍ୟ କୁହାଯାଏ । କ୍ରିସମାସ ପରେ ପରେ ନୂଆ ବର୍ଷ ଥିବାରୁ ଲୋକମାନଙ୍କ ଉତ୍ସାହ…

୮ ତାଲାରୁ ଖସିଲା ଲିଫ୍ଟ, ୯ ଜଣ ଗୁରୁତର

ନୂଆଦିଲ୍ଲୀ: ନୋଏଡ଼ା ସ୍ଥିତ ଏକ ବିଲ୍ଡିଂରେ ୮ ତାଲାରୁ ଲିଫ୍ଟ ଖସି ଯିବା ଫଳରେ ସେଥିରେ ଥିବା ୯ ଜଣ ବ୍ୟକ୍ତି ଗୁରୁତର ଅହତ ହୋଇଛନ୍ତି । ଏହି ଘଟଣା ପରେ ସମସ୍ତଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ।…

ବାରମ୍ବାର ହାତ ସଫା କରନ୍ତୁନି, ଏହା ଗମ୍ଭୀର ରୋଗର ଲକ୍ଷଣ ହୋଇପାରେ

ଓଡ଼ିଶା ଭାସ୍କର: ଦେଶରେ ପୁଣି ମୁଣ୍ଡ ଟେକିଲାଣି କରୋନା ଆତଙ୍କ । ନୂଆ ବର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ…

ଫ୍ରାନ୍ସରେ ଅଟକ ଭାରତୀୟ ବିମାନ, ମାନବ ଚାଲାଣ ସନ୍ଦେହ

ଫ୍ରାନ୍ସ: ଗୁରୁବାର ଫ୍ରାନ୍ସରେ ୩୦୦ରୁ ଉର୍ଦ୍ଧ୍ୱ ଭାରତୀୟ ଯାତ୍ରୀ ଥିବା ଏକ ବିମାନକୁ ଅଟକ ରଖାଯାଇଥିଲା । ମାନବ ଚାଲାଣ ସନ୍ଦେହ ଆଧାରରେ ଉକ୍ତ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିବା ନେଇ ଗୁଇନ୍ଦା ସୂତ୍ରରୁ ପ୍ରକାଶ…

Ola-Uber ସହ ପ୍ରତିଦ୍ୱନ୍ଦିତା କରିବା ପାଇଁ କ୍ୟାବ୍ ଡ୍ରାଇଭର ଲଞ୍ଚ କଲେ ନିଜସ୍ୱ ଆପ୍

ନୂଆଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା ଏବଂ ବେଙ୍ଗାଳୁରୁ ଭଳି ମେଟ୍ରୋ ସହରରେ ଅଧିକାଂଶ ଓଲା- ଉବର କ୍ୟାବ୍ ଦେଖିବାକୁ ମିଳିଥାଏ । ସୁବିଧା ଜନକ ଯାତାୟାତ ପାଇଁ କିଛି ଲୋକମାନେ କ୍ୟାବ୍ ବୁକ୍…

୪% DA ବୃଦ୍ଧି କରିବା ନେଇ ମମତା ବାନାର୍ଜୀଙ୍କ ଉପରେ ଅସନ୍ତୁଷ୍ଟ କର୍ମଚାରୀ ସଂଗଠନ

କୋଲକାତା: ଆସନ୍ତା ବର୍ଷର ପ୍ରଥମ ଦିନରୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪% DA ବୃଦ୍ଧି କରିବା ନେଇ ଗୁରୁବାର ଘୋଷଣା କରିଥିଲେ । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ…

ଆଜି ବି ମନେ ପଡ଼େ ରାମାନୁଜନଙ୍କ ଅତୁଳନୀୟ ଅବଦାନ

ଓଡ଼ିଶା ଭାସ୍କର: ଆଜି ହେଉଛି ଜାତୀୟ ଗଣିତ ଦିବସ । ଗଣିତ ପ୍ରତି ଭାରତର ପ୍ରମୁଖ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଅତୁଳନୀୟ ଅବଦାନ ପାଇଁ ତାଙ୍କ ଜନ୍ମଦିନକୁ ଜାତୀୟ ଗଣିତ ଦିବସ ଭାବରେ ପାଳନ କରାଯାଉଛି । ଡିସେମ୍ବର…

IPO କ’ଣ ଏବଂ ଏହା କିପରି କାର୍ଯ୍ୟ କରିଥାଏ ?

ନୂଆଦିଲ୍ଲୀ: କୌଣସି କମ୍ପାନୀ ପ୍ରଥମ ଥର ନିଜ ଶେୟାର ଜନସାଧାରଣଙ୍କ ପାଇଁ ପ୍ରଦାନ କରିଥିଲେ ତାକୁ ଇନିସିଆଲ ପବ୍ଲିକ ଅଫରିଙ୍ଗ୍‌(IPO ) କୁହାଯାଏ । ପଞ୍ଜିକୃତ କମ୍ପାନୀଗୁଡ଼ିକ ଶେୟାର ବଜାରରେ ତାଲିକାଭୁକ୍ତ ହେବା ପାଇଁ…

ଅସନ୍ତୁଷ୍ଟ ନୀତୀଶ କୁମାରଙ୍କୁ ଫୋନ କରି କ’ଣ କହିଲେ ରାହୁଲ ଗାନ୍ଧୀ ?

ନୂଆଦିଲ୍ଲୀ: ଡିସେମ୍ବର ୧୯ରେ INDIA Allianceର ୪ର୍ଥ ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅସନ୍ତୁଷ୍ଟ ଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏଥିମଧ୍ୟରେ…