କେବେ ପିକ୍ କରିବ Omicron ଓ କେବେ ମିଳିମ ଆରାମ୍? ଜାଣନ୍ତୁ କ’ଣ କହିଲେ IIT ବୈଜ୍ଞାନିକ
ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଓମିକ୍ରନ ଯୋଗୁଁ ଭାରତରେ ଫେବ୍ରୁଆରୀରେ କୋଭିଡର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି । ଏହି ଚିନ୍ତାଜନକ ତଥ୍ୟ ନୂଆ ଅଧ୍ୟୟନରୁ…