ହରେକାଲା ହାଜବାଙ୍କୁ ମିଳିଲା ପଦ୍ମଶ୍ରୀ, ଏହିପରି ରହିଥିଲା ଯୋଗଦାନ

ମାଙ୍ଗାଲୁରୁ: ଭାରତ ରତ୍ନ ପରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପୁରସ୍କା ୨୦୨୦ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ…

ନର୍ଲାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଭବାନୀପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେଡ଼ିକୁ ଟାର୍ଗେଟ କରୁଛନ୍ତି ବିଜେପି ଓ…

ଲଖିମପୁର ହିଂସା: ସିବିଆଇ ତଦନ୍ତକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ: ଲଖିମପୁର ଖେରିରେ ଚାଷୀ ମୃତ୍ୟୁ ମାମଲାରେ ୟୁପି ପୋଲିସଙ୍କ ତଦନ୍ତରେ ପୁଣି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଏସଆଇଟି ତଦନ୍ତ ପାଇଁ ସୁପାରିଶ କରିଛନ୍ତି ସୁପ୍ରିମକୋର୍ଟ । ଜଣେ…

ଏଲପିଜି ସିଲିଣ୍ଡର ପାଇଁ ଦେବାକୁ ପଡିବ ୧୦୦୦ ଟଙ୍କା! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଏକ ଆଭ୍ୟନ୍ତରୀଣ ଆକଳନରୁ ସଙ୍କେତ ମିଳୁଛି, ଏଲପିଜି ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ପ୍ରତି ସିଲିଣ୍ଡର ପିଛା ୧୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ତେବେ କେନ୍ଦ୍ର ସରକାର ରୋଷେଇ…

୨୦୨୦ରେ ଚାଷୀଙ୍କ ଅପେକ୍ଷା ଅଧିକ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି ; NCRB ରିପୋର୍ଟରୁ ଖୁଲାସା

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ୨୦୨୦ ଆର୍ଥିକ ସଙ୍କଟର ବର୍ଷ ଥିଲା । ଏହି ସମୟରେ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା ହାର ୨୦୧୯ ତୁଳନାରେ ୫୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ,…

ଭବାନୀପାଟଣାରେ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ୯୦୦ କୋଟି ପ୍ରକଳ୍ପର ଭେଟି ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଏପରି

ଭବାନୀପାଟଣା(ଓଡ଼ିଶା ଭାସ୍କର): ଭବାନୀପାଟଣା ଗସ୍ତରେ ଯାଇ ହିତାଧିକାରୀଙ୍କୁ ଆଜି ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରାୟ ୪ ଲକ୍ଷ ୭ ହଜାର ୧୦୪ ପରିବାରକୁ ବିଜୁ ସ୍ୱାସ୍ଥ୍ୟ…

ସରକାରୀ ସ୍କୁଲର ସ୍ତର ପ୍ରାଇଭେଟ ସ୍କୁଲ ସହ ସମାନ ନୁହେଁ: ସୁପ୍ରିମକୋର୍ଟ ଜଜ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଜଷ୍ଟିସ୍ ଉଦୟ ଉମେଶ ଲଲିତ ରବିବାର ଦିନ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟରେ ଦିଆଯାଉଥିବା ଶିକ୍ଷାର ମାନ ବା ସ୍ତର ଘରୋଇ ବିଦ୍ୟାଳୟ ସହିତ ସମାନ ନୁହେଁ । ଭାରତରେ ସରକାରୀ କ୍ଷେତ୍ରରେ…

ପୁଣି ଫେରିଲା କି କରୋନା? ସପ୍ତାହକ ମଧ୍ୟରେ ରାଜଧାନୀରେ ବଢ଼ିଲା ୩୦ କଣ୍ଟେନମେଣ୍ଟ ଜୋନ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ପ୍ରଦୂଷଣ ବଢ଼ିବା ପରେ ଏବେ କରୋନା ସଂକ୍ରମଣ ବଢ଼ିଥିବା ଦେଖିବାକୁ ମିଳୁଛି । ଗତ ସପ୍ତାହକ ମଧ୍ୟରେ କରୋନା ମାମଲା ଅଧିକ ଆସିବାରୁ ଦିଲ୍ଲୀରେ ଆଉ ୩୦ କଣ୍ଟେନମେଣ୍ଟ ଜୋନ୍ ବୃଦ୍ଧିପାଇଛି ।…

ଭାରତୀୟ ବୋଟ୍ ସହିତ ୬ ମତ୍ସ୍ୟଜୀବୀଙ୍କୁ ଅପହରଣ କଲା ପାକିସ୍ତାନ, ଗୁଳିମାଡ଼ରେ ଜଣେ ମୃତ

ଗାନ୍ଧୀନଗର: ସୀମା ପରେ ଏଣିକି ସମୁଦ୍ର ଉପପୂଳବର୍ତ୍ତୀ ଅଞ୍ଚଳରେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରୁଛି ପାକିସ୍ତାନ । ଆଜି ଗୋଟିଏ ଭାରତୀୟ ବୋଟ୍ ସହିତ ୬ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅପହରଣ କରିଛି ପାକିସ୍ତାନ ମରିନ ।…

ଆରମ୍ଭ ହେବାକୁ ଯାଉଛି NEET Counselling, ଇଚ୍ଛୁକ ପ୍ରାର୍ଥୀମାନେ କିପରି କରିବେ ଚେକ୍

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ମେଡିକାଲ ପ୍ରବେଶିକ ପରୀକ୍ଷା ନିଟ ୨୦୨୧ର ରେଜଲ୍ଟ ଘୋଷଣା ହେବା ପରେ ଗ୍ରାଜୁଏଟ ମେଡିକାଲ ପାଠ୍ୟକ୍ରମରେ ଆଡମିଶନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏବେ କାଉନସେଲିଂ ରାଉଣ୍ଡକୁ ଅପେକ୍ଷା…