ଛାତ୍ରୀଙ୍କ ସାମ୍ନାରେ ଶିକ୍ଷକ କଲେ ଅଶ୍ଲୀଳ କାମ: ଆଉ ତା’ପରେ …. ଜାଣନ୍ତୁ କ’ଣ ରହିଛି ମାମଲା

ନୂଆଦିଲ୍ଲୀ: ପିତା, ମାତାଙ୍କ ପରେ ଗୁରୁଙ୍କୁ ଦେବତା ଭାବେ ପୂଜା କରାଯାଏ । କିନ୍ତୁ ଆଜି କାଲି ଯୁଗରେ କିଛି ଶିକ୍ଷକଙ୍କ ଅଶ୍ଲୀଳ କାମ ଯୋଗୁଁ ଶିକ୍ଷକଙ୍କ ଉପରୁ ଭରସା ଉଠିବାରେ ଲାଗିଛି । ନିକଟରେ ଦେଓଲୀ ଅଞ୍ଚଳର ଥାୱାଲା…

ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ଆମେରିକାର ପରାମର୍ଶ, ସେପଟେ ଫେରିଲେ ଆଉ ୪୨୦ ଭାରତୀୟ

ନୂଆଦିଲ୍ଲୀ: ରୁଷିଆଠାରୁ ଦୂରତା ବଜାୟ ରଖିବା ପାଇଁ ଭାରତକୁ ପରାମର୍ଶ ଦେଇଛି ଆମେରିକା । ସିନେଟ ସବକମିଟି ବୈଠକରେ ସହକାରୀ ବୈଦେଶିକ ସଚିବ ଦେଇଛନ୍ତି ଏପରି ମତ । ଆକ୍ରମଣଜନିତ ନିନ୍ଦା ପ୍ରସ୍ତାବ ଭୋଟଦାନରୁ ଭାରତ ବିରତ…

ଶସ୍ତା ସୁନା କିଣିବାର ଶେଷ ସୁଯୋଗ: ଆଜି ବନ୍ଦ ହେଉଛି ସୋଭରେନ ଗୋଲ୍ଡ ବଣ୍ଡର Subscription

ନୂଆଦିଲ୍ଲୀ: କରୋନା କାଳରେ ବି ଯଦି ଆପଣ ଶସ୍ତା ସୁନା କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆଜି ହେଉଛି ଆପଣଙ୍କ ପାଇଁ ଶେଷ ସୁଯୋଗ । ରିଜର୍ଭ ବ୍ୟାଙ୍କ ବା ଆରବିଆଇର ସୋଭରେନ୍ ଗୋଲ୍ଡ ବଣ୍ଡ ଯୋଜନାର ଦଶମ ସିରିଜ୍ ଆଜି…

ଅନୁଗୁଳର କ୍ଷିରୋଦ ବଘାର ନିଲମ୍ବିତ, ବିଜେଡିରୁ ବାହାର କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟରେ ବାଜିମାର କରିଛି ବିଜେଡି । ଏହାରି ମଧ୍ୟରେ ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଖବର…

ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ଉପରେ ରୁଷର ଆକ୍ରମଣ: ହୋଇପାରେ Chernobylରୁ ୧୦ ଗୁଣା ବଡ଼ ଅଘଟଣ

କିଭ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୯ମ ଦିନ । ଏବେ ଅବସ୍ଥା ଅଧିକ ବିଗିଡ଼ିଯାଇଛି । ଶକ୍ତିଶାଳୀ ରୁଷ ଲଗାତାର ଭାବେ ୟୁକ୍ରେନକୁ ନଷ୍ଟ କରିବାରେ ଲାଗିଛି । ଉଭୟ ପକ୍ଷରୁ ଧନ-ଜୀବନ ନଷ୍ଟ ହେଉଛି ।…

GST ଠକେଇ: ଭୁବନେଶ୍ୱରରେ ଗୁଟଖା କମ୍ପାନୀ ଉପରେ ବଡ଼ଧରଣର ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜିଏସଟି ଫାଙ୍କିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱରରେ ଆଜି ବଡ଼ ଧରଣର ଚଢ଼ାଉ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗୁଟଖା ଡିଷ୍ଟ୍ରିବ୍ୟୁଟର ଓ ସଂସ୍ଥା ଉପରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି ।…

କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ : ତୀବ୍ରତା ୩.୫ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ଓ ନବରଙ୍ଗପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୫ ରେକର୍ଡ ହୋଇଛି । ପୂର୍ବାହ୍ମ ୧୧ଟା ୨୯ ମିନିଟରେ ଭୂମିକମ୍ପ ହୋଇଛି ।…

ଖୁସିଖବର! ଏବେ ରାସନ କାର୍ଡ ନଥିଲେ ବି ମାଗଣାରେ ମିଳିବ ଚାଉଳ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ଖୁସିଖବର । କେନ୍ଦ୍ର ସରକାର ଅନେକ ରାଜ୍ୟରେ ମାଗଣା ରାସନ ଦେଉଛନ୍ତି । ଏହି ଅଧିନରେ ଦିଲ୍ଲୀ-ଏନସିଆରେ ବି ‘ୱାନ ନେସନ ୱାନ୍ ରାସନ କାର୍ଡ ଯୋଜନା’ ଲାଗୁ ହେବା…

ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ସାଇ ନିଲମ୍ବିତ, BJDରୁ ବାହାର କଲେ ନବୀନ

ସୁନ୍ଦରଗଡ(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ । ଏହାରି ମଧ୍ୟରେ ଦୁର୍ନୀତିଖୋର ଲୋକଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଉଛନ୍ତି ବିଜେଡି ସୁପ୍ରିମୋ । ଖବର…

ୟୁକ୍ରେନ ସଙ୍କଟ: ୪ଟି ବିମାନରେ ଫେରିଲେ ୭୯୮ ଭାରତୀୟ

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଭାରତୀୟଙ୍କୁ ଫେରାଇ ଆଣିବାକୁ ‘ଅପରେସନ୍ ଗଙ୍ଗା’କୁ ଜୋର ଦିଆଯାଇଛି । ଏହାରି ମଧ୍ୟରେ ବାୟୁ ସେନାର ୪ଟି ବିମାନରେ ସ୍ୱଦେଶ ଫେରିଛନ୍ତି ୭୯୮ ଭାରତୀୟ…