DRDO ତଥ୍ୟ ଲିକ୍ ସହିତ ହନି ଟ୍ରାପ୍ ଲିଙ୍କ୍ ସୂଚନା

ଚାନ୍ଦିପୁର: ବାଲେଶ୍ୱର ଚାନ୍ଦିପୁର DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଆସିଛି ନୂଆ ତଥ୍ୟ । ଏହି ଘଟଣା ସହିତ ହନି ଟ୍ରାପ୍ ଲିଙ୍କ ଥିବା ସୂଚନା ମିଳିଛି । ଗିରଫ ହୋଇଥିବା ୪ ଅଭିଯୁକ୍ତ ଜଣେ ମହିଳାଙ୍କ ସହ…

ଖୁସିଖବର! SBI ଶସ୍ତା କଲା ଲୋନ୍

ନୂଆଦିଲ୍ଲୀ: ଦେଶର ସୁବଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ସୁଧ ହାର ହ୍ରାସ କରି ଲୋନ୍ ଶସ୍ତା କରିଛି । ପାର୍ବଣ ଋତୁକୁ ଦୃଷ୍ଟିରେ ଏସବିଆଇ ବେସ୍ ରେଟରେ ୫ ଆଧାର ପଏଣ୍ଟ ବା ୦.୦୫% ହ୍ରାସ କରିଛି । ଏହି ରିହାତି ପରେ…

ବଢ଼ୁଛି ମହାନଦୀ, ବିପଦ ସଙ୍କେତ ଉପରେ ବୈତରଣୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବଷାଁ ଯୋଗୁ ବଢ଼ିବାରେ ଲାଗିଛି ହୀରାକୁଦ ଡ୍ୟାମର ଜଳସ୍ତର । ଜଳସ୍ତର ୬୨୭.୮ ଫୁଟ ରହିଥିବା ବେଳେ ୨ ଲକ୍ଷ ୬୦ ହଜାର ୬୦୯ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୧ ଲକ୍ଷ ୨୭ ହଜାର ୧୯୪…

ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ, ରାଙ୍କ ୧ରେ ୧୮ ଜଣ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: ଜେଇଇ ମେନ୍ ୨୦୨୧ ରେଜଲ୍ଟ ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରକାଶ ପାଇଛି । ଏଥିରେ ୪୪ ଜଣ ପରୀକ୍ଷାର୍ଥୀଙ୍କୁ ୧୦୦ ପ୍ରତିଶତ ମାର୍କ ମିଳିଛି । ସେହିପରି ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮…

DRDOରୁ ତଥ୍ୟ ଲିକ୍ ଅଭିଯୋଗ, ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ପୋଲିସ

ଚାନ୍ଦିପୁର(ଓଡ଼ିଶା ଭାସ୍କର): ଆଇଏସଆଇକୁ ପ୍ରତିରକ୍ଷା ବିଭାଗର ତଥ୍ୟ ଲିକ ଅଭିଯୋଗରେ ଚାନ୍ଦିପୁର DRDOରୁ ୫ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇନେଲା ସ୍ପେଶାଲ ସ୍କ୍ୱାଡ୍ । ବାଲେଶ୍ୱର ପୋଲିସର ସ୍ପେଶାଲ ସ୍କ୍ୱାଡ୍ ୫ ଜଣଙ୍କୁ…

ଡଙ୍ଗା ଓଲଟିବାରୁ ଭୟଙ୍କର ଦୁର୍ଘଟଣା: ୧୧ ମୃତ, ୮ ନିଖୋଜ

ବର୍ଦ୍ଧା : ମହାରାଷ୍ଟ୍ରର ଅମରାବତୀରେ ଡ଼ଙ୍ଗା ଓଲଟିପଡିବାରୁ ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ…

ଚୀନରେ ପୁଣି ମାଡ଼ିଗଲା କରୋନା, ଫେରିଲା ଲକଡାଉନ୍

ଜିଆମେନ୍: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ ପୁଣି ମାଡ଼ିଯାଇଛି କରୋନା । ଯାହାଫଳରେ ଚୀନର ଜିଆମେନ୍ ସହରକୁ ପୁଣି ଥରେ ଲକଡାଉନ୍ କରାଯାଇଛି । ୪୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଆମେନ୍ ସହରରେ ମାଡ଼ିଛି କରୋନା । ଏକାଧିକ…

ଟିକା ନେଇନଥିବା ଲୋକଙ୍କଠାରେ ମୃତ୍ୟୁର ଆଶଙ୍କା ୧୧ ଗୁଣ ଅଧିକ: CDC

ନୂଆଦିଲ୍ଲୀ: କରୋନା କାଳରେ ବି ଲୋକମାନେ ବେଖାତିର ଭାବେ ଟିକା ନେବାକୁ ହେୟ ଭାବୁଛନ୍ତି । ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକମାନେ ବେପରୁଆ ଭାବେ…

ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ଅପରାହ୍ନ ୫ଟାରେ ହୀରାକୁଦର ୬ଟି ଗେଟ୍ ଖୋଲାଯିବ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମ…

ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ନେଇ କ’ଣ କହିଲେ SRC, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ୨ ଦିନର ବର୍ଷା ସ୍ଥିତିକୁ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା…