ପୃଥିବୀ ପାଇଁ ବଡ଼ ବିପଦ: ୧୬ ଲକ୍ଷ କିଲୋମିଟର ବେଗରେ କାଲି ଧକ୍କା ହେବ ସୋଲାର ଷ୍ଟୋର୍ମ, ସବୁ ସହରରୁ କଟିଯିବ ଲାଇଟ୍

ନୂଆଦିଲ୍ଲୀ: ରବିବାର ଦିନ ଯଦି ଆପଣଙ୍କର ଡିସ୍ ଟିଭି ହଠାତ୍ ବନ୍ଦ ହୋଇଯାଏ କିମ୍ବା ମୋବାଇଲ୍ ନେଟୱାର୍କ ଚାଲିଯାଏ, ତେବେ ଭୟଭୀତ ହେବେ ନାହିଁ । ଏହାର କାରଣ ହୋଇପାରେ ଏକ ଭୀଷଣ ସୌର ତୁଫାନ୍ । ଜୁଲାଇ ମାସ ଆରମ୍ଭରେ…

କାଲି ସକାଳ ସୁଦ୍ଧା ୧୯ ଜିଲ୍ଲା ସାବଧାନ୍ ! ପ୍ରବଳ ଛେଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କାଲି ସକାଳ ସୁଦ୍ଧା ଏହି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର…

ଶ୍ରୀମନ୍ଦିରର ଦ୍ୱାର ପାଇଁ ପହଞ୍ଚିଲା ୧.୨ଟନ ରୁପା, ୧୫ କାରିଗରରେ ଚାଲିଛି କାମ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିର ଦ୍ୱାରର ଉପରେ ରୁପାର ଛାଉଣୀ ହେବ । ଏନେଇ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆଜି ପ୍ରାୟ ୧.୨ ଟନର ରୁପା ଆସିଥିବା ସୂଚନା ଦେଇଛନ୍ତି ଉନ୍ନୟନ ପ୍ରଶାସକ । ସୂଚନା…

ସାବଧାନ : ରାଜଧାନୀରେ ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କା ଜୋରିମାନା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ବଡ଼ ପଦକ୍ଷେପ ନିଆଯାଇଛି । ଏଣିକି ଶବ୍ଦ ପ୍ରଦୂଣେ କଲେ ଦେବାକୁ ପଡ଼ିବ ୧ ଲକ୍ଷ ଟଙ୍କା ଜୋରିମାନା । ଶବ୍ଦ ପ୍ରଦୂଷଣକୁ ନେଇ ଦିଲ୍ଲୀ ପ୍ରଦୂଷଣ…

ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଆହତ ୨ ଯବାନ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: ବୌଦ୍ଧ-କନ୍ଧମାଳ ସୀମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳିବିନିମୟ ହୋଇଛି । ୮ ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳି…

Flipkartରେ ଆରମ୍ଭ ହେଲା ବଡ଼ ସେଲ୍! ଅତି ଶସ୍ତାରେ ମିଳୁଛି Realme, Samsung, Redmiର ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଗୋଟିଏ ପଟେ ଆମାଜନ୍ ନିଜର ପ୍ରାଇମ ଡେ ସେଲ୨୦୨୧ର ଘୋଷଣା କରିଥିବା ବେଳେ ଅନ୍ୟପଟେ ଫ୍ଲିପକାର୍ଟ ନିଜର ଇଲେକ୍ଟ୍ରୋନିକ୍ସ ସେଲ ଘୋଷଣା କରିଛି । ଫ୍ଲିପକାର୍ଡର ସେଲ ଆଜିଠାରୁ ଆରମ୍ଭ ହୋଇଛି । ଏହାର ଶେଷ…

ମେଡ଼ିକାଲ ଛାତରୁ ଡେଇଁ ଆତ୍ମହତ୍ୟା କଲେ ଯୁବତୀ

ରାୟଗଡ଼ା(ଓଡ଼ିଶା ଭାସ୍କର): ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ଯୁବତୀ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମେଡ଼ିସିନ ୱାର୍ଡର ୩…

ଓଡ଼ିଶାରେ ‘ମୋହଲ୍ଲା କ୍ଲାସ’ ଢାଞ୍ଚାରେ ହେବ ଶିକ୍ଷାଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଶିକ୍ଷାଦାନରେ ବିଶେଷ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ଓଡ଼ିଶାରେ ‘ମୋହଲ୍ଲା କ୍ଲାସ’ ଢାଞ୍ଚାରେ ଶିକ୍ଷାଦାନ ଆରମ୍ଭ ହେବାକୁ ଯାଉଛି । ଏଣିକି ନିଜ ନିଜ ଗାଁରେ…

ସପ୍ତାହାନ୍ତ ଲକ-ଡାଉନ୍ ସହ ଏହି ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଏବେ କମିବାରେ ଲାଗିଛି, କିନ୍ତୁ ସମ୍ଭାବ୍ୟ ତୃତୀୟ ଲହର ଯୋଗୁଁ ଭୟ ଲାଗିରହିଛି । ଏହାରି ମଧ୍ୟରେ ପଞ୍ଜାବରେ ଲକଡାଉନକୁ ନେଇ ଏକ ବଡ଼ ଖବର ଆସିଛି । ପଞ୍ଜାବ ସରକାର ରାଜ୍ୟରେ…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୪୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…