୧୩ ଜିଲ୍ଲାରୁ ହଟିଲା ଲକଡାଉନ୍, କିନ୍ତୁ ଜାରି ରହିବ ନାଇଟ୍-କର୍ଫ୍ୟୁ

ଶ୍ରୀନଗର: କରୋନାର ଦ୍ୱିତୀୟ ଲହର ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି । ଏହାରି ମଧ୍ୟରେ ଜମ୍ମୁ-କଶ୍ମୀର୧୩ ଜିଲ୍ଲାରେ ୱିକେଣ୍ଡ ଲକଡାଉନ୍ ହଟାଇ ଦିଆଯାଇଛି । କିନ୍ତୁ ପୂର୍ବ ଭଳି ନାଇଟ୍ କର୍ଫ୍ୟୁ ଜାରି ରହିବ । ଜମ୍ମୁ…

ଭୁବନେଶ୍ୱରରୁ ଆଜି ୨୩୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ ପୁଣି ହ୍ରାସ ପାଇବାରେ ଲାଗିଛି । ଭୁବନେଶ୍ୱରରୁ ଆଜି ୨୩୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୬ ଜଣ ଚିହ୍ନଟ…

ରଥଯାତ୍ରା ସୁରକ୍ଷା ସମୀକ୍ଷା କଲେ ଡିଜିପି, କହିଲେ…

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବା ସହ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଅଭୟ । ରଥଯାତ୍ରାକୁ ଶୃଙ୍ଖଳାର ସହ ଶେଷ…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୫୮ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୫୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ପୁଷ୍କର ସିଂ ଧାମି ହେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ଶପଥ ଗ୍ରହଣ କରିଛନ୍ତି । ରାଜଭବନରେ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟା ତାଙ୍କୁ ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର…

ଖୋଲିଲା ଗୁମର! ଅନୀତାଙ୍କ ମୃତ୍ୟୁ ଘଟଣାରେ ସହକର୍ମୀ ଯନ୍ତ୍ରୀ ଗିରଫ, ବାହାଘର ପରେ ବି ରଖୁଥିଲା ଶାରୀରିକ ସମ୍ପର୍କ

ଗଞ୍ଜାମ(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ବନ୍ଦ ଘରୁ ଜଣେ ମହିଳା ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ଧିରେ ଧିରେ ଗୁମର ଖୋଲିବାରେ ଲାଗିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…

କାଲି ସକାଳ ସୁଦ୍ଧା ୨୩ ଜିଲ୍ଲା ସାବଧାନ୍! ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏନେଇ କାଲି ସକାଳ ସୁଦ୍ଧା ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ୨୩ଟି ଜିଲ୍ଲାଗୁଡିକ…

କାଲିଠାରୁ ରାଜଧାନୀରେ ହେବ ଅନଲକ୍-୬, ଜାଣନ୍ତୁ ସ୍କୁଲ-କଲେଜକୁ ନେଇ କ’ଣ ରହିଛି ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସମୀକ୍ଷା ପରେ ରାଜଧାନୀ ଦିଲ୍ଲୀରେ ନୂଆ ଅନଲକ୍ ଗାଇଡଲାଇନ୍ ଜାରି ହୋଇଛି । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଅନେକ କଟକଣା କୋହଳ କରାଯାଇଛି । ଦିଲ୍ଲୀରେ ଅନଲକ-୬ ଲାଗୁ ହୋଇଛି, ଯାହାର ଗାଇଡଲାଇନ୍…

କଟକଣା ହଟିଲେ ପୁଣି ମାଡ଼ିଯିବ କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ତୃତୀୟ ଲହରକୁ ନେଇ ବଡ଼ ଆକଳନ କରିଛି କାନପୁର ଆଇଆଇଟି । ବିଶେଷଜ୍ଞଙ୍କ…

ଖୁସି ଖବର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଦେବାକୁ ପଡ଼ିବ ନାହିଁ ଟେଷ୍ଟ, ଜୁଲାଇରୁ ନିୟମ ବଦଳାଇଲେ ସରକାର

ନୂଆଦିଲ୍ଲୀ: ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚିନ୍ତା କରୁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ ଆଉ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡ଼ିବ ନାହିଁ । କାହିଁକି ନା, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଡ୍ରାଇଭିଂ…