ଜୁଲାଇ ୧୫ ଯାଏ ବଢିଲା ଲକ୍-ଡାଉନ୍

କୋଲକାତା: କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ସରକାର ଅନେକ କଟକଣା ଲଗାଉଛନ୍ତି । ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ କରୋନା ଲକଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କିନ୍ତୁ…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୮୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ସିଲ୍ ହେଉଛି ରାଜଧାନୀରେ ଅନେକ ଦୋକାନ, ଆକ୍ସନ୍ ମୋଡରେ BMC ସ୍କ୍ୱାର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଚାଲିଛି ଅମାନିଆଙ୍କ ମନମାନି । କୋଭିଡ୍ କଟକଣାକୁ ଫୁ‘ କରି କରୁଛନ୍ତି ଭିତିରି କାରବାର । ବାରମ୍ବାର ତାଗିଦ୍ ପରେ ପରେ ବି ଶୁଣୁନାହାନ୍ତି । ଫଳରେ ବିଏମସିର ସ୍ୱତନ୍ତ୍ର ଟିମ୍…

ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟ ସିଲ୍, ଦୋକାନୀ ସହ ଗ୍ରାହକଙ୍କଠାରୁ ଆଦାୟ ହେଲା ଫାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ କରୋନା ପ୍ରକୋପ ଏବେ ବି ଜାରି ରହିଥିବା ବେଳେ ତାରିଣୀ ବସ୍ତ୍ରାଳୟ ସିଲ୍ ହୋଇଛି । ପ୍ରବଳ ଗହଳି ପାଇଁ ତାରିଣୀ ବସ୍ତ୍ରାଳୟକୁ ସିଲ୍ କରିଛି ବିଏମସି । କୋଭିଡ ନିୟମ…

ଦାଢ଼ି କାଟିଲେ ହିଁ ବାହା ହେବି, ନହେଲେ ହେବିନି: ମଙ୍ଗେତର ଜିଦ୍ ଯୋଗୁଁ ଚିନ୍ତାରେ ଯୁବକ

ନୂଆଦିଲ୍ଲୀ: ଲଣ୍ଡନରୁ ଏକ ଅଜବଗଜବ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବତୀ ବାହାଘର ପୂର୍ବରୁ ନିଜ ମଙ୍ଗେତର ଆଗରେ ଏକ ଅଦ୍ଭୁଦ ସର୍ତ୍ତ ରଖିଛନ୍ତି । ଯୁବତୀ ଜଣକ କହିଛନ୍ତି ଯେ, ଯଦି ଦାଢ଼ି ନକାଟ, ତେବେ ମୁଁ…

ମାଟ୍ରିକ୍ ରେଜଲ୍ଟକୁ ନେଇ ଅସନ୍ତୋଷ, କିନ୍ତୁ ବୋର୍ଡ କହିଲା – ‘ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିନା ପରୀକ୍ଷାରେ ସ୍ୱତନ୍ତ୍ର ମୂଲ୍ୟାୟନ ଆଧାରରେ ପ୍ରକାଶ ପାଇଛି ଚଳିତବର୍ଷର ମାଟ୍ରିକ୍ ରେଜଲ୍ଟ । ପାସ୍ ହାର ଭଲ ଥିଲେ ବି ଅନେକ ସ୍ଥାନରେ ରେଜଲ୍ଟକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।…

କ୍ରାଇମ ବ୍ରାଞ୍ଚ ADG ଭାବେ ଦାୟିତ୍ୱ ନେଲେ IPS ସଂଜୀବ ପଣ୍ଡା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରାଇମବ୍ରାଞ୍ଚ ADG ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି IPS ସଂଜୀବ ପଣ୍ଡା । ଦାୟିତ୍ୱ ଗ୍ରହଣ କରିବା ପରେ ସେ ତଦନ୍ତ ପ୍ରକ୍ରିୟାରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଉପରେ ଗୁରୁତ୍ୱ…

ଭଦ୍ରକରୁ ‘ଅଗ୍ନି ପ୍ରାଇମ-୧’ର ସଫଳ ପରୀକ୍ଷଣ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭଦ୍ରକ(ଓଡ଼ିଶା ଭାସ୍କର): ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପରୁ ଆଜି ସକାଳ ୧୦ଟା ୫୫ ମିନିଟରେ ଅଗ୍ନି ଶୃଙ୍ଖଳାର ଏକ ନୂଆ ମିସାଇଲ ଅଗ୍ନି ପ୍ରାଇମ-୧ର ସଫଳ ପରୀକ୍ଷଣ ହୋଇଛି । ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ଅଗ୍ନି ପ୍ରାଇମ-୧…

ପ୍ୟାରିସରେ ‘ବିଶ୍ୱକପ ଷ୍ଟେଜ ଥ୍ରୀ’ରେ ୩ଟି ସ୍ୱର୍ଣ୍ଣପଦକ ପରେ ବିଶ୍ୱର ନମ୍ବର-୧ ମାନ୍ୟତା ହାସଲ କଲେ ଦୀପିକା

ନୂଆଦିଲ୍ଲୀ: ଷ୍ଟାର ଇଣ୍ଡିଆନ୍ ତୀରନ୍ଦାଜ୍‌ ଦୀପିକା କୁମାରୀ ରବିବାର ଦିନ ପ୍ୟାରିସରେ ବିଶ୍ୱକପ ଷ୍ଟେଜ୍ ୩ରେ ହାଟ୍ରିକ୍ ସ୍ୱର୍ଣ୍ଣ ପଦକ ପରେ ସୋମବାର ଦିନ ବିଶ୍ୱ ରାକିଙ୍ଗରେ ନମ୍ବର ୧ ସ୍ଥାନ ହାସଲ କରିଛନ୍ତି । ୨୦୧୨…

ଦଶମ ରେଜଲ୍ଟ ପରେ +୨ ସିଟକୁ ନେଇ ସମସ୍ୟା, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ଚଳିତ ବର୍ଷ ପାସ୍ ହାର ୯୭.୮୯ ପ୍ରତିଶତ ଥିବାରୁ +୨ ପ୍ରଥମବର୍ଷରେ ସିଟ୍ ହେବ ନାହିଁ ବୋଲି ସମସ୍ୟା ସୃଷ୍ଟି ହୋଇଛି…