ଓଡ଼ିଶାରୁ ୬୦ ଜୀବନ ନେଲା ଘାତକ କରୋନା, ଆଜି ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଯୁବକଙ୍କୁ ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା

ସମ୍ବଲପୁର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଗୋବିନ୍ଦତଲା ଅଞ୍ଚଳରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।…

କାଲି ଆସୁଛି ଲଘୁଚାପ! ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ପ୍ରବଳ ଛେଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ବଙ୍ଗୋପସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଆସନ୍ତାକାଲି ଲଘୁଚାପ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ରାଜ୍ୟର ୬ଟି ଜିଲ୍ଲାରେ ବର୍ଷା ହେବାର…

ଆଜି ରାଜ୍ୟର ୨୯ ଜିଲ୍ଲାରେ ଟିକାଦାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୨୯ଟି ଜିଲ୍ଲାର ପ୍ରାୟ ୧୧୯୭ଟି କେନ୍ଦ୍ରରେ ଟିକାଦାନ ହେବ । କୋରାପୁଟ ଜିଲ୍ଲାରେ ଆଜି…

ହରିୟାଣାର ଯୁବକ କରିଦେଖାଇଲେ କମାଲ୍, ଗୁଗଲ ଦେଲା ୧.୮ କୋଟିର ଚାକିରି

ହରିୟାଣାର ଚରଖୀ ଜିଲ୍ଲାର ସମସପୁର ଗ୍ରାମର ଜିତେନ୍ଦ୍ର ଫୋଗାଟ(ଜିତୁ)ଙ୍କୁ ଗୁଗଲ ୧.୮ କୋଟି ପ୍ରତିବର୍ଷ ପ୍ୟାକେଜର ଚାକିରି ଦେଇଛି । ଯାହାକୁ ନେଇ ଖୁବ୍ ଖୁସି ଅଛନ୍ତି ଜିତେନ୍ଦ୍ର ଏବଂ ତାଙ୍କ ପରିବାର ଲୋକେ ।…

ପେଗାସସ୍ ସ୍ୱାଏଓୟାରର ଅନୁସନ୍ଧାନ କରିବାକୁ ପ୍ୟାନେଲ୍ ଗଠନ କଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ: ପେଗାସସ୍ ସହାୟତାରେ ଜାସୁସି ଅଭିଯୋଗର ଯାଞ୍ଚ ପାଇଁ ପଶ୍ଚିମବଙ୍ଗ ସରକାର ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ଦୁଇ ସଦସ୍ୟ ବିଶିଷ୍ଟ ପ୍ୟାନେଲ୍ ଗଠନ କରିଛନ୍ତି । ସୋମବାର ସରକାରଙ୍କ ଦ୍ୱାରା କମିଶନ ଗଠନ…

ଆର୍ଥିକ ସଂକଟରୁ ବାହାରିବା ପାଇଁ ଛପା ଯିବନି ନୋଟ୍: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଲୋକସଭାରେ କହିଛନ୍ତି ଯେ କୋଭିଡ-୧୯ ମହାମାରୀ କାରଣରୁ ଉପୁଜିଥିବା ଆର୍ଥିକ ସଂକଟରୁ ବାହାରିବା ପାଇଁ ସରକାରଙ୍କର ମୁଦ୍ରା ନୋଟ୍ ଛାପିବାର କୌଣସି ଯୋଜନା ନାହିଁ ।…

ଗୌତମ ଗମ୍ଭୀରଙ୍କୁ ସୁପ୍ରିମ କୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି, ଖାରଜ ହେଲା ଯାଚିକା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ସମୟରେ ଔଷଧକୁ ଅବୈଧ ଭାବରେ ସଂରକ୍ଷିତ କରି ରଖିବା ମାମଲାରେ ସାଂସଦ ଗୌତମ ଗମ୍ଭୀରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା । ସୋମବାର ସୁପ୍ରିମ କୋର୍ଟ ଗୌତମ ଗମ୍ଭୀର ଏର୍ବ ତାଙ୍କ ସଂସ୍ଥା…

ଗୋଟିଏ ମିସ୍ କଲ୍ ରୁ ଜାଣିପାରିବେ PFରେ ଜମା ଅଛି କେତେ ଟଙ୍କା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ବା PF, ଯେଉଁଥିରେ ଆପଣଙ୍କ ଦରମାରୁ କଟିଥିବା ଟଙ୍କା ଜମା ହୋଇଥାଏ । ଏହି ଟଙ୍କାକୁ ସେତେବେଳେ ଆପଣ ବ୍ୟବହାର କରିପାରିବେ, ଯେବେ ଆପଣଙ୍କୁ ଟଙ୍କାର ବହୁତ ଆବଶ୍ୟକ ଥିବ । କିନ୍ତୁ…

ଅନଲାଇନ୍ ଡେଟିଂ ସମୟରେ ଏହି ଦିଗପ୍ରତି ଦିଅନ୍ତୁ ଅଧିକ ଧ୍ୟାନ୍, ରହିବେ ସୁରକ୍ଷିତ

ସମୟ ସହିତ ଅନେକ ଜିନିଷ ବଦଳିବାରେ ଲାଗିଛି । ଟେକ୍ନୋଲୋଜି, ଇଣ୍ଟରନେଟ ଓ ସୋସିଆଲ ମିଡିଆ ଏବେ ଏତେ ଲୋକପ୍ରିୟ ହୋଇଗଲାଣି ଯେ, ଅନଲାଇନ୍ ଡେଟିଂ ଏକ ନୂଆ ଟ୍ରେଣ୍ଡ ହୋଇଛି । ପୁରୁଣା ସମୟରେ ପ୍ରେମର ପରିପ୍ରକାଶ କରିବା…