Breaking News ବଡ଼ଦାଣ୍ଡରୁ ହଟିଲା କର୍ଫ୍ୟୁ, ନୀଳାଚଳ ଅବଢ଼ା ପାଇଁ ଜମିଲା ଭକ୍ତଙ୍କ ଭିଡ଼ Sushreejyoti Routray Jul 24, 2021 ପୁରୀ(ଓଡ଼ିଶା ଭାସ୍କର): ରଥଯାତ୍ରା ପରେ ପୁରୀ ବଡ଼ଦାଣ୍ଡରୁ କର୍ଫ୍ୟୁ କଟକଣାକୁ ହଟାଯାଇଛି । କର୍ଫ୍ୟୁ ସହିତ ସମସ୍ତ ପ୍ରକାର କଟକଣାକୁ ହଟାଇଛି ପ୍ରଶାସନ । ଫଳରେ ଶ୍ରୀମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି…
Breaking News କରୋନା ମୃତକଙ୍କ ପରିବାରକୁ ଆଶ୍ୱସ୍ତି! ଏବେ ପ୍ରତି ମାସରେ ମିଳିବ ଏତେ ଟଙ୍କାର ପେନସନ, ଶ୍ରମ ମନ୍ତ୍ରାଳୟର ମଞ୍ଜୁରୀ Sushreejyoti Routray Jul 24, 2021 ନୂଆଦିଲ୍ଲୀ: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଲକ୍ଷାଧିକ ଜୀବନ ଚାଲିଯାଇଛି । ଏହାରି ମଧ୍ୟରେ କରୋନା ମୃତକଙ୍କ ପରିବାର ପାଇଁ ଆସିଛି ଆଶ୍ୱସ୍ତିକର ଖବର । କର୍ମଚାରୀ ରାଜ୍ୟ ବୀମା ନିଗମ ବା ESIC ନିକଟରେ…
Breaking News ହକିରେ ଭାରତର ଦମଦାର ବିଜୟ, ପ୍ରଥମ ମ୍ୟାଚରେ ୩-୨ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା Sushreejyoti Routray Jul 24, 2021 ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳ ଏକ ଦମଦାର ଶୁଭାରମ୍ଭ କରିଛି । ଭାରତ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇ ଅଭିଯାନ ଆରମ୍ଭ କରିଛି । ରୂପିନ୍ଦର ଗୋଟିଏ ଓ ମନପ୍ରୀତି ୨ଟି…
Breaking News ଓଡ଼ିଶାରୁ ପୁଣି ୬୮ ଜୀବନ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ ୩୦ Sushreejyoti Routray Jul 24, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
Breaking News ପର୍ଣ୍ଣ ଦେଖିଲେ ଶରୀରରେ ହୋଇଥାଏ ସାଙ୍ଘାତିକ କ୍ଷତି, ସେକ୍ସ ଲାଇଫ୍ ବି ହୋଇପାରେ ନଷ୍ଟ Sushreejyoti Routray Jul 24, 2021 ଇଣ୍ଟରନେଟ ସୁବିଧା ଯୋଗୁଁ ଲୋକମାନେ ଅନେକ ତଥ୍ୟ ପାଉଥିବା ବେଳେ କେତେକ ଏହାକୁ ଖରାପ ମାଧ୍ୟମରେ ମଧ୍ୟ ବ୍ୟବହାର କରୁଛନ୍ତି । ଅଶ୍ଳୀଳ ବିଷୟବସ୍ତୁ ପାଖକୁ ପହଞ୍ଚିବା ଯୁବପୀଢ଼ିଙ୍କ ପାଇଁ ସହଜ କରିଛି ଇଣ୍ଟନେଟ୍ ।…
Breaking News ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ମୃତ୍ୟୁସଂଖ୍ୟା ୧୩୫କୁ ବୃଦ୍ଧି, ସରକାର କହିଲେ- ଆଗାମୀ ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ Sushreejyoti Routray Jul 24, 2021 ମୁମ୍ବାଇ : କରୋନା ମହାମାରୀ ସହ ଲୋକମାନେ ଲଢ଼େଇ କରୁଥିବା ବେଳେ ମହାରାଷ୍ଟ୍ରରେ ଆତଙ୍କ ସୃଷ୍ଟି କରିଛି ବର୍ଷା । ଗତ ଗୁରୁବାର ସନ୍ଧ୍ୟାଠାରୁ ବର୍ତ୍ତମାନ ସୁଦ୍ଧା ବର୍ଷା ସହ ଜଡିତ ଘଟଣାରେ ୧୩୬ ଲୋକଙ୍କ ମୃତ୍ୟୁ ହୋଇଛି ।…
Breaking News ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୪୧. ୫୯ ଲକ୍ଷକୁ ବୃଦ୍ଧି Sushreejyoti Routray Jul 24, 2021 ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୪୧ ଲକ୍ଷ ୫୯ ହଜାର ୪୭୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ କୋଟି ୪୦ ଲକ୍ଷ ୫…
Breaking News ଅଗଷ୍ଟ ୨୩ରୁ କମନ୍ ପିଜି ଏଣ୍ଟ୍ରାନ୍ସ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା Sushreejyoti Routray Jul 23, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ବିଭିନ୍ନ ପରୀକ୍ଷା ଏବଂ ରେଜଲ୍ଟ ତାରିଖ ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ । ଅଗଷ୍ଟ ୧୯ ସୁଦ୍ଧା ସମସ୍ତ ୟୁଜି ଫାଇନାଲ ସେମିଷ୍ଟାର ପରୀକ୍ଷା ଶେଷ ହେବ । ସେପ୍ଟେମ୍ବର ୨୭…
Breaking News ଅନ୍ୟର ଅଜାଣତରେ କିପରି ପଢ଼ିବେ ହ୍ୱାଟ୍ସଆପରୁ ଡିଲେଟ୍ ହୋଇଥିବା ମେସେଜ୍? ଜାଣନ୍ତୁ ଟ୍ରିକ୍ Sushreejyoti Routray Jul 23, 2021 ନୂଆଦିଲ୍ଲୀ : ଦୁନିଆରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଚାଟିଂ ଆପ୍ ହ୍ୱାଟ୍ସଆପ୍ ପ୍ରତିଦିନ ଉପଭୋକ୍ତାମାନଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିଥାଏ । କିନ୍ତୁ ଅନେକ ଥର ଆମକୁ ହ୍ୱାଟ୍ସଆପର କିଛି ବ୍ୟବହାରୀ ଫିଚର୍ସ…
Breaking News ମୃତ ସାମ୍ବାଦିକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି, ଜାଣନ୍ତୁ କେତେ Sushreejyoti Routray Jul 23, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଜାରି ରହିଛି , ଫଳରେ ଅନେକ କରୋନା ଯୋଦ୍ଧା ଜୀବନ ହାରୁଛନ୍ତି । ଏହାରି ମଧ୍ୟରେ କୋଭିଡ଼ରେ ମୃତ୍ୟୁବରରଣ କରିଥିବା ସାମ୍ବାଦିକଙ୍କ ପରିବାର…