ସାରା ରାଜ୍ୟରେ ବସ୍ ଚଳାଚଳ ନେଇ କ’ଣ କହିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ମୃତ୍ୟୁହାର ବଢ଼ିଚାଲିଛି । ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ ଲକଡାଉନ୍ ଅବଧି ମଧ୍ୟ ଜୁଲାଇ ୧୬ରେ ସରିବାକୁ ଯାଉଛି । ଏହାରି ମଧ୍ୟରେ…

SBIର ସତର୍କ ଘଣ୍ଟି, ଏପରି ନକେଲ ଆକାଉଣ୍ଟ ହୋଇଯିବ ଖାଲି

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI) ନିଜ ଗ୍ରାହକମାନଙ୍କୁ ଠକାମିରୁ ରକ୍ଷା କରିବାକୁ ସମୟ-ସମୟରେ ଆଲର୍ଟ ଜାରି କରିଥାଏ । ଏହା ବ୍ୟତିତ ଏସବିଆଇ ଗ୍ରାହକଙ୍କ ଆକାଉଣ୍ଟର…

ସାଉଦି ଆରବର ଗୋଳାବାରୁଦ ସେଣ୍ଟରରେ ଭୟଙ୍କର ବିସ୍ଫୋରଣ, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ସାଉଦି ଆରବର ରାଜଧାନୀ ରିୟାଦର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଥିବା ଏକ ଗୋଳାବାରୁଦ ଡମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଛିି । ଏହି ସେଣ୍ଟରର ବ୍ୟବହାର କରାଯାଉନଥିବା ବେଳେ ବିସ୍ଫୋରଣକୁ ନେଇ ସାଉଦି ରାଜ୍ୟ ଟେଲିଭିଜନ…

କେଉଁ ବ୍ଲଡ୍ ଗ୍ରୁପର ଲୋକଙ୍କୁ ଅଧିକ କାମୁଡ଼ନ୍ତି ମଶା, ଜାଣନ୍ତୁ ଏହା ପଛର କାରଣ

ମୌସୁମୀ ଓ ବର୍ଷା ପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି, କିନ୍ତୁ ମୌସୁମୀ ନିଜ ସହିତ ମଶାଙ୍କୁ ବି ସାଙ୍ଗରେ ନେଇ ଆସିଥାଏ । ମଶା ହେବାରୁ ଡେଙ୍ଗୁ , ମ୍ୟାଲେରିଆ ଆଦି ରୋଗ ମଧ୍ୟ ବଢ଼ିଥାଏ । ତେବେ କିଛି ଲୋକଙ୍କୁ…

ପାରିବାରିକ ବିବାଦକୁ ନେଇ ପୁଣି ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ

କଟକ(ଓଡ଼ିଶା ଭାସ୍କର): ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେୁ ଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ପୁଣି ଥରେ କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ବୁଝାମଣା ପାଇଁ ଉଭୟ…

‘୨୦୨୨ ଶେଷ ସୁଦ୍ଧା ହେବ ଆଲିଆ ଓ ରଣବୀରଙ୍କ ବାହାଘର, ୨୦୩୭ରେ ଛାଡ଼ପତ୍ର’

ମୁମ୍ବାଇ: ବଲିଉଡ ଅଭିନେତା ରଣୀବୀର କପୁର ଓ ଆଲିଆ ଭଟ୍ଟଙ୍କ ବାହାରକୁ ନେଇ ବିବାଦୀୟ ବୟାନ ପରେ ଟ୍ରୋଲ ହୋଇଛନ୍ତି ଅଭିନେତା ତଥା ସମାଲୋଚକ କମାଲ ରାଶିଦ ଖାନ୍ । ସେ ନିଜର ବୟାନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ।…

ଖୁସି ଖବର: ଓଡ଼ିଶାରୁ ଆଜି ୨ ହଜାର ୬୪୧ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨ ହଜାର ୬୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

ଘୋଷଣା ହେଲା NEET (PG)ର ପ୍ରବେଶିକା ତାରିଖ; ଜାଣନ୍ତୁ କେବେ ହେବ ପରୀକ୍ଷା ?

ନୂଆଦିଲ୍ଲୀ:ନିଟ୍ ପିଜି ପରୀକ୍ଷା ସେପ୍ଟେମ୍ବର ୧୧ ତାରିଖରେ ହେବ । ଏନେଇ ନବନିଯୁକ୍ତ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି । ତେବେ ଦେଶର ମେଡିକାଲ କଲେଜରେ ପିଜି…

ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରୁଥିଲେ ହୁଅନ୍ତୁ ସାବଧାନ୍, ଅନ୍ଧ ହେବା ସହ ମୃତ୍ୟୁର ସମ୍ଭାବନା!

କରୋନା କାଳରେ ସମସ୍ତଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜରର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଛି । ହ୍ୟାଣ୍ଡ ସାନିଟାଇଜରକୁ ବାରମ୍ବାର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି । ସଂକ୍ରମଣରୁ ରକ୍ଷା କରିବାରେ ଏହା…

ଭାରତର ପ୍ରଥମ କୋଭିଡ଼ ଆକ୍ରାନ୍ତଙ୍କୁ ପୁଣି ଥରେ ହେଲା କରୋନା

ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । କିନ୍ତୁ କେରଳ ସମତେ କିଛି ରାଜ୍ୟରେ ସ୍ଥିତି ଚିନ୍ତାଜନକ ରହିଛି । ଏହାରି ମଧ୍ୟରେ ଖବର ମିଳିଛି କି, ଦେଶର ପ୍ରଥମ କରୋନା ସଂକ୍ରମିତଙ୍କୁ…