ଛାତ୍ରୀଙ୍କ ମଇଳା ଡ୍ରେସ୍ କାଢ଼ି ସଫା କଲେ ଶିକ୍ଷକ: ଫଟୋ ଭାଇରାଲ ପରେ ଚାକିରିରୁ ବିଦା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଶାହଡୋଲରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଦଳିତ ଶ୍ରେଣୀର ଛାତ୍ରୀ ସହ ସ୍କୁଲ ଶିକ୍ଷକ ଏକ ଲଜ୍ଜାଜନକ କାମ କରିଥିବା ଦେଖିବାକୁ ମିଳିଛି । ଶିକ୍ଷକ ଜଣକ ଛୁଆର ମଇଳା ପୋଷାକକୁ କାଢ଼ି ନିଜେ ସଫା…