ବାହାରିଲା JEE ମେନ୍-୨ ରେଜଲ୍ଟ: ସ୍କୋର୍ ଜାଣିବାକୁ ଆପଣାନ୍ତୁ ଏହି ପ୍ରୋସେସ୍
ନୂଆଦିଲ୍ଲୀ: ଜେଇଇ ମେନ୍-୨ର ରେଜଲ୍ଟ ଆଜି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରୁ ଡାଉନଲୋଡ୍ କରିପାରିବେ । ଜୁଲାଇ…