Browsing Category
ଦେଶ
ମହିଳାଙ୍କ ପାଇଁ ଓଲାର ବଡ ଘୋଷଣା; ୧୦ ହଜାର ନୂତନ ନିଯୁକ୍ତି
ନୂଆଦିଲ୍ଲୀ: ଦୁଇ ଚକିଆ ଇଲେକ୍ଟ୍ରିକ୍ ଯାନକୁ ନେଇ ବଡ଼ ଧରଣର ପୁଞ୍ଜିନିବେଶ କରିଥିବା ଓଲା ପକ୍ଷରୁ ମହିଳା ସଶକ୍ତୀକରଣ ଦିଗରେ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । କଂପାନି ଏହାର କାରଖାନାରେ ୧୦ ହଜାର ମହିଳାଙ୍କୁ…
ୟାକୁ କୁହନ୍ତି ପୋଲିସ; ଅଡିଓ କ୍ଲିପରୁ ଅପରାଧୀର ତଣ୍ଟିଯାଏଁ ପହଞ୍ଚିଲା
ନୂଆଦିଲ୍ଳୀ: ଅଡିଓ କ୍ଲିପରୁ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ପୋଲିସ । ୨୪ ବର୍ଷୀୟା ଜାତୀୟ ଖୋ ଖୋ ଖେଳାଳିଙ୍କୁ ହତ୍ୟା କରିଥିବା ଜଣେ ଅପରାଧୀକୁ ଧରିବାରେ ସଫଳ ହୋଇଛି ବିଜନୋର ପୋଲିସ । ଏହି ଘଟଣା ସେପ୍ଟେମ୍ବର ୧୦…
ରାଜ୍ୟସଭା ଗଲେ ସୁସ୍ମିତା ଦେବ; କଂଗ୍ରେସ ଛାଡି ଟିଏମସିରେ ମିଶିଥିଲେ
ନୂଆଦିଲ୍ଳୀ: ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିବା ସୁସ୍ମିତା ଦେବ ଆଜି ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି । କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେବାର ଏକ ମାସ ମଧ୍ୟରେ ସୁସ୍ମିତା ଦେବଙ୍କୁ ପୁରସ୍କୃତ କରାଯାଇଛି । ମଙ୍ଗଳବାର…
ଟୁଥପେଷ୍ଟ ଭାବି ମୂଷା ମାରିବା ଔଷଧରେ ଦାନ୍ତ ଘଷିଲେ ଯୁବତୀ, ତାପରେ…
ମୁମ୍ବାଇ: ଟୁଥପେଷ୍ଟ ଭାବି ଯୁବତୀ ର୍ୟାଟ୍ କିଲର୍ ବା ମୂଷା ମରାଯାଉଥିବା ଔଷଧରେ ଦାନ୍ତ ଘଷି ପ୍ରାଣ ହରାଇଛନ୍ତି । ଏଭଳି ଏକ ଖବର ଶୁଣିବାକୁ ମିଳିଛି ମୁମ୍ବାଇର ଧାରାବୀ ଅଞ୍ଚଳରୁ । ଏଠାରେ ଜଣେ ୧୮ ବର୍ଷୀୟ ଯୁବତୀ…
୩ ବର୍ଷ ଭିତରେ ବନ୍ୟା-ବାତ୍ୟାରେ ପ୍ରାଣ ହରାଇଲେଣି ୬ହଜାରରୁ ଅଧିକ ଲୋକ
ନୂଆଦିଲ୍ଲୀ: ଭାରତରେ ତିନି ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ପ୍ରବଳ ବର୍ଷା, ବଜ୍ରପାତ ଇତ୍ୟାଦି ଯୋଗୁଁ ୬ ହଜାର ୮୧୧ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହି ଆକଳନ ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତର ବୋଲି ସୂଚନା ମିଳିଛି…
ଇସ୍ତଫା ଦେଲେ ZOMATO COO; ଅଂଶଧନ ମୂଲ୍ୟରେ ୧ ପ୍ରତିଶତ ହ୍ରାସ
ନୂଆଦିଲ୍ଲୀ:ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋର ସିଓଓ ଗୌରବ ଗୁପ୍ତା ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସହ ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ଅଧିକାରୀ ଭାବରେ ରହିଥିବା ଗୌରବ ଇସ୍ତଫା ପ୍ରଦାନ କରିବା ପରେ…
‘ସୁପର ୩୦’ ପାଇଁ ଆସନ୍ତା ୨୦୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ପରୀକ୍ଷା, ଘୋଷଣା କଲେ ଆନନ୍ଦ କୁମାର
ନୂଆଦିଲ୍ଲୀ: ଗରିବ ଛାତ୍ରଛାତ୍ରୀଙ୍କ ପାଇଁ ‘ସୁପର ୩୦’ର ପ୍ରତିଷ୍ଠାତା ଆନନ୍ଦ କୁମାର ଏକ ଘୋଷଣା କରିଛନ୍ତି । ନୂଆ ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ଆସନ୍ତା ୨୦୨୨ରେ ଏକ ପରୀକ୍ଷାର ଆୟୋଜନ କରାଯିବ । ବୁନ୍ଦେଲଖଣ୍ଡରେ…
ଡଙ୍ଗା ଓଲଟିବାରୁ ଭୟଙ୍କର ଦୁର୍ଘଟଣା: ୧୧ ମୃତ, ୮ ନିଖୋଜ
ବର୍ଦ୍ଧା : ମହାରାଷ୍ଟ୍ରର ଅମରାବତୀରେ ଡ଼ଙ୍ଗା ଓଲଟିପଡିବାରୁ ଭୟଙ୍କର ଦୁର୍ଘଟଣା ହୋଇଛି । ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କର ପତ୍ତା ମିଳୁନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ…
କୃଷକ ଆନ୍ଦୋଳନ ନେଇ କଠୋର ହେଲେ ମାନବାଧିକାର ଆୟୋଗ, ଚାରି ରାଜ୍ୟକୁ ମାଗିଲେ ରିପୋର୍ଟ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସୀମାରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଜାରି କୃଷକଙ୍କ ଆନ୍ଦୋଳନକୁ ନେଇ କଠୋର ଆଭିମୁଖ୍ୟ ଆପଣେଇଛନ୍ତି ଜାତୀୟ ମାନବାଧିକାର ଆୟୋଗ । ଆୟୋଗ ବିରୋଧ ପ୍ରଦର୍ଶନ କାରଣରୁ…
ଭଲ ମାର୍କ ରଖିଥିବାରୁ ବାପା ଦେଇଥିଲେ ସ୍ମାର୍ଟଫୋନ୍, Free Fire ଗେମରେ ଗଲା ପୁଅର ଜୀବନ
କୋଲକାତା: ଅନଲାଇନ୍ ଗେମ୍ ଏବେ ପିଲାମାନଙ୍କ ଏକ ବଡ଼ ସମସ୍ୟା ପାଲଟିଛି । ଆଜି କାଲିକା ପିଲା ମାନେ ମୋବାଇଲ୍ ଫୋନ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । ତେବେ ଏହାରି ମଧ୍ୟରେ ଫ୍ରୀ ଫାୟାର୍ ଗେମ୍ ଗୋଟିଏ ପିଲାର ଜୀବନ ନେଇଛି…