Browsing Category
ଦେଶ
କୁଲରରେ ପାଣି ଭର୍ତ୍ତି କରିବା ନେଇ ସରକାରଙ୍କ କଟକଣା , ଜାଣନ୍ତୁ କାରଣ
ଫିରୋଜାବାଦ: ଉତ୍ତରପ୍ରଦେଶରେ କରୋନାର ଲହର କମିଛି ସତ, କିନ୍ତୁ ଡେଙ୍ଗୁ-ମ୍ୟାଲେରିଆ ମାମଲା ବଢ଼ିବାରେ ଲାଗିଛି । ବର୍ଷା ଯୋଗୁଁ ଅନେକ ଜାଗାରେ ପାଣିର ନିଷ୍କାସନ ହୋଇପାରୁନଥିବା କାରଣରୁ ଅପରିଷ୍କାର ପାଣି ଜମା ହୋଇ ରହୁଛି…
କେରଳରେ ବଢ଼ୁଛି କରୋନା ପ୍ରକୋପ: ଏକାଦଶ ଅଫ୍ଲାଇନ୍ ପରୀକ୍ଷାରେ ରୋକ୍ ଲାଗାଇଲେ ସୁପ୍ରିମକୋର୍ଟ, କହିଲେ ପିଲାଙ୍କୁ କୌଣସି ପ୍ରକାରର ବିପଦରେ…
ନୂଆଦିଲ୍ଲୀ : କେରଳରେ କରୋନା ପ୍ରକୋପ ଦ୍ରୁତ ଗତିରେ ବଢୁଥିବାରୁ ସୁପ୍ରିମକୋର୍ଟ ସେପ୍ଟେମ୍ବର ୬ରୁ ସେପ୍ଟେମ୍ବର ୧୧ ତାରିଖ ମଧ୍ୟରେ ଏକାଦଶ ଶ୍ରେଣୀର ଅଫଲାଇନ୍ ପରୀକ୍ଷା କରାଇବା ଆଦେଶ ଉପରେ ରୋକ୍ ଲଗାଇଛନ୍ତି ।…
ସାଙ୍ଗର ଥିଲା ଅବିକଳ ଚେହେରା: ପରକୀୟ ପ୍ରିତୀ ପାଇଁ ସାଙ୍ଗ ସହିତ ପତ୍ନୀ ଓ ଛୁଆକୁ ମାରିଥିଲା ପିଶାଚ; DNA ମ୍ୟାଚରୁ ଧରିଲା ପୋଲିସ
ନୂଆଦିଲ୍ଲୀ: ପର୍ଫେକ୍ଟ କ୍ରାଇମ ନାମରେ କିଛି ଜିନିଷ ନଥାଏ । ୩ ବର୍ଷ ତଳେ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଶେରଲକ ହୋମ୍ସରେ ଏକ ଡାଏଲଗ ପରି ପର୍ଫେକ୍ଟ କ୍ରାଇମ ପରି…
ପାରାଲିମ୍ପିକ୍ସ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ପାରାଲିମ୍ପିକ୍ସ ବିଜେତାଙ୍କୁ ଭେଟିବାକୁ ଯାଉଛନ୍ତି । ଟୋକିଓ-୨୦୨୦ରେ ଦମଦାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି ।…
ଟିକା ନେଲେ ମିଳିବ ମଦ, ଏଭଳି କିଛି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ
ଚେନ୍ନାଇ: ଟିକାକରଣକୁ ନେଇ କଠୋର ହେଲା ତାମିଲନାଡୁ ନୀଲଗିରିସ୍ ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ଏଣିକି ଟିକାର ଦୁଇଟି ଡୋଜ ନେଇଥିଲେ ହିଁ ମଦ ମିଳିବ ନଚେତ୍ ନାହିଁ । ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ…
୧୭ ବର୍ଷର ଯୁବତୀ ସହିତ ଗଣଦୁଷ୍କର୍ମ, ସମ୍ପର୍କୀୟଙ୍କ ସମେତ ତିନି ଗିରଫ
ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ଠାରେ ଜଣେ ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ କରାଯାଇଛି । ୧୭ ବର୍ଷର ଯୁବତୀଙ୍କ ସାମୁହିକ ଦୁଷ୍କର୍ମ ହୋଇଥିବା ଜଣାପଡ଼ିଛି । ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଏଥିରେ…
Twitterରେ ଗାଳି-ଗୁଲଜ କଲେ ଏତିକି ଦିନ ଭିତରେ ବନ୍ଦ ହୋଇଯିବ ଆକାଉଣ୍ଟ୍
ନୂଆଦିଲ୍ଲୀ: ଏଣିକି ଟୁଇଟର୍ ରେ ଗାଳି ଗୁଲଜ କରିବା ଭାରୀ ପଡ଼ିପାରେ । କାରଣ ଟୁଇଟର୍ ଏମିତି ଏକ ଫିଚର୍ ନେଇ ଆସିଛି ଯାହା ଅଧୀନରେ ଯଦି କୌଣସି ବ୍ୟକ୍ତି ଖରାପ ଭାଷାର ବ୍ୟବହାର କରୁଛି ତେବେ ସେମାନଙ୍କ ଆକାଉଣ୍ଟ୍ ସାତ ଦିନ…
ଯୁବତୀଙ୍କ ପେଟରୁ ବାହାରିଲା ୨ କେଜି ବାଳ; ଦେଢ ଘଣ୍ଟା ନାକେଦମ ହେଲେ ଡ଼ାକ୍ତର
ନୂଆଦିଲ୍ଲୀ: ଝିଅଟିର ପେଟରୁ ୨ କେଜିର ବାଳ ବାହାରିଛି । ଅପରେସନ କରୁଥିବା ଡାକ୍ତର ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏପରି ଅଜବ ଘଟଣା ଉତ୍ତରପ୍ରଦେଶର ବଳରାମପୁରରେ ଦେଖିବାକୁ ମିଳିଛି । ପେଟ ଯନ୍ତ୍ରଣା…
ଜନ୍ମାଷ୍ଟମୀ ଉପବାସ ରଖିବାରୁ ପିଲାଙ୍କୁ ମାଡ଼ ମାରିଲେ ଶିକ୍ଷକ, ହେଲେ ନିଲମ୍ବିତ
ଛତିଶଗଡ଼: ଏକ ସରକାରୀ ସ୍କୁଲର ଶିକ୍ଷକ ଜନ୍ମାଷ୍ଟମୀ ଅବସରରେ ଉପବାସ ରଖିବାରୁ ଛାତ୍ରୀଙ୍କୁ ମାଡ଼ ମାରିଛନ୍ତି ଓ ପରେ ସ୍କୁଲରୁ ନିଲମ୍ବିତ କରିଛନ୍ତି । ଏନେଇ ଗୁରୁବାର ଦିନ ସୂଚନା ଦିଆଯାଇଛି । ଏହିଭଳି ଘଟଣା ଦେଖିବାକୁ…
ବିଧାନସଭା ତଳେ ଠାବ ହେଲା ସୁଡଙ୍ଗ, ଲାଲକିଲ୍ଲା ପର୍ଯ୍ୟନ୍ତ ଯାଇଛି ଏହି ଗୁପ୍ତରାସ୍ତା
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଗୁରୁବାର ଦିନ ଏକ ସୁଡ଼ଙ୍ଗ ଠାବ ହୋଇଛି । ବିଧାନସଭା ଅଧ୍ୟକ୍ଷ ରାମ ନିବାସ ଗୋୟଲ୍ କହିଛନ୍ତି ଯେ, ବିଧାନସଭା ଓ ଲାଲକିଲ୍ଲାକୁ ଏହି ସୁଡଙ୍ଗ ଯୋଡ଼ୁଛି । ସୁଡ଼ଙ୍ଗଟି ବ୍ରିଟିଶ୍ ଶାସନକାଳର…