Browsing Category
ଦେଶ
ଅନଲାଇନ୍ କ୍ଲାସରେ ସହ ହୋମୱାର୍କର ଚାପ; ବିରକ୍ତ ହୋଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଅଭିଯୋଗ କଲେ କୁନି ଝିଅ, ଭିଡିଓ ସୋସିଆଲ ମିଡ଼ିଆରେ…
ନୂଆଦିଳ୍ଲୀ (ଓଡ଼ିଶା ଭାସ୍କର): ଭାରତରେ କରୋନା ଦ୍ବିତୀୟ ଲହରୀ ଆତଙ୍କ ଖେଳାଇଛି। ଭୟର ବାତାବରଣ ମଧ୍ୟରେ ଦେଶବାସୀ ଗୃହବନ୍ଦୀ ଜୀବନ ବିତାଉଛନ୍ତି। ଏଥି ମଧ୍ୟରେ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ସଟ୍ଡାଉନ୍ ଓ ନାଇଟ୍…
କାଳ ହେଲା ମେ’ ମାସ: ହୋଇଛି ସର୍ବାଧିକ କରୋନା ସଂକ୍ରମିତଙ୍କ ମୃତ୍ୟୁ, ସଂଖ୍ୟା ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହରରେ ମୃତ୍ୟୁହାର ସବୁଠାରୁ ଅଧିକ ରହିଛି । ବିଭିନ୍ନ ରାଜ୍ୟରେ ଲକଡାଉନ୍ ଲାଗୁ ହୋଇଥିଲେ ସୁଦ୍ଧା ମୃତ୍ୟୁହାରରେ ଲଗାମ ଲାଗି ପାରୁନାହିଁ । ହଁ ଏହା ସତ ଯେ ନୁତନ ସଂକ୍ରମଣ ମାମଲା…
ନକ୍ସଲ କମାଣ୍ଡରରୁ କଂଗ୍ରେସ ବିଧାୟିକା ପର୍ଯ୍ୟନ୍ତ ସାଥୀକ୍କାଙ୍କ ଯାତ୍ରା, ଜାଣନ୍ତୁ ଗରିବଙ୍କ ଦୁଃଖ ଦୂର କରିବାକୁ କିପରି ଥିଲା ତାଙ୍କ ସଂଘର୍ଷ
ତେଲେଙ୍ଗାନା: ନକ୍ସଲ କମାଣ୍ଡରରୁ କଂଗ୍ରେସ ନେତା ସାଜିଥିବା ଦନସାରୀ ଅନୁସୂୟା ତଥା ସାଥୀକ୍କା ଆଜି ସାରା ଦେଶର ନାଗରିକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଦିନ ଥିଲା ସେ ମାଓ ବୋର୍ଡରରେ ଜଣେ ନକ୍ସଲ କମାଣ୍ଡର ହିସାବରେ…
କରୋନା ପଜିଟିଭ ମା’ କୋଳରୁ ଜନ୍ମ ନେଇ ମୃତ୍ୟୁକୁ ହରାଇଲା ନବଜାତ ଶିଶୁ, କିନ୍ତୁ…
ଗୁଜରାଟ: ଦେଶରେ କରୋନାର ଦ୍ୱିତୀୟ ଲହର କମିବାରେ ଲାଗିଥିବା ବେଳେ ଏଭଳି କିଛି ମାମଲା ସାମ୍ନାକୁ ଆସୁଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । କରୋନାରେ ବୟସ୍କ ଓ ଯୁବପିଢିମାନଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା…
ମାତ୍ର ୨୨ ଦିନରେ ଗୋଟିଏ ପରିବାରର ୬ ଜଣଙ୍କ ମୁଣ୍ଡନେଲା କରୋନା
ନୂଆଦିଲ୍ଲୀ: ଦୁଇବର୍ଷ ହେଲା ବିଶ୍ୱରେ ନିଜର କାୟା ମେଲାଇ ଚାଲିଛି ମହାମାରୀ କରୋନା । ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ମହାମାରୀ କରୋନା ଭାଇରସ୍ କବଳରେ ଛଟପଟ ହେଉଛନ୍ତି ଏବଂ ଗୋଟିଏ ପରେ ଗୋଟିଏ ପ୍ରାଣ ନେଲାଣି…
କୋଭିଡର ଆର୍ଥିକ ପ୍ରଭାବ: ରୋଜଗାର ହରାଇଲେ ଏକ କୋଟି ଲୋକ, ୯୭ % ପରିବାରଙ୍କ ଆୟ ହ୍ରାସ
ନୂଆଦିଲ୍ଲୀ : କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହର ଦେଶକୁ ତଳିତଳାନ୍ତ କରିବା ସହ ଲୋକଙ୍କ ରୋଜଗାର ଉପରେ ଜୋରଦାର ପ୍ରହାର କରିଛି । ଦ୍ୱିତୀୟ ଲହର କାରଣରୁ ଦେଶରେ ଏକ କୋଟିରୁ ଅଧିକ ଲୋକଙ୍କୁ ଚାକିରି ହରାଇବାକୁ ପଡିଛି…
ସାଗର ହତ୍ୟା ମାମଲାରେ ବଢିବାରେ ଲାଗିଛି ସୁଶୀଲଙ୍କ ଅଡୁଆ, ବନ୍ଧୁକ ଲାଇସେନ୍ସ ରଦ୍ଦ କଲା ଦିଲ୍ଲୀ ପୋଲିସ
ନୂଆଦିଲ୍ଲୀ : ସାଗର ରାଣା ହତ୍ୟା ମାମଲାରେ ଅଲିମ୍ପିକ ପଦକ ବିଜେତା କୁସ୍ତି ଯୋଦ୍ଧା ସୁଶୀଲ କୁମାରଙ୍କ ଅଡୁଆ ବଢିବାରେ ଲାଗିଛି । ଦିଲ୍ଲୀ ତାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି । ଏବେ…
୧୭ ବର୍ଷର ଛାତ୍ର ସହ ଛୁ’ ମାରିଲେ ଶିକ୍ଷୟିତ୍ରୀ, ଟ୍ୟୁସନ୍ ବାହାନାରେ ଚାଲିଥିଲା ଲୁଚା-ଛପା ପ୍ରେମ
ପାନୀପତ: ଆଧୁନିକ ଯୁଗରେ ଗୁରୁ-ଶିଷ୍ୟଙ୍କ ପବିତ୍ର ସମ୍ପର୍କ କଳୁଷିତ ହେବାରେ ଲାଗିଛି । ସେହିପରି ଏକ ଘଟଣା ହରିୟାଣାର ପାନିପତ ସହରରୁ ଆସିଛି , ଯେଉଁଠି ଜଣେ ସ୍କୁଲ ଶିକ୍ଷୟତ୍ରୀ ନିଜର ୧୭ ବର୍ଷର ଛାତ୍ରଙ୍କୁ ପ୍ରେମ…
ପ୍ରଧାନମନ୍ତ୍ରୀଙ୍କ ମିଟିଂ ପ୍ରତ୍ୟାଖ୍ୟାନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୂର୍ବରୁ ଦେଇଥିଲେ ସଂକେତ
କୋଲକାତା: ପଶ୍ଚିମବଙ୍ଗକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ସାମ୍ନାକୁ ଆସିବାରେ ଲାଗିଛି । ଗତ କିଛିଦିନ ଧରି ଗୋଟିଏ ଚର୍ଚ୍ଚା ମଧ୍ୟ ଥମୁନାହିଁ । ବାତ୍ୟା ୟଶ୍ ସମ୍ପର୍କିତ କ୍ଷୟକ୍ଷତିର ସମୀକ୍ଷା ନେଇ ପ୍ରଧାନମନ୍ତ୍ରୀ…
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସରକାରୀ ଗାଡ଼ି ଭିତରେ ବସି ମଦ ପିଉଥିବା ବେଳେ ଧରାପଡ଼ିଲେ ୩ ଯୁବକ: ଭିଡିଓ ହେଲା ଭାଇରାଲ୍
ଭୋପାଳ: ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଭୁରାମ ଚୌଧୁରୀଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି । ମନ୍ତ୍ରୀଙ୍କର ୩ ଜଣ କର୍ମଚାରୀ ସରକାରୀ ଗାଡ଼ି ଭିତରେ ବସି ମଦ୍ୟପାନ କରୁଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାକୁ…