Browsing Category
ରାଜ୍ୟ
OAS ସ୍ତରରେ ଅଦଳବଦଳ, ରବୀନ୍ଦ୍ର କୁମାର ମିଶ୍ର ହେଲେ ବ୍ରହ୍ମପୁର ତହସିଲଦାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ୧୯ ଜଣ ଓଏଏସଙ୍କୁ ବଦଳି କରାଯାଇଛି । ସିପକ ପାତ୍ରଙ୍କୁ ଦିଗପହଣ୍ଡି,…
ପିପିଲି ଉପନିର୍ବାଚନ: ବିଜେପି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି । ବିଜେପି ପିପିଲି ପାଇଁ ମୋଟ ୨୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିବା ବେଳେ ଲିଷ୍ଟରେ ୩ ଜଣ…
ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍
ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢ଼ିବାରେ ଲାଗିଛି । ଏହି କାରଣରୁ ଆଜି ପୁଣି ଡ୍ରାମର ୬ଟି ଗେଟ୍ ଖୋଲାଯାଇଛି । ଉପରମୁଣ୍ଡରେ ବର୍ଷା ଯୋଗୁଁ ଗେଟ୍ ଖୋଲାଯାଇଛି ।…
ଆଜିଠାରୁ JEE ଆଡଭାନ୍ସଡ ପଞ୍ଜୀକରଣ
ନୂଆଦିଲ୍ଲୀ: ଆଜି ଅପରାହ୍ଣରୁ ଆରମ୍ଭ ହେଉଛି ଜେଇଇ ଆଡଭାନ୍ସଡ ପଞ୍ଜୀକରଣ । ଆଇଆଇଟି ନାମଲେଖା ପାଇଁ ଅକ୍ଟୋବର ୩ରେ ହେବ ଜେଇଇ ଆଡଭାନ୍ସଡ ପରୀକ୍ଷା । ଜେଇଇ ମେନ୍ର ପ୍ରଥମ ୨.୫ ଲକ୍ଷ ରାଙ୍କକୁ ପଞ୍ଜୀକରଣ ପାଇଁ ଅନୁମତି…
ପାଣିଘେରରେ ଦଳିତ ପରିବାର: ପାଣି ନିଷ୍କାସନ ନ କରିବାକୁ ଫାଣ୍ଡି ଅଧିକାରୀଙ୍କ ନିର୍ଦ୍ଦେଷ ! ଅଧାପାଣି ନିଷ୍କାସନ କରି ଫେରିଗଲା ଅଗ୍ନିଶମ ଟିମ୍
ନିମାପଡା (ଭାସ୍କର ନ୍ୟୁଜ୍): ନିମାପଡା ହଜିଗଲା ମାନବିକତା ପାଣିରେ ରହି ଉଦ୍ଧାର ପାଇଲେନି ଦଳିତ ପରିବାର, ରାଜନୈତିକ ଚାପରେ ପୋଲିସ୍ ବନ୍ଦ କଲା ପାଣି ନିଷ୍କାସନ । ଯାହାକୁ ନେଇ ଏକ ଦଳିତ ପରିବାର ପ୍ରତି ପ୍ରଶାସନ…
ଓଡ଼ିଶାରୁ ପୁଣି ବାହାରିଲେ ୪୫୭ ପଜିଟିଭ
ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇବାରେ ଲାଗିଛି । ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି…
DRDO ତଥ୍ୟ ଲିକ୍ ସହିତ ହନି ଟ୍ରାପ୍ ଲିଙ୍କ୍ ସୂଚନା
ଚାନ୍ଦିପୁର: ବାଲେଶ୍ୱର ଚାନ୍ଦିପୁର DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଆସିଛି ନୂଆ ତଥ୍ୟ । ଏହି ଘଟଣା ସହିତ ହନି ଟ୍ରାପ୍ ଲିଙ୍କ ଥିବା ସୂଚନା ମିଳିଛି । ଗିରଫ ହୋଇଥିବା ୪ ଅଭିଯୁକ୍ତ ଜଣେ ମହିଳାଙ୍କ ସହ…
ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣା: ୨ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍ ଜାରି, ଆଜି ଥାନାରେ ହାଜର ହେବେ
କଟକ (ଭାସ୍କର ନ୍ୟୁଜ୍): ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାରେ ମଙ୍ଗଳାବାଗ ଥାନା ପୋଲିସ୍ ଦୁଇ ଜଣ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍ ଜାରି କରିଛି । ଦୁଇ ଜଣ ୱେବ୍ ସାମ୍ବାଦିକ ହେଲେ…
୧୯ରେ ଆସୁଛି ଆଉ ଏକ ଲଘୁଚାପ, ୧୭ରୁ ବର୍ଷା ସମ୍ଭାବନା
ଭୁବନେଶ୍ବର (ଭାସ୍କର ନ୍ୟୁଜ୍): ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ଭୀଷଣ ଅବପାତ ରୂପ ନେବା ପରେ ଗତ ୩ ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷିଛି । ଗତ ୨୪ ଘଣ୍ଟା ହେବ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ବୁଧବାର…
ତାଳଚେର-ଅନୁଗୁଳ ରୁଟ୍ରେ ମାଲବାହୀ ଟ୍ରେନ୍ ଲାଇନ୍ଚ୍ୟୁତ ଘଟଣା: ଆଜି ଆଉ ୪ ଟ୍ରେନ୍ ବାତିଲ୍
ଅନୁଗୋଳ (ଭାସ୍କର ନ୍ୟୁଜ୍) : ସୋମବାର ବିଳମ୍ବିତ ରାତିରେ ତାଳଚେରରୋଡ୍ ଠାରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଲଗାଣ ବର୍ଷା ଯୋଗୁ ଭୋଗବେରଣୀ ନିକଟସ୍ଥ ଏକ ପୋଲ…