Browsing Category
ରାଜ୍ୟ
ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା’ ସମଲେଶ୍ୱରୀଙ୍କ ଠାରେ ଲାଗିହେବ ନବାନ୍ନ
ସମ୍ବଲପୁର, (ଭାସ୍କର ନ୍ୟୁଜ୍) :ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ପରମ୍ପରା ଅନୁସାରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ ପାଳିତ ହୋଇଥାଏ । ମା' ସମଲେଶ୍ୱରୀଙ୍କ ନିକଟରେ…
ସୁନା ପୁଅ ପ୍ରମୋଦଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର(ଓଡ଼ିଶା ଭାସ୍କର): ଓଡ଼ିଶାର ସୁନା ପୁଅ ତଥା ପାରା ଅଲମ୍ପିଆନ ପ୍ରମୋଦ ଭଗତ ଆଜି ଓଡ଼ିଶା ଫେରିଛନ୍ତି। ଭଗତ ଓଡ଼ିଶା ଫେରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ପ୍ରମୋଦଙ୍କୁ…
ଏହି ତାରିଖରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା: ସରକାରଙ୍କ ନୂଆଖାଇ ଭେଟି
ଭୁବନେଶ୍ବର (ଓଡ଼ିଶା ଭାସ୍କର): ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ…
ପାର୍ବଣକୁ ନେଇ ଏସଆରସି ଦେଲେ ସ୍ୱତନ୍ତ୍ର ଗାଇଡଲାଇନ୍, ପଢ଼ନ୍ତୁ ବିସ୍ତୃତ ଭାବରେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ରିଲିଫ୍ କମିଶନର ଆଜି ପାର୍ବଣ କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ପାର୍ବଣରେ କୋଭିଡ୍ ଗାଇଡଲାଇନ୍ କୁ ନେଇ ସୂଚନା ପ୍ରଦାନ କରିଛନ୍ତି । ନିୟମମାନି ନୂଆଖାଇ ପାଳନ…
ସାଢ଼େ ୪ଟାରେ କଣ କହିବେ ଏସଆରସି
ଭୁବେନଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ନ ସାଢ଼େ ୪ଟାରେ କହିବେ ସ୍ୱତନ୍ତ୍ର ରିଲିଫ୍ କମିଶନର୍ । କୋଭିଡ୍ ଗାଇଡଲାଇନ୍ ସମ୍ପର୍କିତ ବିବୃତ୍ତି ରଖିବା ସହିତ ପାର୍ବଣକୁ ନେଇ ବି କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇପାରନ୍ତି…
ଶ୍ରୀ ମନ୍ଦିରରେ ପ୍ରବେଶ ପାଇଁ ଫେକ୍ ଆରଟି ପିସିଆର ରିପୋର୍ଟ, ୧୨ ଜଣଙ୍କୁ ବାନ୍ଧିଲା ପୋଲିସ
ପୁରୀ : କରୋନାର ଦ୍ୱିତୀୟ ଲହର କମିବା ପରେ ପୁଣି ଥରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ମିଳିଛି । ଏଥିସହ ପୁଣି ଥରେ ଚଳଚଞ୍ଚଳ ହୋଇ ଉଠିଛି ବଡ ଦାଣ୍ଡ । ହେଲେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ…
ଓଡ଼ିଶାରେ ପହଞ୍ଚିଲେ ପ୍ରମୋଦ ଭଗତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ପହଞ୍ଚିଲେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ । ଟୋକିଓ ପାରାଲିମ୍ପିକ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରି ସେ ଆଜି ଓଡ଼ିଶାକୁ ଫେରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ…
ରାଜ୍ୟରେ ଅଢ଼େଇ କୋଟି ଟପିଲା ଟିକାକରଣ
ଭୁବନେଶ୍ୱର,(ଓଡିଶା ଭାସ୍କର): କରୋନା ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଠିକାକରଣରେ ଆଉ ଏକ ମାଇଲଖୁଣ୍ଟି ଅତିକ୍ରମ କରିଛି । ରାଜ୍ୟରେ ଅଢ଼େଇ କୋଟି ଟପିଛି ଟିକାକରଣ ।…
ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…
କୁପୋଷଣ ଓ କରୋନା ପାଇଁ ଜନସଚେତନତା ପଦଯାତ୍ରା
ମହାକାଳପଡ଼ା(ଓଡିଶା ଭାସ୍କର): କୁପୋଷଣ ଓ କରୋନା ପାଇଁ ଜନ ସଚେତନତା ପଦଯାତ୍ରା । ମା' ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘ, ଜାତୀୟ ସାମାଜିକ ସେବା ଓ ନେହେରୁ ଯୁବ ସଂଗଠନ ତରଫରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା…