Browsing Category

ରାଜ୍ୟ

ରାଜ୍ୟର ୧୨ ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ରାଜ୍ୟର ୧୨ଟି ଜିଲ୍ଲାରେ ହେବ ସେରୋଲୋଜିକାଲ ସର୍ଭେ । ରାଜ୍ୟ ସ୍ତରୀୟ ସେରୋଲୋଜିକାଲ ସର୍ଭେ ପାଇଁ ଆରଏମଆରସି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଭର…

ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳେ: ଆଜି ୭୨୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ…

ହିଞ୍ଜିଳି ଓ ଶେରଗଡ଼ରେ ୩୯ ସ୍କୁଲର ରୂପାନ୍ତରୀକରଣ କାମ ସମ୍ପୂର୍ଣ୍ଣ: ୨୧ରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ୍‌ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ଼ ଗସ୍ତ କରି…

୨୩ ଯାଏ ବଢ଼ିଲା ଚାଷୀ ନାମ ପଞ୍ଜୀକରଣ ସମୟସୀମା,ଏବେ ସୁଦ୍ଧା ୧୦ ଲକ୍ଷ ୧୪ ହଜାର ଚାଷୀ ପଞ୍ଜୀକୃତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ଚଳିତ ଖରିଫ ଧାନସଂଗ୍ରହ ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜୀକରଣର ସମୟସୀମାକୁ ଅଗଷ୍ଟ ୨୩ ତାରିଖକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଅଗଷ୍ଟ ୧୬ ତାରିଖ ପଞ୍ଜୀକରଣ ଶେଷ ତାରିଖ ଥିଲା…

ଆଜି ପୁରୁଷ ଓ ମହିଳା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ, ଉଭୟ ଦଳର କ୍ରୀଡାବିତଙ୍କୁ ସ୍ୱାଗତ ପାଇଁ ହୋଇଛି ସ୍ୱତନ୍ତ୍ର…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଆଜି ଭୁବନେଶ୍ୱର ଆସୁଛନ୍ତି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ବିଜେତା ପୁରୁଷ ହକି ଦଳ ଏବଂ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ଟିମ୍। ଉଭୟ ପୁରୁଷ ଓ ମହିଳା ଦଳକୁ ସମ୍ବର୍ଦ୍ଧିତ…

୯ରୁ ୧୮ ବର୍ଷ ବୟସ୍କଙ୍କୁ ସଂକ୍ରମଣ ଭୟ ଅଧିକ : ଡିଏମଇଟି

ଭୁବନେଶ୍ୱର (ଭସ୍କର ନ୍ୟୁଜ୍‌): ଜୁଲାଇ ୨୧ ତାରିଖର ପିଆଇବି ବୁଲେଟିନ ଅନୁସାରେ ଦେଶର ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି । ୯ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଅଧିକ ଭୟ ରହୁଛି । ଅନେକ ଆକ୍ରାନ୍ତ ଶିଶୁ ଲକ୍ଷଣ…

୧୨ ଜିଲ୍ଲାରେ ସେରୋ ସର୍ଭେ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସେରୋଲୋଜିକାଲ ସର୍ଭେ ପାଇଁ ଚିଠି । ଏନେଇ ଆରଏମଆରସି ନିର୍ଦ୍ଦେଶକଙ୍କୁ ଏସିଏସଙ୍କ ଚିଠି । ରାଜ୍ୟର ୧୨ଟି ଜିଲ୍ଲାରେ କରାଯିବ ସେରୋଲୋଜିକାଲ ସର୍ଭେ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା,…

ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ଦ୍ୱିତୀୟ; ପ୍ରଥମ ସ୍ଥାନରେ ଷ୍ଟାଲିନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସୋମବାର ପ୍ରକାଶ ପାଇଛି ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ…

ଘୋଷଣା ହେଲା ଜାତୀୟ ହସ୍ତଶିଳ୍ପ ପୁରସ୍କାର, ଓଡ଼ିଶାରୁ ପାଇବେ ୯ ଜଣ

ଭୁବନେଶ୍ୱର: ୨୦୧୮ ମସିହା ପାଇଁ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଘୋଷଣା । ଓଡ଼ିଶାରୁ ଏହି ପୁରସ୍କାର ପାଇବାକୁ ୯ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨ ଜଣଙ୍କୁ ଶିଳ୍ପଗୁରୁ, ୫ ଜଣଙ୍କୁ ଜାତୀୟ ହସ୍ତଶିଳ୍ପ, ୨ ଜଣ ଜାତୀୟ…

ଭାରୋତ୍ତଳନରେ Utkal କରାଟେ ସ୍କୁଲର ଦୁଇ ଜଣଙ୍କୁ ପଦକ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପଞ୍ଜାବର ପଟିଆଲା ଠାରେ ଚାଲିଥିବା ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଖେଲୋ ଇଣ୍ଡିଆ ଏକାଡେମୀ ଆକ୍ରିଡେଶନ ପାଇଥିବା ଉତ୍କଳ କରାଟେ ସ୍କୁଲର ଦୁଇ ଟ୍ରେନି ମୋନାଲି ସାହୁ ଓ ପୁନିତ ଚନ୍ଦ୍ର…