Browsing Category

ରାଜ୍ୟ

ଗଞ୍ଜାମରେ ୩୯ ସ୍କୁଲର ରୂପାନ୍ତରୀକରଣ ସମ୍ପୂର୍ଣ୍ଣ; ଛାତ୍ରଛାତ୍ରୀଙ୍କ ସହ ଭିଡ଼ିଓ କଲରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍ ୧୫ ଓ ୧୬ ତାରିଖ ଦୁଇ ଦିନ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ଗସ୍ତ କରି…

୬ ମାସରେ ଭୁବନେଶ୍ୱରରେ ହେବ ଆନ୍ତର୍ଜାତୀୟ ରେଲୱେ ଷ୍ଟେସନ?

ଓଡ଼ିଶା ଭାସ୍କର ବ୍ୟୁରୋ: ମାତ୍ର ୬ ମାସରେ ଭୁବେନଶ୍ୱରେ ହେବ ଆନ୍ତର୍ଜାତୀୟ ରେଲୱେ ଷ୍ଟେସନ? ଏକଥା ଆମେ କହୁନୁ ଏହା ଦସ୍ତାବିଜ କହୁଛି । ତେବେ ଏହା କିପରି ହେବ? କେଉଁଠି ହେବ? ଆଉ କିଏ କରିବ? ତାକୁ ନେଇ ଉଠିଛି ପ୍ରଶ୍ନ ।…

ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନ ନେଇ ସୋମବାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ହୋଇଛି ଚିଠି । ଏଥର…

ପୁଣି କୋଟିଆ ଉପରେ ଆନ୍ଧ୍ରର ଆଖି, ସାଲୁର୍ ବିଧାୟକ କଲେ କାର୍ଯ୍ୟକ୍ରମ!

କୋରାପୁଟ(ଓଡ଼ିଶା ଭାସ୍କର): ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ଫାଟୁସିନେରୀଠାରେ ଆନ୍ଧ୍ରର ଜଣେ ବିଧାୟକ ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି । ସୋମବାର ଆନ୍ଧ୍ରପ୍ରଦେଶର…

୩ କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଜିପିଙ୍କ ନିକଟରେ ଆଜି ଛତିଶଗଡ଼ର ତିନି କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏନେଇ ପ୍ରେସମିଟ୍ କରି ପୋଲିସ୍ ମହାନିର୍ଦ୍ଦେଶକ ଅଭୟ ସୂଚନା ଦେଇଛନ୍ତି । ତେବେ ଆତ୍ମସମର୍ପଣ…

୨କୋଟି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବନ୍ଧାହେଲେ ୩ ଜଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱର ଜିଲ୍ଲା ସମ୍ପ୍ରତି ଧଳା ଜହରର ହବ୍ ପାଲଟି ଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବ୍ରାଉନ ସୁଗାର୍ ଜବତ ହେଉଛି । ପଡ଼ୋଶୀ ରାଜ୍ୟର ମାଫିଆମାନେ…

ପାପ ସମ୍ପର୍କର କୁପରିଣତି: ଦୁଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ପରେ ୨ ନବଜାତ ଶିଶୁଙ୍କୁ ହତ୍ୟା, ପର୍ଦ୍ଦାଫାସ କଲା ପୋଲିସ

କଳାହାଣ୍ଡି(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମକୁ ସମସ୍ତେ ଖେଳ ଭାବିବାରେ ଲାଗିଛନ୍ତି । ଏଥିପାଇଁ କିଏ ଜୀବନ ଦେଉଛି ତ ଆଉ କିଏ ଜୀବନ ନେଇଛି । ସେହିପରି କଳାହାଣ୍ଡିରୁ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ…

ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ଆସିଲା ନୂଆ ଆପ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ ହୋଇଛି । ଲଞ୍ଚ ହୋଇଥିବା ନୂଆ ଆପ୍ଲିକେସନର ନାଁ ହେଉଛି ‘ସରଇ’ । ଏହି ଆପ୍ଲିକେସନ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ଦେଇପାରିବେ…

୭୫ତମ ସ୍ଵାଧୀନତା ଦିବସରେ ସ୍ୱାବଲମ୍ବୀ ହେବାର ସ୍ୱପ୍ନ ସାକାର କଲା ସାଇଶକ୍ତି ମହାସଂଘ

ଭୁବନେଶ୍ୱର: ବଡଗଡ ବ୍ରିଟ କଲୋନୀ ସାଇ ଶକ୍ତି   ମହାସଂଘ ର ମହିଳା ମାନେ ଭିନ୍ନ ଉପାୟରେ ଆଜିର ୭୫ତମ ସ୍ଵାଧୀନତା ଦିବସ ପାଳନ କରିଛନ୍ତି । "ଆମ କର୍ମ ଆମ ସ୍ବାଭିମାନ,ମୋ ସମିତି ମୋ ପରିବାର" କୁ ମୂଳ ମନ୍ତ୍ର ଭାବେ ବିଚାର…

୧୪୨ ବର୍ଷରେ ସବୁଠୁ ଗରମ ମାସ ଜୁଲାଇ, ଇତିହାସର ୧୦ଟି ଗରମ ବର୍ଷରେ ସାମିଲ୍ ହେବ ୨୦୨୧

ଓଡ଼ିଶା ଭାସ୍କର ବ୍ୟୁରୋ: ମୌସୁମୀର ନିୟମିତ ବର୍ଷା ଏ ଯାଏଁ ମିଳିନି ଓଡ଼ିଶାକୁ । ଧାରା ଶ୍ରାବଣ ମାସ ବୋଲି ଯାହା କୁହାଯାଏ, ତାହା ଚଳିତ ବର୍ଷ ଭୁଲ୍ ବୋଲି ପ୍ରମାଣିତ କରିଦେଇଛି । ଫ୍ୟାନ୍-ଏସି ନଦେଲେ ସମ୍ଭାଳି ହେଉନି…