Browsing Category
ରାଜ୍ୟ
ଭୋଗିଲେ ୫ ବର୍ଷ, ତାପରେ ପ୍ରେମିକାକୁ ଛାଡ଼ି ଛୁ
କବିସୂର୍ଯ୍ୟନଗର(ଓଡ଼ିଶା ଭାସ୍କର): ଗୁଜରାଟରେ ପ୍ରେମ ହେଲା, ହେଲେ ପରିସ୍ଥିତି ଏଭଳି ହେଲା ଯେ ଗଞ୍ଜାମରେ ମାମଲା ପହଞ୍ଚିଲା । ଏଭଳି ଏକ ଘଟଣା କବିସୂର୍ଯ୍ୟନଗର ଥାନାରେ ପହଞ୍ଚିଛି । ଦୀର୍ଘ ୫ ବର୍ଷ ଧରି ଶାରୀରିକ…
ରାସ୍ତାକଡ଼ ଗଛରେ ପିଟିହେଲା କାର୍, ୨ ଜଣଙ୍କ ଜୀବନ ଚାଲିଗଲା
କଟକ(ଓଡ଼ିଶା ଭାସ୍କର): କଟକ-ପାରାଦୀପ ରାସ୍ତାର ତାଳଦଣ୍ଡା ନିକଟ ଚୌଧୁରୀଗଡ଼ା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ ଗଛରେ ପିଟି ହେଲା କାର୍ । ଫଳରେ ଘଟଣାସ୍ଥଳରେ କାର୍ ଡ୍ରାଇଭର ସହ ଦୁଇ ଜଣଙ୍କ ଶୋଚନୀୟ…
ରାଜ୍ୟ କ୍ୟାବିନେଟର ୧୫ ପ୍ରସ୍ତାବକୁ ଅନୁମତି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ । ଓଡ଼ିଶା ଷ୍ଟେଟ ୱାଇଡ୍ ଏରିଆ…
ବଞ୍ଜାରୀ ଘାଟି ନିକଟରୁ ମିଳିଲା ୭ଟି ଆଇଇଡି, ଯବାନ ନେଲେ ତୁରନ୍ତ ଆକ୍ସନ
ଭବାନୀପାଟଣା(ଓଡ଼ିଶା ଭାସ୍କର): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ପୋଖରୀବନ୍ଧଠାରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥରୁ ଜବତ ହୋଇଛି ଶକ୍ତିଶାଳୀ ବିସ୍ଫୋରକ ସାମଗ୍ରୀ । କିଡିଙ୍ଗ ଠାରୁ…
ଗରିବ, ମହିଳା, କିନ୍ନର ଓ ଦିବ୍ୟାଙ୍ଗଙ୍କୁ ମିଳିବ ସିଧାସଳଖ ନିଯୁକ୍ତି; ଆରମ୍ଭ ହେଲା ନୂଆ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସହରାଞ୍ଚଳର ଗରିବ, ସମ୍ବେଦନଶୀଳ ଗୋଷ୍ଠୀ, ମହିଳା, କିନ୍ନର ଓ ଭିନ୍ନକ୍ଷମଙ୍କୁ ମିଳିବ ସିଧାସଳଖ କର୍ମନିଯୁକ୍ତି । ମଝିରେ ରହିବେନି କଣ୍ଟ୍ରାକ୍ଟର କି ଠିକାଦାର । ଏଭଳି ନୂଆ ଯୋଜନା…
ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଳୁ ଶ୍ରେଣୀଗୃହ ପାଠପଢ଼ାର ସୁବିଧା
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଚଳିତ ମାସ ୨୬ ଜୁଲାଇ ଠାରୁ ଶ୍ରେଣୀଗୃହରେ ଶିକ୍ଷାଦାନ ନିଷ୍ପତ୍ତିକୁ ଅଖିଳ ଭାରତ ଛାତ୍ରସଂଘ(ଏ.ଆଇ.ଏସ୍.ଏଫ୍) ସ୍ୱାଗତ କରିଛି ଓ ରାଜ୍ୟ…
ତିନି ରଥର ଦକ୍ଷିଣମୋଡ଼
ପୁରୀ: ଜନ୍ମବେଦୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା । ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ଯାଇଥିବା ମହାପ୍ରଭୁ ଫେରିବେ ରତ୍ନବେଦୀକୁ । ଏଥିପାଇଁ ଆରମ୍ଭ ହୋଇଛି ବାହୁଡ଼ାଯାତ୍ରା ପ୍ରସ୍ତୁତି । ପ୍ରଥା ଓ…
ରାଣୀଡୁଡୁମା ପେଟ୍ରୋଲ ପମ୍ପରୁ ୭ ଲକ୍ଷ ଲୁଟ୍, କର୍ମଚାରୀଙ୍କ ଠାରୁ ଝାମ୍ପିନେଲେ
କୋରାପୁଟ(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକରେ ଥିବା ରାଣୀ ଡୁଡୁମା ପେଟ୍ରୋଲ୍ ପମ୍ପରୁ ୭ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । କର୍ମଚାରୀଙ୍କଠାରୁ ହଠାତ୍ ଝାମ୍ପି ନେଲେ ୭ ଲକ୍ଷ ଟଙ୍କା ।…
ସ୍କୁଲ ଆସିବେ ଦଶମ ଓ ଦ୍ୱାଦଶ ଛାତ୍ର; ଜାଣନ୍ତୁ କେବେଠୁ
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଦେଢ ବର୍ଷ କାଳ ବନ୍ଦ ଗରହିବା ପରେ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ପାଠପଢା । ଦଶମ ଓ ଦ୍ୱାଦଶ ଶ୍ରେଣୀର ପାଠପଢା ଏଣିକି ସ୍କୁଲରେ କରାଯିବ । ଆସନ୍ତା ଜୁଲାଇ ୨୬ ତାରିଖରୁ ସ୍କୁଲ ଖୋଲିବ…
ମାଟ୍ରିକ୍ ଅଫଲାଇନ ପରୀକ୍ଷା ଦେବେ ୨୨୪୪ ଛାତ୍ରଛାତ୍ରୀ,ଜାଣନ୍ତୁ ଆଉ କଣ କହିଲେ ଗଣଶିକ୍ଷା ସଚିବ
ଭୁବନେଶ୍ଵର(ଓଡ଼ିଶା ଭାସ୍କର): ଆସନ୍ତା ଜୁଲାଇ ୨୬ ତାରିଖରୁ ସ୍କୁଲ ଖୋଲିବ ବୋଲି ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ଶନିବାର ଘୋଷଣା କରିଛନ୍ତି । ସମସ୍ତ କରୋନା କଟକଣା ମାଧ୍ୟମରେ ଆରମ୍ଭ କରାଯିବ । ପ୍ରାରମ୍ଭିକ…