Browsing Category

ରାଜ୍ୟ

୨୦୨୩ ସୁଦ୍ଧା ବସ୍ତିମୁକ୍ତ ହେବ ଓଡ଼ିଶା: ପ୍ରତାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୩ ସୁଦ୍ଧା ଓଡ଼ିଶା ବସ୍ତି ମୁକ୍ତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୨୯୯୨ ବସ୍ତିରେ ପ୍ରାୟ ୭୦ ହଜାର ଲୋକଙ୍କୁ ଦିଆଯିବ…

‘ଆହାର’ ପାଇଁ ଅଡୁଆ ଖୁଚୁରା? ଖାଦ୍ୟ ବଦଳରେ ମିଳିଲା ମାଡ଼

ବାଲେଶ୍ୱର(ଓଡ଼ିଶା ଭାସ୍କର): ଆହାର ମିଳିଲାନି ବରଂ ମୁଠେ ଖାଇବାକୁ ଯାଇ ମିଳିଲା ମାଡ଼ । ଭୋକର ଦାଉରେ ପୁଣି ମାଡ଼ର ଯନ୍ତ୍ରଣା । ଆଉ ଏହାରି ପଛରେ ଥିବା କାରଣ ହେଉଛି ଖୁଚୁରା । ଅଭିଯୋଗ ଅନୁସାରେ ଆହାର କେନ୍ଦ୍ର ନେଉନି…

ଚିଙ୍ଗୁଡ଼ିଖୋଲରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ପାଳନ ହେଲା କୋଭିଡ୍ ନିୟମ

ବେଗୁନିଆପଡ଼ା(ଓଡ଼ିଶ। ଭାସ୍କର): ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବ ଓ ଭକ୍ତିର ରହିଛି ଅଦ୍ଭୂତ ସମ୍ପର୍କ । କେତେକ ବିଶେଷ ଦିନ ବା ପର୍ବ ଅବସରରେ ଶ୍ରଦ୍ଧାଳୁମାନେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନର ଆଶା ନେଇ ଅପେକ୍ଷାରତ…

ଭୁବନେଶ୍ୱର ୟୁନିଟ୍-୧ ହାଟ ସିଲ୍, ଜାଣନ୍ତୁ କେତେ ଦିନ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ହାଟକୁ ଆଜି ସିଲ୍ କରିଛି ବିଏମସି । ୟୁନିଟ-୧ ହାଟକୁ ବିଏମସି ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସିଲ କରିଥିବା ସୂଚନା ମିଳିଛି । କୋଭିଡ ନିୟମ ଉଲ୍ଲଂଘନ…

ପିଲାଙ୍କ ଦାୟିତ୍ୱ ନେବେ ଅଧ୍ୟାପକ, ଜାଣନ୍ତୁ ଏନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ୟୁଜି/ପିଜି ପରୀକ୍ଷା ନେଇ ଆଜି ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏଥିପାଇଁ ସେ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରିଛନ୍ତି । ବୈଠକ ସରିବା…

ଜମି ଅଧିଗ୍ରହଣ ମାମଲାକୁ ନେଇ କଳିଙ୍ଗନଗରରେ ଉତ୍ତେଜନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜମି ଅଧିଗ୍ରହଣ ମାମଲାକୁ ନେଇ ଅନେକ ସମୟରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିବାଦ ଲାଗି ରହୁଥିବା ବେଳେ ଆଜି ପୁଣି ସେହିଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଯେ, କଳିଙ୍ଗନଗରର କେ-୭ରେ…

ରାଜଧାନୀରେ ମାତିଲେଣି ଫୋନ୍-ପେ ଲୁଟେରା, ୯୩୩୦୩୫୯୨୮୧ ନମ୍ବରରୁ ଆସୁଛି କଲ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସମୟରେ ଲୋକମାନେ ଅନଲାଇନ୍ କାରବାର ସହିତ ଅଧିକରୁ ଅଧିକ ଯୋଡି ହୋଇଯାଇଛନ୍ତି । ତେଣୁ ଏହାର ଫାଇଦା ନେଇ ଅନେକ ସାଇବର୍ ଲୁଟେରା ଲୁଟ୍ କରିବାର ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି ।…

ଅଭୟଙ୍କ ପରେ ଆକାଶ ପାଠକଙ୍କୁ ମିଳିଲା ଜାମିନ୍, କିନ୍ତୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟାଟା କମ୍ପାନୀରେ ଜାକିରି କରାଇଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କୁ ଆଜି ଜାମିନ୍ ମିଳିଛି । ଆଇଏଫଏସ ଅଭୟ ପାଠକ ପରେ ପୁଅ ଆକାଶଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ ।…

ମହାପ୍ରଭୁଙ୍କ ଅଣସର ସମୟରେ ପଟିଦିଅଁ ଉପାସନା, ନୀତି-ରୀତି ସମ୍ପର୍କରେ ଜାଣନ୍ତୁ…

ପୁରୀ(ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମା ରାତିରେ ଶ୍ରୀଜିଉମାନେ ସ୍ନାନବେଦିରୁ ଗଲା ପରେ ଅଣସର ପିଣ୍ଡିରେ ଦଇତାମାନେ ତାଙ୍କ ଶ୍ରୀମୁଖରେ ଲାଗିହୋଇଥିବା ରାହୁରେଖା ଓ ଚିତା ବାହାର କରି ଭଣ୍ଡାର ମେକାପଙ୍କୁ ହସ୍ତାନ୍ତର…

ରାଜ୍ୟରେ ଅସହ୍ୟ ହେଉଛି କରୋନା ମୃତ୍ୟୁ: ଆଜି ୪୦ ଜଣଙ୍କ ପ୍ରାଣହାନୀ, ଖୋର୍ଦ୍ଧାରୁ ୯

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…