fbpx
Browsing Category

ରାଜ୍ୟ

ମାଲକାନଗିରିରେ ୫-ଟି ଛାଟ, ନିଲମ୍ବିତ ହେଲେ DSWO ଓ CDPO

ମାଲକାନଗିରି,୧୫ ।୧(ଓଡିଶା ଭାସ୍କର): ମାଲକାନଗିରିରେ ଲାଗିଲା ରାଜ୍ୟ ସରକାର ୫-ଟି ଛାଟ । ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହେଲେ ମାଲକାନଗିରି ଡିଏସଡବ୍ଲୁ ଓ ସିଡିପିଓ । ଏମାନଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର ।…

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଇଏଏସ ବିଜୟ କେତନ

କଟକ, ୧୪ା୧(ଓଡ଼ିଶା ଭାସ୍କର): ଆଇଏଏସ ବିଜୟ କେତନ ଉପାଧ୍ୟାୟ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭିଜିଲାନ୍ସ କୋର୍ଟ ଜାମିନ ଆବେଦନ ଖାରଜ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜୟ । ଗତକାଲି ଭୁବନେଶ୍ୱର…

ଆସନ୍ତାକାଲି ବନ୍ଦ ରହିବ ବ୍ୟାଙ୍କ୍

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ମକର ସଂକ୍ରାନ୍ତୀ ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ଆସନ୍ତାକାଲି ମକରସଂକ୍ରାନ୍ତୀ ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ଆସନ୍ତାକାଲି ବ୍ୟାଙ୍କ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି ।…

ସବୁ ରାସ୍ତା ବନ୍ଦ୍, ନିରୁପାୟ ମୁକେଶ ରାଷ୍ଟ୍ରପତିଙ୍କୁ ମାଗିଲା ରାଜକ୍ଷମା

ନୂଆଦିଲ୍ଲୀ, ୧୪ା୧: ନିର୍ଭୟା ମାମଲାରେ ଆଜି କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଥିଲା । ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ…

ରେଳ ସୁରକ୍ଷା, ବର୍ଷକରେ ୩୬୯ ଅପରାଧୀ ଗିରଫ

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ରେଳ ସୁରକ୍ଷା ବଳ(ଆରପିଏଫ)ର ବାର୍ଷିକ ଅପରାଧ ରେକର୍ଡ଼ ଆସିଛି । ୨୦୧୯ରେ ବିଭିନ୍ନ ମାମଲାରେ ଗିରଫ ହୋଇଛନ୍ତି ୩୬୯ ଅପରାଧୀ । ୩୫ଟି କୋଇଲା ଚୋରି ମାମଲାରେ ୭୧ଜଣ ଗିରଫ ହୋଇଛନ୍ତି ।…

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଫରେଷ୍ଟର

ଗଜପତି, ୧୪ା୧(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଗଜପତି ରମାଗିରି ଫରେଷ୍ଟର ଦିବାକର ଲେଙ୍କା । କଟର ମେସିନ ମୁକୁଳାଇବା ପାଇଁ ଲାଞ୍ଚ ନେବା ବେଳେ ଗିରଫ ହୋଇଛନ୍ତି । କଟର ମେସିନ ମୁକୁଳାଇବାକୁ ୫ହଜାର ଟଙ୍କା ଲାଞ୍ଚ…

ନାଗରିକତା ସଂଶୋଧନ ଆଇନକୁ ନେଇ ବର୍ଷିଲା ବିଜେପି

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ନାଗରିକତା ସଂଶୋଧନ ଆଇନକୁ ନେଇ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରିଛି । ବିଜେପି ଜାତୀୟ ସାଧାରଣ ସମ୍ପାଦକ ରାମମାଧବ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ନାଗରିକତା ସଂଶୋଧନ…

୫ଟଙ୍କା ମାଗି ଫୋନ ପେରୁ ଗାଏବ କଲେ ୩୫ହଜାର

ଭୁବନେଶ୍ୱର, ୧୪ା୧(ଓଡ଼ିଶା ଭାସ୍କର): ଆଜିକାଲିର ଯୁବପିଢ଼ୀମାନେ ଅନଲାଇନ ଟ୍ରାଞ୍ଜାକସନ କରିବାକୁ ବେଶି ପସନ୍ଦ କରୁଛନ୍ତି । ଏହି ଅନଲାଇନ ପେମେଣ୍ଟ ପାଇଁ ବହୁତ ପ୍ରକାର ଆପ ଉପଲବ୍ଧ ରହିଛି । ଯେମିତିକି ଫୋନ ପେ, ଗୁଗୁଲ…

+୨ ପରୀକ୍ଷାରେ ସଂସ୍କାର, ପ୍ରଥମ ବର୍ଷରେ ପାସ୍ ଜରୁରୀ

ଭୁବନେଶ୍ୱର,୧୪ ।୧(ଓଡିଶା ଭାସ୍କର): +୨ ପରୀକ୍ଷା ବ୍ୟବସ୍ଥାରେ ଆଉ ଏକ ସଂସ୍କାର ଅଣାଯାଇଛି । ଏଣିକି +୨ ପ୍ରଥମ ବର୍ଷ ପରୀକ୍ଷାରେ ଫେଲ୍ ହେଲେ ଦ୍ୱିତୀୟ ବର୍ଷକୁ ଉନ୍ନତୀ କରିପାରିବେନି ଛାତ୍ରଛାତ୍ରୀ । ୨ୟ ବର୍ଷକୁ ଯିବା…

ନିର୍ଭୟା ମାମଲା, କ୍ୟୁରେଟିଭ ପିଟିସନ ଆବେଦନ ଖାରଜ

ନୂଆଦିଲ୍ଲୀ, ୧୪ା୧: ନିର୍ଭୟା ମାମଲାରେ ଆଜି କ୍ୟୁରେଟିଭ ପିଟିସନ ଆବେଦନ ଉପରେ ଶୁଣାଣି ହୋଇଛି । ଚାରି ଦୋଷୀଙ୍କ ମଧ୍ୟରୁ ଦୁଇ ଦୋଷୀ କ୍ୟୁରେଟିଭ ପିଟିସନ ଆବେଦନ କରିଥିଲେ । ବିନୟ ଓ ମୁକେଶ ଆବେଦନ କରିଥିଲେ କ୍ୟୁରେଟିଭ…