fbpx
Browsing Category

ରାଜ୍ୟ

ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ସମୀର ମହାନ୍ତି ହୋଇଛନ୍ତି ରାଜ୍ୟ ବିଜେପି ସଭାପତି । ନିଦ୍ୱର୍ନ୍ଦ୍ୱରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ସମୀର ମହାନ୍ତି । ସହମତି ଭିତ୍ତିରେ ସମୀର ହୋଇଛନ୍ତି ରାଜ୍ୟ ବିଜେପି…

ସମୀର ହୋଇପାରନ୍ତି ରାଜ୍ୟ ବିଜେପି ସଭାପତି !

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ସମୀର ମହାନ୍ତି ହୋଇପାରନ୍ତି ରାଜ୍ୟ ବିଜେପି ସଭାପତି । ସମୀରଙ୍କ ନାମରେ ରାଜ୍ୟ ବିଜେପିର ସହମତି ସୂଚନା ମିଳିଛି । ୨୦୧୬ରୁ ରାଜ୍ୟ ବିଜେପିର ଉପସଭାପତି ଅଛନ୍ତି ସମୀର । ବିଜେପି…

ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଡାକୋଟା ବିମାନ

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଡାକୋଟା ବିମାନ । ଏନେଇ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିବେ ରାଜ୍ୟ ସରକାର । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହିପରି ନିଷ୍ପତ୍ତି…

କାଲି IAS ସମ୍ମିଳନୀ

ଭୁବନେଶ୍ୱର,୧୬ ।୧(ଓଡିଶା ଭାସ୍କର): ଆସନ୍ତାକାଲି ଭୁବନେଶ୍ୱରରେ ବରିଷ୍ଠ ଅଧିକାରୀ ସମ୍ମିଳନୀ ବା ଆଇଏଏସ ସମ୍ମିଳନୀ ଅନୁଷ୍ଠିତ ହେବ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ସମ୍ମିଳନୀ ହେବ । ବରିଷ୍ଠ ଆଇଏଏସ,…

ଖୋର୍ଦ୍ଧାରୁ କଟିଲା ବିଜୁଳି

ଖୋର୍ଦ୍ଧା,୧୬ ।୧(ଓଡିଶା ଭାସ୍କର): ଖୋର୍ଦ୍ଧାରୁ ଆରମ୍ଭ ହେଲା ବିଦ୍ୟୁତ୍ କାଟ । ବକେୟା ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟିଲା ସେସୁ ବିଭାଗ । ସେସୁ ପ୍ରଥମେ ବାଣିଜ୍ୟକ ଉପଭୋକ୍ତାଙ୍କ ବିଦ୍ୟୁତ୍ କାଟିଛି ।…

ପୁରୀରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଶ୍ରୀଜିଉଙ୍କ ଦର୍ଶନ ପରେ ୫ଟି ପ୍ରକଳ୍ପର ଶିଳାନ୍ୟାସ…

ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୬ା୧(ଓଡ଼ିଶା ଭାସ୍କର): ରେଳ ଦୁର୍ଘଟଣାରେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁର୍ଘଟଣାକୁ ନେଇ ଟ୍ୱିଟ କରି ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ…

ରେଳ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

କଟକ, ୧୬ା୧(ଓଡ଼ିଶା ଭାସ୍କର): ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଏହା ସାମାନ୍ୟ ନୁହେଁ ବଡ଼…

ଦୁର୍ଘଟଣା ପରେ ବଦଳିଲା ୫ଟି ଟ୍ରେନର ଗତିପଥ

କଟକ, ୧୬ା୧(ଓଡ଼ିଶା ଭାସ୍କର): ଟ୍ରେନ ଦୁର୍ଘଟଣା ପରେ ଆଜି ୫ଟି ଟ୍ରେନର ଗତି ପଥରେ ପରିବର୍ତ୍ତନ କରାଯାଇଛି । ନିର୍ଗୁଣ୍ଡି ଦେଇ ଯିବାକୁ ଥିବା ଟ୍ରେନ ନରାଜ ଦେଇ ଯିବ । ଭୁବନେଶ୍ୱର-ଲୋକମାନ୍ୟ ତିଲକ ଏକ୍ସପ୍ରେସ ନରାଜ ଦେଇ…