fbpx
Browsing Category

ରାଜ୍ୟ

ଅପରାହ୍ନରେ ବଦଳିଯିବ ପାଗ ! ୮ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ଆଜି ଅପରାହ୍ଣରେ ପାଗ ବଦଳିଯିବ। କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୫୦ କିମିରୁ ଅଧିକ ବେଗରେ ପବନ ହେବ ବୋଲି ପୂର୍ବାନୁମାନ କରାଯାଉଛି। କିଛି କିଛି…

ରାଜ୍ୟରେ ଆଉ ୫ କୋରୋନା ରୋଗୀ,ଆକ୍ରାନ୍ତଙ୍କ ସଂଖ୍ୟା ୭୯

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ରାଜ୍ୟରେ ଆଉ ୫ କୋରୋନା ପଜିଟିଭ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ ରୁ ସୂଚନା ମିଳିଛି…

ମୟୂରଭଞ୍ଜ ମେଡ଼ିକାଲ କଲେଜ ସାଇକାଟ୍ରିକ ୱାର୍ଡରେ ନିଆଁ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର):ମୟୂରଭଞ୍ଜ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ସାଇକାଟ୍ରିକ ୱାର୍ଡରେ ଲାଗିଲା ନିଆଁ।ସର୍ଟସର୍କିଟରୁ ଏସିରେ ନିଆଁ ଲାଗି…

ପୁଣି ବଦଳିଲା ସଚିବାଳୟ କର୍ମଚାରୀଙ୍କ ଅଫିସ ଆସିବା ନୀତି, ୫୦ ନୁହେଁ ଆସିବେ ୩୦ ପ୍ରତିଶତ

ଭୁବନେଶ୍ୱର,୨୦/୪(ଓଡିଶା ଭାସ୍କର): ପୁଣି ବଦଳିଲା ସଚିବାଳୟ କର୍ମଚାରୀଙ୍କ ଅଫିସ ଆସିବା ନୀତି। ୫୦ ନୁହେଁ ୩୦ ପ୍ରତିଶତ ଅଫିସ ଆସିବେ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଲକ ଡାଉନ ସମୟରେ ସଚିବାଳୟ କର୍ମଚାରୀଙ୍କ ପାଇଁ…

ଯାଜପୁରର ୪ପଞ୍ଚାୟତ ଅବରୋଧ ଅଞ୍ଚଳ ଘୋଷିତ

ଯାଜପୁର, ୨୦ା୪(ଓଡ଼ିଶା ଭାସ୍କର): ଯାଜପୁରର ୪ଟି ପଞ୍ଚାୟତ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ବାସୁଦେବପୁର, ପଣଷା ପଞ୍ଚାୟତ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ସେହିପରି ବିରଜାପୁର ଓ ମୁକୁନ୍ଦପୁର ପଞ୍ଚାୟତକୁ…

ଆସିଲା ୬ନୂଆ ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଚିହ୍ନଟ ହୋଇଥିବା ଆଉ ୬ ନୂଆ କରୋନା ଆକ୍ରାନ୍ତ ତଥ୍ୟ ଦେଇଛନ୍ତି ସରକାର । ୬ଆକ୍ରାନ୍ତଙ୍କ ମଧ୍ୟରେ ୫ଜଣ ଯାଜପୁରର ଥିବା ବେଳେ ଜଣେ ସୁନ୍ଦରଗଡ଼ର ବିଶ୍ରାର ବୋଲି ଜଣାପଡ଼ିଛି ।…

୭୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ପଶ୍ଚିମବଙ୍ଗରୁ ଫେରିଛନ୍ତି: ବାଗଚୀ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟର କରୋନା ସମ୍ପର୍କିତ ତାଜା ସୂଚନା ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଯୁଦ୍ଧ ଲଢ଼ିବା ପାଇଁ ଏକ…

ଯାଜପୁରରେ ଚିହ୍ନଟ ହୋଇଥିବା ୫ଆକ୍ରାନ୍ତଙ୍କ କୋଲକାତା ଲିଙ୍କ୍

ଯାଜପୁର, ୨୦ା୪(ଓଡ଼ିଶା ଭାସ୍କର): ବତ୍ତର୍ମାନ ଯାଜପୁରରେ ଚିହ୍ନଟ ହୋଇଥିବା ୫ଜଣ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ଥିବା ଜଣାପଡ଼ିଛି । ଆଜି ଚିହ୍ନଟ ହୋଇଥିବା ସମୁଦାୟ ୧୩ଆକ୍ରାନ୍ତଙ୍କ ମଧ୍ୟରୁ ୧୦ଜଣ କୋଲକାତାରୁ ଆସିଛନ୍ତି…

ରାଜ୍ୟରେ ଆଉ ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୬କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି । ଆଜି ଗୋଟିଏ ଦିନରେ ଏଯାଏଁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି…

ରାଜ୍ୟରେ ଆଉ ୫ଟି କୋଭିଡ଼ ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ୱର, ୨୦ା୪(ଓଡ଼ିଶା ଭାସ୍କର): ରାଜ୍ୟର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଆଉ ୫ଟି ସରକାରୀ କୋଭିଡ଼-୧୯ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ଏହାକୁ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି …