Browsing Category
ରାଜ୍ୟ
ଭାରତର ସବୁଠୁ ଭଲ ବାସୋପଯୋଗୀ ସ୍ଥାନ ବେଙ୍ଗାଲୁରୁ, ଜାଣନ୍ତୁ ତାଲିକାଭୁକ୍ତ ଅନ୍ୟ ସ୍ଥାନ ସମ୍ପର୍କରେ…
ନୂଆଦିଲ୍ଲୀ: ସମସ୍ତଙ୍କ ଇଚ୍ଛା ଭଲ ଖାଇବେ, ଭଲ ପିନ୍ଧିବେ ଆଉ ଭଲରେ ଜୀବନ ବିତାଇବେ । ସେହିପରି ସୁନ୍ଦର ଘର ବା ସ୍ଥାନଟିଏ କାହାକୁ ଆକର୍ଷିତ ନକରେ! ତେବେ ଆମ ଦେଶର କେଉଁସ୍ଥାନ ସବୁଠୁ ଭଲ ରହିବା ଉପଯୋଗୀ ସ୍ଥାନ? ସଦ୍ୟ…
ଏମସିଏଲ୍ ତରଫରୁ ପାଳନ ହୋଇଛି ବିଶ୍ୱ ପରିବେଶ ଦିବସ
ସମ୍ବଲପୁର(ଓଡ଼ିଶା ଭାସ୍କର): ଏମସିଏଲ୍ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଏମସିଏଲ୍ ର ଅଧ୍ୟକ୍ଷ ପି କେ ସିହ୍ନା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଥିସହିତ ପରିବେଶକୁ ସୁରକ୍ଷିତ ରଖିବା ନେଇ…
ରାଜଧନୀରେ ନିଷ୍ଠୁର ବ୍ୟକ୍ତିର ବର୍ବର କାଣ୍ଡ, ୫ କୁକୁର ଛୁଆ ଉପରେ ଗାଡ଼ି ଚଢ଼ାଇଦେଲେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ପୁଣି ଏକ ଅମାନବୀୟ କାଣ୍ଡ ଘଟିଛି । ଜଣେ କାର୍ ଚାଳକ ଗାଡ଼ି ଚଢ଼ାଇ ୫ଟି କୁକୁର ଛୁଆକୁ ମାରିଦେଇଛନ୍ତି । ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ଅଭିଯୁକ୍ତକୁ…
କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ
ଭୁବନେଶ୍ୱର, (ଓଡିଶା ଭାସ୍କର): ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ପିଜିଟିଭ୍ ରିପୋର୍ଟ ଆସିବା ପରେ ସେ ରାଜଧାନୀ ଭୁବନେଶ୍ୱରର ସମ୍…
ଓଡ଼ିଶାରେ ହଟିବ ଲକଡାଉନ୍? ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇ ପାରନ୍ତି ସରକାର
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କ୍ରମଶଃ କମିବାରେ ଲାଗିଛି । ଅପରପକ୍ଷେ ସରକାର ଟିକାକରଣକୁ ଜୋରଦାର କରିବାରେ ଲାଗିଛନ୍ତି । ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ୍ ଜାରି ରହିଛି । ତେବେ…
ଆସିଲା ୨ଲକ୍ଷରୁ ଅଧିକ ‘କୋଭିସିଲ୍ଡ’ ଟିକା, ୧୮-୪୪ବର୍ଗ ପାଇଁ ଦୂର ହେଲା ଟିକା ସଂକଟ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାକୁ ଆସିଛି ଆଉ ୨ଲକ୍ଷ ୨୭ ହଜାର ୭୫୦ ଡୋଜ୍ କୋଭିସିଲ୍ଡ ଟିକା । ଶନିବାର ପୁନେସ୍ଥିତ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ସ୍ୱତନ୍ତ୍ର ବିମାନ ଯୋଗେ ଏହି ଟିକା ଆସି…
ନିର୍ମାଣାଧୀନ କୋଠାରୁ ଚୋରି କରିବା ଯୁବକକୁ ପଡିଲା ମହଙ୍ଗା, ଅଭିଯୁକ୍ତ ଧରିଲା ପୁଲିସ
ଭୁବନେଶ୍ୱର (ଓଡିଶା ଭାସ୍କର) : ନିର୍ମାଣାଧୀନ କୋଠାରୁ ଚୋରି କରିବା ଜଣେ ଯୁବକକୁ ମହଙ୍ଗା ପଡ଼ିଛି । ଏ ନେଇ ଅଭିଯୋଗ ହେବା ପରେ ଖଣ୍ଡଗିରି ଥାନା ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି । ଗିରଫ ଯୁବକଙ୍କ ନାମ ମୁନୁ ଓରଫ…
ଆଜି ଓଡ଼ିଶାରୁ ୪୨ ଜଣ କରୋନାରେ ପ୍ରାଣ ହରାଇଲେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…
ବଢ଼ିବାରେ ଲାଗିଛି କରୋନା: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭୦୦୨ ପଜିଟିଭ୍
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…
ନବ ବିବାହିତାଙ୍କ ଅସ୍ୱାଭାବିକ ମୃତ୍ୟୁ: ମୃତଦେହ ଜବତ କରିବା ସହ ସ୍ୱାମୀକୁ ଅଟକ ରଖିଲା ପୋଲିସ
ବାଲେଶ୍ୱର (ଓଡ଼ିଶା ଭାସ୍କର): ନବ ବିବାହିତା ନାବାଳିକାର ମୃତଦେହକୁ ଶାଶୂଘରୁ ଉଦ୍ଧାର କରିଛି ସଦର ଥାନା ପୋଲିସ । ଏନେଇ ସପନ ବାରିକଙ୍କ ପୁତ୍ର ବିଜୁ ବାରିକ(୧୮)କୁ ପୋଲିସ ଅଟକରଖି ପଚରାଉଚୁରା ଜାରି ରଖିଛି ।…