Browsing Category

ରାଜ୍ୟ

ବଡ଼ଯାଆ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଲା ସାନଯାଅ, ଏବେ ଗୁରୁତର ଅବସ୍ଥାରେ ଜୀବନ ମରଣ ସହ ସଂଘର୍ଷ କରୁଛି ‘ସଙ୍ଗୀତା’

ଭଞ୍ଜନଗର(ଆପ୍ର): ଘରୋଇ କଳିକୁ କେନ୍ଦ୍ରକରି ଅଭାବନୀୟ ଘଟଣା ଘଟିଯାଇଛି ଭଞ୍ଜନଗରରେ । ପରିସ୍ଥିତି ଏମିତି ହୋଇଛି ଯେ ଗୋଟିଏ ପରିବାରରେ ରହୁଥିବା ଦୁଇ ଯାଆ ମଧ୍ୟରେ ହାତାହାତି ହେବା ସହ ଜଣେ ଆଉଜଣଙ୍କ ଉପରକୁ କିରୋସିନି…

ସୃଷ୍ଟି ହେଲା ଲଘୁଚାପ, ପାଖେଇ ଆସୁଛି ବିପଦ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆସନ୍ତା ୨୪ ବେଳକୁ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ଲଘୁଚାପ । ବାତ୍ୟାର ରୂପ ନେବା ପରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ।…

ଆଉ ନାହାନ୍ତି ଯୁବ ସମାଜସେବୀ ସମ୍ବିତ୍ ନନ୍ଦ

କଟକ(ଓଡ଼ିଶା ଭାସ୍କର): ସବୁ ଉଦ୍ୟମ ବିଫଳ ହେଲା । ଶେଷରେ ଆଖିବୁଜି ଦେଲେ ସମ୍ବିତ୍ । ଲଙ୍ଗ୍ସ ସଂକ୍ରମଣ ହୋଇ କଟକର ଏକ ମେଡିକାଲ୍ ରେ ସେ ଭର୍ତ୍ତି ହୋଇଥିଲେ । ଏପରିକି ତାଙ୍କୁ ଉଚ୍ଚତମ ଚିକିତ୍ସା ସେବା ଯୋଗାଇ ଦେବାକୁ…

ମୋ’ ପୁଅର ଜୀବନ ରକ୍ଷାକର… ଗୁହାରୀ କଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଅ ପଡ଼ିଛି ଡାକ୍ତରଖାନା ବେଡ୍ ରେ । ଲଙ୍ଗ୍ସ ସଂକ୍ରମଣ ଜନିତ ସମସ୍ୟା ଯୋଗୁଁ ତାଙ୍କର ଶ୍ୱାସକ୍ରିୟାରେ ଉପୁ୍ଜିଛି ଗଭୀର ସମସ୍ୟା । ଶରୀରକୁ ଆବଶ୍ୟକ ଅମ୍ଳଜାନର ପ୍ରାକୃତିକ ପ୍ରକ୍ରିୟାରେ…

ପଣ୍ଡ ହେଲା ହତ୍ୟା ଷଡ଼ଯନ୍ତ୍ର: ସଉତୁଣୀକୁ ଅଟୋରୁ ରାସ୍ତାକଡ଼କୁ ଫିଙ୍ଗିଦେଇ ଫେରାର୍ ହେଲେ ମହିଳା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଯେତିକି ବଢ଼ୁଛି, ସେହି ଅନୁପାତରେ ଦିନକୁ ଦିନ ଡକାୟତି, ଲୁଟ୍, ହତ୍ୟା ଆଦି ବୃଦ୍ଧି ପାଇବାରେ ଲାଗିଛି । କରୋନାରେ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଥିବା ବେଳେ…

ବର, କନ୍ୟା ଆଉ ମଣ୍ଡପ ଥିଲା ପ୍ରସ୍ତୁତ, ଏହି ସମୟରେ ଫୋନ୍ ଆସିଲା ‘ବର ପଜିଟିଭ୍’

ଭୁବନେଶ୍ୱର, (ଓଡିଶା ଭାସ୍କର): ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଉଭୟ ବର, କନ୍ୟାଙ୍କ ସହ ବେଦି ମଧ୍ୟ ପ୍ରସ୍ତୁତ ହୋଇ ରହିଥିଲା । ସମସ୍ତ ବନ୍ଧୁ ପରିଜନ ଖସଖୁସିରେ ଥିବା ସମୟରେ ଖବର ଆସିଲା ‘ବର ପଜିଟିଭ୍’ ।…

ବାତ୍ୟା ଓ କରୋନା ପାଇଁ ୭ ଦିନ ଘୁଞ୍ଚିଲା ମାଟ୍ରିକ୍ ମୂଲ୍ୟାୟନ ପ୍ରକ୍ରିୟା, ଚିନ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟାକୁ ୭ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । କିଛି ଜିଲ୍ଲା…

ଓଡିଶାରେ ଆଜି ୧୧, ୧୦୮ ଜଣ ପଜିଟିଭ୍ ଚିହ୍ନଟ, ୨୬ ମୃତ

ଭୁବନେଶ୍ୱର(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି । ଗତ ୨୪ ଘଣ୍ଟା ରାଜ୍ୟରେ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୨୧୯ ଜଣ ଓ ସ୍ଥାନୀୟ…

ବର୍ଷାରେ ଓଦା ହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ: ସତର୍କ ରହିବାକୁ ଆହ୍ୱାନ ଦେଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ମହାମାରୀ କରୋନା କମିବାର ନାଁ ଧରୁନଥିବା ବେଳେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ବର୍ଷାରେ ଓଦାହେଲେ କରୋନା ସଂକ୍ରମଣ ବୃଦ୍ଧି ପାଇବ । ବର୍ଷାରେ ଓଦା ହେଲେ ଶରୀରରେ…