CHARIDHAM
Browsing Category

ରାଜ୍ୟ

ବଢ଼ିବ କୋଭିଡ୍ ହସ୍ପିଟାଲ ଶଯ୍ୟା ସଂଖ୍ୟା, ଜାଣନ୍ତୁ କାହିଁକି

ଭୁବନେଶ୍ୱର, ୧୪ା୪ (ଓଡିଶା ଭାସ୍କର): ରାଜ୍ୟରେ କୋଭିଡ୍ ହସ୍ପିଟାଲ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।…

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧୪ା୪ (ଓଡିଶା ଭାସ୍କର): ଆଜି ହେଉଛି ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରିକୋଟି ଓଡ଼ିଆଙ୍କୁ ଓଡ଼ିଆ ନବବର୍ଷ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି । ସେ…

ମାସ୍କ ନ ପିନ୍ଧି ଫାଇନ ଦେଲେ ଟ୍ରାଫିକ ପୋଲିସ

ପୁରୀ , 13/4: ଟ୍ରାଫିକ ପୋଲିସଙ୍କଠାରୁ ୨୦୦୦ ଟଙ୍କା ଫାଇନ କାଟିଛି ପୁରୀ ପୋଲିସ । ଏନେଇ ପୁରୀ ଏସପି ଏକ ଟୁଇଟ ଜାରି କରି କହିଛନ୍ତି ଟ୍ରାଫିକ ପୋଲିସ ଜଣକ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ୨୦୦୦ ଟଙ୍କା ଫାଇନ…

ରମଜାନ ପାଇଁ ଜାରି ହେଲା ଗାଇଡ୍ ଲାଇନ୍

କଟକ ୧୩ା୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହା ମଧ୍ୟରେ ଗତ କାଲି ଠାରୁ ଆରମ୍ଭ ହେଉଛି ରମଜାନ ମାସ  । ରମଜାନ ପାଇଁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି CMC ପକ୍ଷରୁ ଗାଇଡ୍…

ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ ଘୋଷଣା

ବାଲେଶ୍ୱର ୧୩ା୪ (ଓଡିଶା ଭାସ୍କର) : ବାଲେଶ୍ଵର ମ୍ୟୁନିସିପାଲିଟି ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ୧୫୫ କୋଟି ଟଙ୍କାର ଘୋଷଣା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ୟ୍ୟାୟରେ ବାଲେଶ୍ୱରର ବିଭିନ୍ନ ପ୍ରକଳ୍ପ…

ପାଣି ଭିତରେ ନିଆରା ଢ଼ଙ୍ଗରେ ଯୋଗ କରୁଛନ୍ତି ହରିଚନ୍ଦନ

ବାଲେଶ୍ୱର, ୧୩ା୪ (ଓଡିଶା ଭାସ୍କର) : ଆମେ ଆମ ଜୀବନରେ ସ୍ୱାସ୍ଥ୍ୟକୁ ଭଲ ଏବଂ ସମୃଦ୍ଧ ରଖିବାକୁ ଯୋଗ କରିଥାଉ । ଯୋଗରେ ବିଭିନ୍ନ ପ୍ରକାରର ମୁଦ୍ରା ରହିଛି ଯାହା କରିବା ବେଳେ ବେଳେ କଷ୍ଟସାଧ୍ୟ ମନେ ହୁଏ । ହେଲେ…

ପଣା ସଂକ୍ରାନ୍ତିରେ ମନ୍ଦିର ମନା: ରାଜଧାନୀ ପାଇଁ ଗାଇଡଲାଇନ୍ ଜାରି କଲା ବିଏମସି

ଭୁବନେଶ୍ୱର, ୧୩ା୪ (ଓଡିଶା ଭାସ୍କର): ଆସନ୍ତାକାଲି ପଣା ସଂକ୍ରାନ୍ତି । ପ୍ରତ୍ୟେକ ବର୍ଷ ଏହି ପର୍ବ ଘରେ ଘରେ ଖୁବ୍ ଜାକଜମକରେ ପାଳନ କରାଯାଇଥାଏ । ମାତ୍ର ଚଳିତ ବର୍ଷ କୋଭିଡକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର…

ଶ୍ରୀମନ୍ଦିରରୁ ୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ପୁରୀ ୧୩ା୪ (ଓଡିଶା ଭାସ୍କର) : ପୁରୀ ଶ୍ରୀମନ୍ଦିର ପ୍ରଶାସନ ର ଏକାଧିକ   କର୍ମଚାରୀ ଏବଂ ସେବାୟତ କରୋନା ସଂକ୍ରମିତ ଚିହ୍ନଟ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଜୋତା ଷ୍ଟାଣ୍ଡରୁ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…

ରାଜଧାନୀ ପ୍ରତିଷ୍ଠା ଦିବସରେ ଧର୍ମେନ୍ଦ୍ରଙ୍କୁ ଭେଟିଲେ ସାଲିଆ ସାହି ବାସିନ୍ଦା

ଭୁବନେଶ୍ୱର,୧୩ା୪ (ଓଡିଶା ଭାସ୍କର) : ଆଜି ହେଉଛି ରାଜଧାନୀର ପ୍ରତିଷ୍ଠା ଦିବସ । ଏହି ଅବସରରେ ସାଲିଆ ସାହି ବସ୍ତି ବାସିନ୍ଦା ମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କ ବାସସ୍ଥାନର…

ପିପିଲି ଉପନିର୍ବାଚନ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିପିଲି-ଡ଼େଲାଙ୍ଗ ରୋଡ଼ ‘ଶୋ’

ଭୁବନେଶ୍ୱର ୧୩ା୪ (ଓଡିଶା ଭାସ୍କର) : ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପିପିଲିରୁ ଡ଼େଲାଙ୍ଗ ରୋଡ଼ ‘ଶୋ’ କରୁଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ…