CHARIDHAM
Browsing Category

ରାଜ୍ୟ

ଅଞ୍ଜନା ଗଣଦୁର୍ଷ୍କମ ମାମଲା: ଜେଲ ଗଲା ବିବନ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ରିମାଣ୍ଡ ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ବିବନକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି…

ଗଜପତି ମହାରାଜଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି, ଜାଣନ୍ତୁ କାହିଁକି?

ପୁରୀ,୫ ।୩(ଓଡିଶା ଭାସ୍କର): ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶାଳ ସମର୍ପଣ ନିଧି ସଂଗ୍ରହ ଅଭିଯାନ ନିଜ ମାର୍ଗଦର୍ଶନରେ କରିବାକୁ…

ରାଜ୍ୟରେ ଆଉ ୮୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୫।୩(ଓଡିଶା ଭାସ୍କର): ରାଜ୍ୟରେ ପୁଣି ଶହେ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୧୮ ଟି ଜିଲ୍ଲାରୁ ୯୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୩ ଓ ସ୍ଥାନୀୟ ଅଞ୍ଚଳରୁ…

ରାଜ୍ୟରେ ୩ ହଜାର ‘ମୋ ସେବା’ କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ରାଜ୍ୟରେ ୩ ହଜାରରୁ ଉଦ୍ଧ୍ୱର୍ ‘ମୋ ସେବା’ କେନ୍ଦ୍ର ଓ ‘ଓଡିଶା ୱାନ୍’ ପୋର୍ଟାଲ ଲୋକର୍ପିତ ହୋଇଯାଇଛି । ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ଏହି ସେବା କେନ୍ଦ୍ରର ଲୋକାର୍ପିତ…

ବିଜୁବାବୁଙ୍କ ଆଦର୍ଶକୁ ଆପଣାଇକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୧୦୫ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସମାରୋହକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି…

ବର୍ଷା-ଅନୁଭବ ବିବାଦ: ଦିଲ୍ଲୀରେ ନୁହେଁ କଟକରେ ଚାଲିବ ଶୁଣାଣି

ଭୁବନେଶ୍ୱର,୫ ।୩(ଓଡିଶା ଭାସ୍କର): ଅଭିନେତା ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଜାରି ରହିଛି । ଏହାରି ମଧ୍ୟରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ସ୍ଥାନାନ୍ତରିତ ହୋଇଛି । ପଟିଆଲା…

ଧାନକିଣାରେ ଅନିୟମିତତା: ୨ ନିଲମ୍ବିତ

ଭଦ୍ରକ, ୫ା୩ (ଓଡିଶା ଭାସ୍କର): ଭଦ୍ରକ ଜିଲ୍ଲାରେ ଧାନ କିଣାରେ ଅନିୟମିତତା ନେଇ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ସେବା ସମିତିରେ ଧାନକିଣାରେ ଅନିୟମିତତା ହୋଇଥିବା ଅଭିଯୋଗ…

ଶାଶୂଘରକୁ ବିଦାବେଳେ ଜୀବନରୁ ସବୁଦିନ ପାଇଁ ବିଦାୟ ନେଲେ କନ୍ୟା

ବଲାଙ୍ଗିର, ୫ା୩ (ଓଡିଶା ଭାସ୍କର): ଶାଶୂଘରକୁ ବିଦାୟ ନେଇ ଯାଉଥିବା ବେଳେ ଜଣେ କନ୍ୟାର ଜୀବନର ଦୀପ ସବୁଦିନ ପାଇଁ ଲିଭି ଯାଇଛି । ଫଳରେ ବାହାଘର ପରି ଖୁସିର ମୁହୂର୍ତ୍ତରେ ଉଭୟ କନ୍ୟା ଓ ବର ପରିବାରରେ ଶୋକର ଛାୟା…

ଶିମିଳିପାଳ ଜଙ୍ଗଲରେ ନିଆଁ: ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ ଟିମ୍

କରଞ୍ଜିଆ, ୫ା୩ (ଓଡିଶା ଭାସ୍କର): ଶିମିଳିପାଳରେ ନିଆଁ ଲିଭାଇବାକୁ ୫ଟି ଅଗ୍ନିଶମ ଟିମ୍ ପହଞ୍ଚିଛି । ଯଶିପୁର ବନଖଣ୍ଡ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବାକୁ ଟିମ୍ ପ୍ରୟାସ ଜାରି ରଖିଛି । ଏକ ସପ୍ତାହରୁ ଅଧିକ ଦିନ ହେଲାଣି…

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ସିନ୍ ରିକ୍ରିଏସନ୍ କଲା ସିବିଆଇ

ଭୁବନେଶ୍ୱର, ୫ା୩ (ଓଡିଶା ଭାସ୍କର): ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇ ସିନ୍ ରିକ୍ରିଏସନ୍ କରିଛି । ଅଭିଯୁକ୍ତ ବିବନ ବିଶ୍ୱାଳକୁ ଘଟଣାସ୍ଥଳକୁ ନେଇ ରିକ୍ରିଏସନ କରାଯାଉଛି । ୨୨ ବର୍ଷ ତଳର…