fbpx
Browsing Category

ରାଜ୍ୟ

ଅଗ୍ନିଶମ ବିଭାଗରେ ଅଦଳବଦଳ

ଭୁବନେଶ୍ୱର,୨୧ା୧୧(ଓଡ଼ିଶା ଭାସ୍କର): ବରିଷ୍ଠ ଅଗ୍ନିଶମ ଅଧିକାରୀ ସ୍ତରରେ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ମହେଶ୍ୱର ସ୍ୱାଇଙ୍କଠୁ ଅଗ୍ନି ନିର୍ବାପନ ବିଭାଗ ଦାୟିତ୍ୱ ପ୍ରତ୍ୟାହୃତ ହୋଇଛି । ଅଗ୍ନି ନିର୍ବାପନ ବିଭାଗର…

ରାଜ୍ୟ ମହିଳା କମିସନର ୪ସଦସ୍ୟ ମନୋନୀତ

ଭୁବନେଶ୍ୱର,୨୧ା୧୧(ଓଡ଼ିଶା ଭାସ୍କର): ରାଜ୍ୟ ମହିଳା କମିସନର ୪ସଦସ୍ୟ ମନୋନୀତ ହୋଇଛନ୍ତି । ସ୍ନେହାଞ୍ଜଳି ମହାନ୍ତି, ସ୍ୱର୍ଣ୍ଣଲତା ସାମଲ ହୋଇଛନ୍ତି ମହିଳା କମିସନ ସଦସ୍ୟ । ସେହିପରି ଆରତି ସିଂହ ଓ କଲିନା ପ୍ରିୟଦର୍ଶିନୀ…

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହ ୩ଟି MOU ସ୍ୱାକ୍ଷରିତ

ଭୁବନେଶ୍ୱର,୨୧ା୧୧(ଓଡ଼ିଶା ଭାସ୍କର): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହ ୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି ।…

ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି

ଭୁବନେଶ୍ୱର,୨୧ା୧୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ୧୦ଟା ୩୦ ଯାଏ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେପଟେ ହଟ୍ଟଗୋଳଓ ହୋହାଲ୍ଲା ମଧ୍ୟରେ ମଧ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ବିଭାଗର ଖର୍ଚ୍ଚ ଦାବି…

ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ

ରାୟଗଡ଼ା, ୨୧ା୧୧(ଓଡ଼ିଶା ଭାସ୍କର): କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଛି । ରାୟଗଡ଼ା ରେଳ ଷ୍ଟେସନ ୬ନମ୍ବର ପ୍ଲାଟଫର୍ମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କୋଇଲା ବୋଝେଇ ଟ୍ରେନର ୪ଟି ବଗିରେ ନିଆଁ ଲାଗିଥିବା ସୂଚନା ମିଳିଛି…

ଚାଷୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ, ଆସନ୍ତାକାଲିଠୁ ମଣ୍ଡିରେ ବିକ୍ରି ହେବ ଧାନ

ସମ୍ବଲପୁର,୨୧ା୧୧(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ଆସନ୍ତାକାଲିଠାରୁ ମଣ୍ଡିରେ ଧାନ ବିକ୍ରି ହେବ । ଚାଷୀ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା…

ଆନ୍ତର୍ଜାତିକ ମେଳାରେ ପାଳନ ହେଉଛି ଓଡ଼ିଶା ଦିବସ

ନୂଆଦିଲ୍ଲୀ,୨୧ା୧୧: ନୂଆଦିଲ୍ଲୀରେ ଆନ୍ତର୍ଜାତିକ ମେଳାରେ ଆଜି ଓଡ଼ିଶା ଦିବସ ପାଳନ ହୋଇଛି । ଓଡ଼ିଶା ଦିବସରେ ଯୋଗ ଦେଇଛନ୍ତି ଆବାସିକ କମିସନର ସଞ୍ଜୀବ ମିଶ୍ର । ତାଙ୍କ ସହ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଓ…

ଡ଼େଡ଼ଲାଇନ ସରିବା ପରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର,୨୧ା୧୧(ଓଡ଼ିଶା ଭାସ୍କର): ସମ୍ବଲପୁରରେ ଟୋକନ ବ୍ୟବସ୍ଥା ଉଚ୍ଛେଦ ଜିଦରେ ଚାଷୀ ସଙ୍ଗଠନ ଅଟଳ ରହିଛନ୍ତି । ଏହାସହ ସରକାରଙ୍କୁ ନିଷ୍ପତ୍ତି ନେବାକୁ କହିଥିଲେ । ଏନେଇ ଧାନ ବସ୍ତା ରଖି ବରେଇପାଲିରେ ଚାଷୀମାନେ…

ରାଜ୍ୟରେ ଗଡୁଛି ୨୨ ଲକ୍ଷରୁ ଅଧିକ ପୁରୁଣା ଗାଡି: ପଦ୍ମନାଭ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଗଡୁଛି ଅନଫିଟ୍ ଗାଡି । ରାଜ୍ୟରେ ୨୨ ଲକ୍ଷରୁ ଅଧିକ ପୁରୁଣା ଗାଡି ଗଡୁଛି । ୧୫ ବର୍ଷରୁ ଅଧିକ ୨୨ ଲକ୍ଷ ୯ ହଜାର ୫୭୩ ଟି ମଟରଗାଡି ଅଛି । ସେଥିରୁ ୧୧ ଲକ୍ଷ ୪୩ ହଜାର ୨୬…

ରାଜଧାନୀରେ କୃଷକ–ପୋଲିସ ମୁହାଁମୁହିଁ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ଶିଶୁଭବନ ଛକରେ ଆଜି ପୋଲିସ ଓ ଚାଷୀ ମୁହାଁମୁଡିଁ ହୋଇଛନ୍ତି । ନବନିର୍ମାଣ କୃଷକ ସମିତିର ଶତାଧିକ ସଦସ୍ୟ ଓ କୃଷକ ଙ୍କୁ ଗିରଫ କରିଛି ପୋଲିସ ।…