Browsing Category

ରାଜ୍ୟ

ଗାଡି ଚଳାଇବା ବେଳେ ମୋବାଇଲରେ ଗପିଲେ କଟିବ ଚାଲାଣ, ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ୨୦୨୦ ଜାନୁଆରୀ ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହୋଇଛି । ମହଙ୍ଗା ପଡିବ ଗାଡି ଚଳାଇବା ବେଳେ ମୋବାଇଲରେ…

୨୪ ଘଣ୍ଟା ମଧ୍ୟରେ ୩ ଜିଲ୍ଲାରେ ଖୁବ୍ ବର୍ଷିବ

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): ରାଜ୍ୟରେ ଆସନ୍ତା ୩ ଦିନ ମଧ୍ୟରେ ଶୀତର ପରିଣାମ କମ୍ ରହିବ । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିଥିବା ବେଳେ କେନ୍ଦୁଝରରେ ସର୍ବନିମ୍ନ ୯.୬ ଡିଗ୍ରୀ ରେକର୍ଡ କରାଯାଇଛି । ଅନ୍ୟ ସବୁ ସହରର…

ସିପି ମୁଖ୍ୟାଳୟ ଏବେ ପୋଲିସ ସେବା ଭବନ

ଭୁବନେଶ୍ୱର,୨ ।୧(ଓଡିଶା ଭାସ୍କର): କମିସନରେଟ ପୋଲିସର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ଓଏସଏସ ସପ୍ତମ ବାଟାଲିୟନ ଗ୍ରାଉଣ୍ଟରେ ଏହି ପ୍ରତିଷ୍ଠା ଦିବସ ପାଳନ ହେଉଛି । ପ୍ରତିଷ୍ଠା ଦିବସ ଅବସରରେ ପୋଲିସ…

ପୁରୀରେ ଦର୍ଶକଙ୍କ ଭିଡ଼, ଦର୍ଶନ କଲେଣି ୭ଲକ୍ଷ ଭକ୍ତ

ପୁରୀ, ୧ା୧(ଓଡ଼ିଶା ଭାସ୍କର): ନୂଆବର୍ଷ ପାଇଁ ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନୂଆବର୍ଷରେ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କର ଭିଡ଼ ଦେଖାଦେଇଛି । ଅପରାହ୍ନ ୫ଟା ସୁଦ୍ଧା ୭ଲକ୍ଷ ଭକ୍ତ…

ବରଗଡ଼ରେ ପରିବହନ ଅଧିକାରୀଙ୍କୁ ମହାରାଜ କଂସଙ୍କ ଦଣ୍ଡବିଧାନ

ବରଗଡ଼, ୧ା୧(ଓଡ଼ିଶା ଭାସ୍କର): ବରଗଡ଼ ପରିବହନ ଅଧିକାରୀଙ୍କୁ କଂସ ମହାରାଜା ଦଣ୍ଡବିଧାନ ଶୁଣାଇଛନ୍ତି । ବସଷ୍ଟାଣ୍ଡରେ ଅବ୍ୟବସ୍ଥା ନେଇ ଦଣ୍ଡବିଧାନ କରିଛନ୍ତି ମଥୁରା ନରେଶ । ପରିବହନ ଅଧିକାରୀଙ୍କୁ ୨ଲକ୍ଷ…

ଆପ ମାଧ୍ୟମରେ ନୋଟ୍ ଚିହ୍ନିବେ ଦୃଷ୍ଟିହୀନ

ନୂଆଦିଲ୍ଲୀ, ୧ା୧: କାଗଜ ନୋଟ୍ ଚିହ୍ନାଇବା ପାଇଁ ଆରବିଆଇ ଆଣିଛି ନୂଆ ମୋବାଇଲ ଆପ୍ । ଦୃଷ୍ଟିହୀନଙ୍କ ପାଇଁ ମଣି ଆପ ଉଦଘାଟନ ହୋଇଥିବା ସୂଚନା ମିଳିଛି । ଏହାକୁ ଉଦଘାଟନ କରିଛନ୍ତି ଆରବିଆଇ ଗଭର୍ଣ୍ଣର । MANI ଆପକୁ…

ବିଦ୍ୟୁତ ତାର ଛିଡ଼ି ମାଆ-ଝିଅ ମୃତ

ନୂଆପଡ଼ା, ୧ା୧(ଓଡ଼ିଶା ଭାସ୍କର): ନୂଆପଡ଼ା ଜିଲ୍ଲା ସିନାପାଲିର ମଖାପଦର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୧କେଭି…

ରାଜ୍ୟ ବିକାଶ ପାଇଁ ୨୦୨୦ ଏଜେଣ୍ଡା

ଭୁବନେଶ୍ୱର, ୧ା୧(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି ସବୁ ବିଭାଗର ଅଫିସର ଓ କର୍ମଚାରୀ । ନୂଆବର୍ଷ ଶୁଭେଚ୍ଛା ସହ ୨୦୨୦ର ଏଜେଣ୍ଡା କହିଛନ୍ତି ମୁଖ୍ୟ ଶାସନ ସଚିବ…