Browsing Category

ରାଜ୍ୟ

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୫୧ରେ ପହଞ୍ଚିଲା

ଭୁବନେଶ୍ୱର, ୧ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୭୯ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୭ ଓ ସ୍ଥାନୀୟ ଅଞ୍ଚଳରୁ ୩୨…

କେନ୍ଦ୍ର ବଜେଟକୁ ନେଇ କ’ଣ ରହିଛି ଓଡିଶାର ଦାବି?

ନୂଆଦିଲ୍ଲୀ,୧ ।୨: ଆଜି ପୂର୍ବାହ୍ନ ୧୧ଟା ସମୟରେ ସଂସଦରେ ୨୦୨୧-୨୨ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ସୀତାରମଣ । ବଜେଟରେ ଓଡିଶାର ଭାଗ କ’ଣ ରହିବ, ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ରାଜ୍ୟରେ…

ପିକଅପ ଭ୍ୟାନ ଓଲଟି ୯ ମୃତ

କୋରାପୁଟ,୩୧/୧ (ଓଡିଶା ଭାସ୍କର ): ରବିବାର ଜୟପୁରର କୋଟପାଡ଼ ବ୍ଲକ ଅର୍ନ୍ତଗଡ଼ ମୂର୍ତ୍ତାହାଣ୍ଡିଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ଜଣ ମହିଳା ମୃତ୍ୟୁବରଣ କରିଛନ୍ତି । ଏଥିସହ ୧୩ଜଣ…

୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୩୧ା୧ (ଓଡିଶା ଭାସ୍କର): ପାଣିପାଗ ବିଭାଗ ପକ୍ଷରୁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆଜିଠାରୁ ଆସନ୍ତା ଫେବୃଆରୀ ମାସ ୩ ତାରିଖ ସକାଳ ପର୍ଯ୍ୟନ୍ତ ପ୍ରବଳ ଶୀତ ଲହରୀ ଆଶଙ୍କା ରହିଛି…

ଅକ୍ଟୋବରରେ ଆସିବା ଛୋଟପିଲାଙ୍କ ପାଇଁ କରୋନା ଟିକା

ନୂଆଦିଲ୍ଲୀ, ୩୧ା୧: ବର୍ତ୍ତମାନ ସମୟରେ ସାରା ଦେଶରେ ଟିକାକରଣ ଜାରି ରହିଥିବା ବେଳେ ଏକ ନୂଆ ଅପଡେଟ୍ ସାମନାକୁ ଆସିଛି । ଖୁବଶୀଘ୍ର ଛୋଟପିଲାଙ୍କ ପାଇଁ କରୋନା ଟିକା ଆସିବ । ଏପରିକି ଏହି ଟିକା ନବଜାତ ଶିଶୁଙ୍କୁ ମଧ୍ୟ…

ଏଣିକି ସ୍ୱାମୀ ହତ୍ୟାକାରୀ ପାଇବେ ପରିବାର ପେନସନ, ଏନେଇ ଆସିଲା ହାଇକୋର୍ଟଙ୍କ ରାୟ

ଚଣ୍ଡିଗଡ଼, ୩୧ା୧: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ଅନୁଯାୟୀ, ଜଣେ ସ୍ୱାମୀ ହତ୍ୟାକାରୀ ପରିବାର ପେନସନ୍ ପାଇବା କ୍ଷେତ୍ରରେ କୌଣସି ଆଇନଗତ ପ୍ରତିବନ୍ଧକ ରହିବ…

ଖୁବଶୀଘ୍ର ଖୋଲିବ ଝରାଫୁଲ ଡେଥ୍ ରହସ୍ୟ, ପୋଲିସକୁ ମିଳିଲା ପ୍ରମାଣ

ଭୁବନେଶ୍ୱର, ୩୧ା୧ (ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ସସପେନ୍ସ ହଟୁନାହିଁ । ୫ ଦିନ ପରେ ମଧ୍ୟ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି ।…

ଆଜିଠାରୁ ଆରମ୍ଭ ହେଲା ସମଲେଶ୍ୱରୀରୁ ଟୁରିଷ୍ଟ ବସ୍ ସେବା

ସମ୍ବଲପୁର, ୩୧ା୧ (ଓଡିଶା ଭାସ୍କର): ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ମନ୍ଦିରରୁ ଆଜିଠାରୁ ଟୁରିଷ୍ଟ ବସ୍ ସେବା ଆରମ୍ଭ ହୋଇଛି । ଓଡ଼ିଶା ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ (ଓଟିଡିସି) ଅଧ୍ୟକ୍ଷା…